Special Report: ପାରଳାଖେମୁଣ୍ଡିରେ ସାମ୍ନାକୁ ଆସିଲା ଭୟଙ୍କର ଘଟଣା, ପୂର୍ଣ୍ଣିମା ହେଲେ ଆମ ଛୁଆକୁ ସିଏ ଖାଇଯାଉଛି… ଦେଖନ୍ତୁ Video କଣ କହୁଛନ୍ତି ଏହି ବ୍ୟକ୍ତି ଜଣଙ୍କ

ଆଜି କାଲୀ ସବୁ ବିଜ୍ଞାନ କୁ ବିଶ୍ଵାଶ କରୁଛନ୍ତି କୁହା ଯାଉଛି କି ଏହା ସେଯା ଦେଖାଇ ଥାଏ ଯାହା ଶତ୍ୟ ଅଟେ । ଯଦି ଦେଖିବା ପାଇଁ ଯିବା ତାହେଲେ ଜାଣି ପାରିବା କି ଆଜି ଭି ଦେଶରେ ଅନେକ ଜାଗାରେ ଗୁନି ଗାରିଡି ଓ ଅନ୍ଧ ବିଶ୍ଵାଶ ଅଛି । ଏହି ଭଳି ଏକ ଘଟଣା ଘଟିଛି ଗଜପତି ଜିଲାରେ ସଦର ମହକୁମା ପାରଳାଖେମ୍ଡି ର ସୁବାଶ ନଗର ରେ ।

୧୫ ବର୍ଷୀୟ ଏକ ବାଳିକା ନମୀତା ଅଶୁଠ ହୋଇ ଯାଇଥିବା ବେଳେ । ସେ ଆଜି ସନ୍ଧ୍ୟାରେ ରାଜରାଓ ଓ ନାଗବଂଶ ଙ୍କ ଘର ସାମନାରେ ଯାଇକି ଚିତ୍କାର କରିଥିଲା । ଫଳରେ ଲୋକ ରାଜାରାଓ ଙ୍କ ପରିବାର ଗୁଣୀ କରି ହଇରାଣ କରିଥିବା କଥା ଅଭିନଯୋଗ ଆଣିଛନ୍ତି ।

ନାବାଳିକା ଙ୍କ ପିତା ଙ୍କ ଅନୁସାରେ ତାଙ୍କୁ କିଏ ଝିଅ ଟି ଆଣିକି ଦେବ ଯଦି ତାଙ୍କ ଝିଅର କିଛି ହୋଇଯାଏ ତେବେ କଣ ହେବ ତାଙ୍କର । ଏହି ଭଳି କହି ଡାକ୍ତର ରିପୋର୍ଟ ମଧ୍ୟ ଦେଖାଇ ଥିଲେ । କହୁଛନ୍ତି କି ସେଥିରେ କିଛି ନାହିଁ କାରଣ ସେ ଅଭିନୟ କରୁଛି । କିନ୍ତୁ ଦେଖିବା ପାଇଁ ଗଲେ ଝିଅଟି ୫ ଦିନ ହେବ କିଛି ଭି ଖାଉନି କି କିଛି ଭି ପିଉନି ।

ତେବେ ତାଙ୍କ ବାପା କହୁଛନ୍ତି କି ସବୁ ପ୍ରକାର ଚିକିସ୍ଛା ହୋଇ ସାରିଲାଣି କାହିଁକି ମୋ ଝିଅ ଅଭିନୟ କରିବ । କଣ ଦରକାର ଅଛି ମୋ ଝିଅ ଯଦି ଚାଲିଯିବ କଣ ମୁ ଆଉ ଝିଅ ପାଇବି । ତେବେ ନମୀତା ଙ୍କ ଏଭଳି ଅବସ୍ଥା ଦେଖିକି ଗାଁ ଲୋକମାନେ ରାଜାରାୟ ଙ୍କ ଘରେ ଆକ୍ରମଣ କରିଛନ୍ତି । ଏହା ସହ ସେମାନେ ଘରର ସବୁ ଅସବାପାତ୍ର ଭଙ୍ଗା ରୁଜା କରିଥିଲେ ।

ଘଟଣା ସ୍ଥଳରେ ପୋ-ଲି-ଶ ସେଠାରେ ପହଞ୍ଚି ସେମାନଙ୍କୁ ଉଧାର କରିବା ସହ ଉତ୍ୟକ୍ତ ଲୋକଙ୍କୁ ସେଠାରୁ ଘଉଡାଇ ଥିଲା । ନମୀତା ଙ୍କୁ ବର୍ତ୍ତମାନ ପରଳା ଖେମୁଣ୍ଡି ଚିକିସ୍ଛା ଲୟରେ ଭର୍ତ୍ତି କରା ଯାଇଥିଲା । ଏବେ ପିଲାର ଅବସ୍ଥା ସହ ଅପରିବାର ଲୋକଙ୍କ ଅଭିଯୋଗ ଘଟଣା ଆହୁରି ଜଟିଳ ହୋଇ ଯାଇଛି ।

ପୋ-ଲି-ଶ ର ମତ ଅନୁସାରେ ଅଭି ପାଇଁ ସ୍ଥିତି ନିୟନ୍ତ୍ରଣ ରେ ଅଛି । ତେବେ କଣ କରିବା ଆବଶ୍ୟକ ଅଟେ ଏହା ଦେଖା ଜୀବ ବୋଲି କହିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *