ଦୁଃଖ ଭୁଲିବା ପାଇଁ ଏମିତି ଦିନ କାଟୁଛନ୍ତି Barsha Priyadarshini, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଆକ୍ଟିଙ୍ଗ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି । ତେବେ ଏମିତି କିଛି କଳାକାର ମାନେ ଅଛନ୍ତି ଯିଏ କି ନିଜର ବିବାହ ବିଛେଦ କୁ ନେଇ ଅନେକ ସମୟରେ ନଜର କୁ ଆସିଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ସେମିତି ଜଣେ କଳାକାର ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ଦୁଖ ଭୁଲାଇବା ପାଇଁ କିଛି ଏମିତି କରୁଛନ୍ତି । ବନ୍ଧୁଗଣ ସେହି କଳାକାର ଜଣକ ଆଉ କେହି ନୁହଁନ୍ତି ସେ ଆପଣ ସମସ୍ତଙ୍କର ପ୍ରିୟ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ । ଯାହାଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣି ଥିବେ । ବର୍ଷା ନିଜର ଅଭିନୟ କ୍ଯାରିୟରରେ ଅନେକ ସାରା ହିଟ ଫିଲ୍ମ ଓଡିଆ ଇଣ୍ଡଷ୍ଟ୍ରି କୁ ଭେଟି ଦେଇଛନ୍ତି ।

ତାଙ୍କ ପ୍ରତେକ ଟି ଫିଲ୍ମ ଦେଖିବାକୁ ଦର୍ଶକ ମାନଙ୍କର ସିନେମା ହଲ ଆଗରେ ଗହଳି ଜମିଥାଏ । ତେବେ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ହେବ ବର୍ଷା ଓ ଅନୁଭବ ମହାନ୍ତି ଙ୍କ ପାରିବାରିକ ମାମଲା ଚାଲିଛି ଯାହାର ଏ ଯାଏଁ କୌଣସି ସମାଧାନ ବାହାରି ପାରି ନାହି । ତେବେ ବର୍ତ୍ତମାନ ବର୍ଷା ଅନୁଭବ ଙ୍କ ଘର ଛାଡି ନିଜ ଘରକୁ ଫେରି ଯାଇଛନ୍ତି ଆଉ ଏକା ରହୁଛନ୍ତି ।

ବର୍ଷା ଅନୁଭବ ଙ୍କ ଠାରୁ ଦୂରେଇ ଯିବା ପରେ ପୁରା ଏକା ହୋଇ ଯାଇଛନ୍ତି । ଆଉ ନିଜର ଦୁଖ ଭୁଲାଇବା ପାଇଁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ବର୍ଷା ଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ନଜର ଆସୁଛି । ଭାଇରାଲ ହୋଇଥିବା ଭିଡିଓ ରେ ବର୍ଷା ଗରିବ ପିଲା ମାଙ୍କୁ ଖାଇବାକୁ ଦେଉଛନ୍ତି ଆଉ ତାଙ୍କ ସହ ସମୟ ବିତାଉଛନ୍ତି ।

ଅଭିନେତ୍ରୀ ବର୍ଷା କେଉଁ ସ୍ଥାନକୁ ଯାଇ ଆଉ ସେଠାରେ ଅସହାୟ ଦୁଖୀ ଲୋକଙ୍କୁ ଖାଇବାକୁ ଦେବା ସହ ତାଙ୍କର ଭଲ ମନ୍ଦ ବୁଝୁଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି । ବର୍ଷା ନିଜର ଦୁଖ ଭୁଲାଇବା ପାଇଁ ଗରିବ ପିଲା ମାନଙ୍କ ସହ ଖେଳୁଛନ୍ତି ମଧ୍ୟ ଆଉ ନିଜର ବାକି ସମୟ ଖୁସି ଖୁସି ବିତାଇବାକୁ ଚେଷ୍ଟା କରୁଛନ୍ତି । ତଥାପି ତାଙ୍କ ମୁହଁ ରେ ସେ ଖୁସି ନାହି ଯେଉଁ ଖୁସି ଅନୁଭବ ଙ୍କ ସହ ଥିଲେ ଦେଖାଯାଏ ।

ତେବେ ସେ ଯାହା ବି ହେଉ ବର୍ଷା ଏବେ ଏକା ହୋଇ ଯାଇଛନ୍ତି ନିଜ ଜୀବନରେ ଆଉ ନିଜର ଦୁଖକୁ ଭୁଲି ଗରିବ ଅସହାୟ ପିଲାଙ୍କୁ ଖାଇବାକୁ ଦେଉଛନ୍ତି ଆଉ ତାଙ୍କର ସୁଖ ଦୁଖ ବୁଝୁଛନ୍ତି । ଏହା ଠାରୁ ବଡ କଥା ଆଉ କଣ ହୋଇପାରେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଅଭିନେତ୍ରୀ ବର୍ଷା ଙ୍କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *