ଅଚାନକ କଣ ହେଲା ଯେ, ଆରମ୍ଭ ହୋଇଗଲା ଦୁଇଗୋଷ୍ଠୀଙ୍କ ଭିତରେ ସଂଘର୍ଷ, ମାଡ ଦେଖି… ଦର୍ଶକ ଛାନିଆ…. ଜିଆବ୍ନ ବିକଳରେ ଦୌଡିଲେ କଳାକାର, ଦେଖନ୍ତୁ Video

ଶାନ୍ତି ଶୃଙ୍ଖଳାରେ ମଞ୍ଚରେ ନାଚ ଗୀତ ପରିବେଷଣ କରୁଥିଲେ କଳାକାର । ପରେ ପରେ ମାଡ଼ ଦେଖି, ଦର୍ଶକ ଛାନିଆ । ଏମାନଙ୍କ ଗୋଷ୍ଠୀ ସଂଘର୍ଷ ଭିତରେ କଳାକାର ମାନେ ବି ଜୀବନ ବିକଳେ ଧାଇଁଲେ । ଅଚାନକ କଣ ହେଲା ଯେ, ଆରମ୍ଭ ହୋଇଗଲା ଦୁଇ ଗୋଷ୍ଠୀଙ୍କ ଭିତରେ ସଂଘର୍ଷ । ହଁ ଦର୍ଶକ ବନ୍ଧୁ ଏ ହେଉଛି ନାଚ ଗୀତ ର ଦ୍ରୁଶ୍ଯ ।

ଆଉ ନାଚ ପର ର ଦ୍ରୁଶ୍ଯ ଯାହା ହେଲା ତାହା ଆପଣ ମାନେ ଏହି ଭିଡିଓ ରେ ସ୍ପଷ୍ଟ ଭାବେ ଦେଖି ପାରିବେ । ମଞ୍ଚ ଉପରେ ଯିଏ ଯାହାକୁ ପାରିଲେ ପି-ଟି ଚାଲିଲେ । ତେବେ ମା-ଡ ହେବାର କାରଣ କଣ ତାହା ସ୍ପଷ୍ଟ ଭାବେ ଜଣା ପଡି ନାହି । ଯଦିଓ ମା-ଡ ଗୋ-ଳ ର ସଂପୂର୍ଣ୍ଣ ଦ୍ରୁଶ୍ଯ ଦେଖାଇବାରେ କିଛି ପ୍ରତିବନ୍ଧକ ରହିଛି କିନ୍ତୁ କମେଣ୍ଟ ମରା କୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଏତେ ଉଗ୍ର ରୂପ ନେଲା ଆଜେ କେହି କାହାକୁ ମାନିବା ସ୍ଥିତି ରେ ନ ଥିଲେ ।

ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମୋହଲିଆ ଗାଁ ରେ ଦଣ୍ଡ ନାଚ ରେକର୍ଡ ଡ୍ୟାନ୍ସ ଚାଲିଥିବା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ସମସ୍ତଙ୍କ ହାତରେ ଅଛି ବାଡି ଆଉ ଠେଙ୍ଗା । କଥା କଟା କଟି ପରେ ଆରମ୍ଭ ହୋଇଥିଲା ଗୋଷ୍ଠୀ ସଂଘର୍ଷ । ଏହି ଗୋଷ୍ଠୀ ସଂଘର୍ଷ ରେ କେତେ ଜଣ ଗୁରୁତର ହୋଇଥିବା କଥା ମଧ୍ୟ ଜଣା ପଡିଛି । ଗତ କାଲି ଘଟିଛି ଏହି ଘଟଣା ।

ତେବେ ଆଉ ଏକ ଦୃଶ୍ୟ ହେଉଛି ଏହି ଘଟଣା ଘଟିବା ପରେ ପୁରା ଗାଁ ରାସ୍ତା ସୁନସାନ ହୋଇ ପଡିଛି । ଗାଁ ରେ କାହାର ବି ଦେଖା ଦର୍ଶନ ନାହି । ଏକ ସାମୁହିକ କାର୍ଯ୍ୟ ଚାଲିଥିବା ବେଳେ ଏଭଳି ଅପ୍ରୀତିକର ପରିସ୍ଥିତି କାହିଁକି ଉପୁଜିଲା ତାହାର ଖୋଳ ତାଡ କରୁଛି ବେଲକଣ୍ଠା ପୋଲିସ । ଦିଓ ଏ ନେଇ କାହାର ପ୍ରତିକ୍ରିୟା ସ୍ପଷ୍ଟ ଭାବେ ମିଳିପାରି ନାହି ତେବେ ଏଭଳି ଘଟଣା କୁ ସ୍ଥାନୀୟ ଲୋକେ ଘୋର ନିନ୍ଦା କରିଛନ୍ତି ।

ଗୁରୁତର ହୋଇଥିବା ବ୍ୟକ୍ତି ମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ରେ ଭର୍ତ୍ତି କରା ଯାଇଛି । ତେବେ ମଞ୍ଚ ଉପରେ ଏଭଳି ମା-ଡ ଗୋଳ ଦେଖି ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନେ ଛାନିଆ ହୋଇ ଦୌଡି ପଳାଇ ଛନ୍ତି । ତେବେ ଏଭଳି ଘଟଣା କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *