ଯଦି ଆପଣ ନିଜ ସବୁ ଇଛା ପୁରଣ କରିବାକୁ ଚାହୁଁଛନ୍ତି ତାବେ ଏହି ଗୋଟେ ମନ୍ତ୍ର ଶନିବାର ଦିନ କହି ଦିଅନ୍ତୁ, ତାପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ଭାଗବତ ରେ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ଦେବ ବୃକ୍ଷ ଓସ୍ତ କୁହା ଯାଇଛି । ଓସ୍ତ ଗଛର ମୂଳରେ ଭଗବାନ ବ୍ରମ୍ହା, ମଧ୍ୟ ଭାଗରେ ଭଗବାନ ବିଶୁଣୁ ତଥା ଅଗ୍ର ଭାଗରେ ମହାଦେବ ସାକ୍ଷାତ ରୂପରେ ବିରାଜ ହୋଇଥାନ୍ତି । ପୁରାଣ ଅନୁଯାୟୀ ଓସ୍ତ ଗଛ ମୁଳରେ ଭଗବାନ ବିଶୁଣୁ, ମଧ୍ୟ ଭାଗରେ କେଶବ, ଶାଖା ରେ ନାରାୟଣ, ପତ୍ର ରେ ଭଗବାନ ଶ୍ରୀ ହଋ, ଫଳରେ ସବୁ ଦେବତା ଙ୍କ ବାସ ହୋଇଥାଏ । ସେମିତି ଓସ୍ତ ଗଛର ପୂଜା କରିବା ରବିବାର କୁ ଛାଡି ସବୁ ଦିନ କରିବା ଉଚିତ ।

ଯଦି ସମ୍ଭବ ନାହି ସବୁବେଳେ କରିବା ତ ଶନିବାର ଦିନ ନିଶ୍ଚୟ କରିବା ଉଚିତ । ଶନିବାର ଦିନ ଓସ୍ତ ଗଛ ପୂଜା କରିବା ଦ୍ଵାରା ଗ୍ରହ ଦୋଷ ଶାନ୍ତ ହୋଇଥାଏ । ଏହା ସହ ଧନ, ଆୟୁ ପ୍ରାପ୍ତ ହୋଇଥାଏ ଓ ନିଜର ମନୋକାମନା ପୁରନ୍ନ ହୋଇଥାଏ । ଯଦି ଆପଣ ନିଜର ଇଚ୍ଛା ଜଲ୍ଦି ପୁରଣ କରିବାକୁ ଚାହୁଁ ଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହାକୁ ସକାଳେ କରିବା ଦରକାର ।

ସକାଳେ ଏହି ୨ଟି ମନ୍ତ୍ର ର ଜପ କରିବାର ଅଛି । ଆପଣଙ୍କର ଯାହା ବି ଇଚ୍ଛା ଥିବ, ଯାହା ବି ସମସ୍ଯା ରହିଛି, ଧନ ସହ ଜଡିତ କୌଣସି ସମସ୍ଯା ଥିଲେ ତାହା ଦୂର ହେବ । ପ୍ରଥମେ ସକାଳୁ ଉଠି ନିତ୍ୟ କର୍ମ ସାରି ଗୃହରେ ପୂଜା କରିବା ଉଚିତ । ତା ପରେ କେଉଁ ବି ଓସ୍ତ ଗଛ ପାଖକୁ ଯାଇ ସେଠାରେ ରାଶି ତେଲ ର ଦୀପ ଜଳାନ୍ତୁ । ଆଉ ଏହି ଦୁଇ ମନର ଯେମିତିକି ଭଗବାନ ଶ୍ରୀ କୃଷ୍ଣ ମନ୍ତ୍ର ଓ ଅସ୍ଵଥ୍ୟ ମନ୍ତ୍ର ଏହାର ଜପ କରନ୍ତୁ । ପ୍ରଥମେ ଆପଣଙ୍କୁ ଅସ୍ଵଥ୍ୟ ମନ୍ତ୍ର ଜପିବାର ଅଛି ।

ମନ୍ତ୍ର ଟି ହେଲା ଆୟୁଃ ପ୍ରଜ୍ଞା ଧନଙ୍ଗ ଧାନ୍ୟଙ୍ଗ ସୌଭାଗ୍ଯଙ୍ଗ ସର୍ବ ସମ୍ପଦଙ୍ଗ ଦେହି ଦେବ ମହାବୃକ୍ଷ ତ୍ବନାହାଙ୍ଗ ଶରନମ ଗତହ । ଏହା ପରେ ଆପଣ ଶ୍ରୀ ବିଶୁଣୁ କୃଷ୍ଣ ମନ୍ତ୍ର ଦାମୋଦର ପଦ୍ମନାଭ କେଶବ ଗୁରୁତ୍ଵାଧିକାମ ଗୋବିନ୍ଦ ମଚ୍ୟୁତ କୃଷ୍ଣମନୋନତମ ପରାଜିତମ ମନ୍ତ୍ର ଜପ କରିବାର ଆସି । ଏହା ପରେ ଓସ୍ତ ଗଛର ୧୧ ଥର ପରିକ୍ରମା କରିବେ । ତା ପରେ ଏକ ପାତ୍ରରେ ଜଳ ନେଇ ଓସ୍ତ ଗଛର ଏକ ପତ୍ର ନେଇ ସେଥିରେ ଓସ୍ତ ଗଛ ଉପରେ ପାଣି ସିଂଚନ କରି ଘରକୁ ନେଇ ଆସନ୍ତୁ ।

ତା ପରେ ସେହି ପାଣିରେ ପରିବାରର ସଦସ୍ୟ ଙ୍କ ଉପରେ ପାଣି ସିଂଚନ କରିବେ ଓ ନିଜ ଉପରେ ବି ଛିଞ୍ଚିବେ । ଏହା ଦ୍ଵାରା କୌଣସି ବି ଅଶୁଭ ଶକ୍ତି ଗୃହରେ ରହିବ ନାହି । ସବୁ ସମସ୍ଯା ଦୂର ହେବ । ଆଉ ଧନ ସହ ଜଡିତ ସମସ୍ଯା ଦୁର ହୋଇ ଧନ ଲାଭ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *