ଆଗାମୀ ସପ୍ତାହ ମଧ୍ୟରେ ଆପଣଙ୍କର କେଉଁ ଇଚ୍ଛା ପୂରଣ ହେବାକୁ ଯାଉଛି ବାଛନ୍ତୁ ଯେ କୌଣସି ଗୋଟିଏ ଦୀପ ଓ ଜାଣନ୍ତୁ ? 

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏକ ନୂଆ ବିଷୟ ବସ୍ତୁ ନେଇ ଆସିଛୁ । ଏଥିପାଇଁ ଆପଣଙ୍କୁ ଯେ କୌଣସି ଗୋଟିଏ ଦୀପ ଚୟନ କରିବାକୁ ହେବ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଦୀପାବଳି ରେ ସମସ୍ତଙ୍କର କିଛି ନା କିଛି ଇଚ୍ଛା ରହିଥାଏ । ତେଣୁଆ ଆପଣ ମାନେ ୨ଟି ଦୀପ ମଧ୍ୟରୁ ଯେ କୌଣସି ଗୋଟିଏ ଦୀପ ଚୟନ କରନ୍ତୁ । ଏହା ପରେ ଆମେ ଆପଣଙ୍କୁ କହିବୁ କି ଏହି ସପ୍ତାହ ରେ ଆପଣଙ୍କର କେଉଁ ଇଚ୍ଛା ପୂରଣ ହେବାକୁ ଯାଉଛି । ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ଆମର ବିଷୟ ବସ୍ତୁ ।

୧- ପ୍ରଥମ କାର୍ଡ : ଯଦି ଆପଣ ପ୍ରଥମ କାର୍ଡ ଚୁଜ କରିଛନ୍ତି ତେବେ ଆପଣ ଦୀପାବଳି ରେ ସପିଙ୍ଗ କରିବେ । ଆପଣ ପଇସା ମାମଲାରେ ଧ୍ୟାନ ରଖିବାର ଅଛି । ବ୍ୟର୍ଥ ଜିନିଷ ଉପରେ ପଇସା ଖର୍ଚ୍ଚ କରନ୍ତୁ ନାହି । ନିରାଶ ଅଳ୍ପ ରହିବ ।  କିନ୍ତୁ ଆପଣ କାମ ଜାରି ରଖନ୍ତୁ । କୌଣସି ବ୍ୟକ୍ତିକୁ ଆପଣ କିଛି ସମୟ ପୂର୍ବେ କଥା ଦେଇଥିଲେ ତାହା ପୁରା କରିବାକୁ ଚେଷ୍ଟା କରିବେ । ନିଜର ବ୍ୟକ୍ତିତ୍ବକୁ ବଦଳାଇବାକୁ ଚେଷ୍ଟା କରନ୍ତୁ କିମ୍ବା ପଜେଟିଭ ଚିନ୍ତାଧାରା କରନ୍ତୁ । ଆପଣଙ୍କୁ କେହି ପଇସା ମାଗୁଛନ୍ତି ତେବେ ଭାବି ଚିନ୍ତି ଦିଅନ୍ତୁ ।

ଆପଣଙ୍କ ଭିତରେ ବହୁତ ଜଲ୍ଦି ରାଗ ଆସୁଛି । ସବୁ କିଛି ପଜେଟିଭ ନିଅନ୍ତୁ । ଆଧ୍ୟାତ୍ମିକ କ୍ଷେତ୍ରରେ ଆପଣଙ୍କର ରୁଚି ରହିବ । ଆପଣ ଚେଷ୍ଟା କରିବା ପରେ ବି ନେଗେଟିଭ ଆସୁଛି ତଥାପି ଆପଣ ଚେଷ୍ଟା ଜାରି ରଖନ୍ତୁ । ଆଧ୍ୟାତ୍ମିକ କ୍ଷେତ୍ରରେ ନିଜକୁ ନିୟୋଜିତ କରନ୍ତୁ । ଅନେକ ପ୍ରଶ୍ନର ଉତ୍ତର ଆପଣ ନିଜେ ଜାଣିପାରିବେ ।

୨- ଦ୍ଵିତୀୟ କାର୍ଡ : ଯଦି ଆପଣ ଦ୍ଵିତୀୟ କାର୍ଡ ଚୟନ କରିଛନ୍ତି ଆଗାମୀ  ୭ ଦିନରେ ସମୟ ଆପଣଙ୍କ ପକ୍ଷରେ ରହିବ । ଯେଉଁ ବଡ ଲକ୍ଷ୍ୟ ପ୍ରତି ଆପଣ କାମ କରିବାକୁ ଚାହୁଁଛନ୍ତି ସେଥିରେ ସଫଳ ହେବେ । କ୍ଯାରିୟରକୁ ନେଇ ନୂଆ ନୂଆ ଅବସର ମିଳିବ । ପୁରୁଣା କର୍ମର ଫଳ ଆପଣଙ୍କୁ ଭୋଗିବାକୁ ପଡିବ । ଅଶାନ୍ତିର କାରଣ ଆପଣଙ୍କୁ ଜଣା ପଡିବ ଏହା ପରେ ତାହା ଦୂର କରିବାକୁ ରାସ୍ତା ବାହର କରିବେ । ପରିବାରରେ ଯାହା ବି ସମସ୍ଯା ରହିଛି ତାହା ନିଶ୍ଚୟ ଦୂର ହେବ ।

ଏବେ ନିଜ କାମରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ ଧ୍ୟାନ ଭ୍ରମିତ ହେବାର ନଜର ଆସୁଛି । ମନକୁ ନିୟନ୍ତ୍ରଣ ରଖନ୍ତୁ । କାରଣ ଯେଉଁ ବ୍ୟକ୍ତି ମନକୁ କାବୁ କରି ପାରିଲା ସେ ଜୀବନରେ ବଡ ସଫଳତା ହାସଲ କରିପାରେ । ଯେଉଁ କଥା ପାଇଁ ଆପଣ ଚିନ୍ତା ରେ ରହୁଛନ୍ତି ତାହା ଭାବନ୍ତୁ ନାହି ।

ଲୋକଙ୍କ ସହ ଯୋଡି ହୋଇ ରୁହନ୍ତୁ । ସମସ୍ଯା ବିଷୟରେ ଲୋକଙ୍କ ସହ ଆଲୋଚନା କରନ୍ତୁ । ଅନ୍ୟକୁ କଣ କହିବେ ତାହା ଜାଣି ରଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *