ସ୍ତ୍ରୀ ଯେତେ ସୁନ୍ଦର ହେଲେ ବି, ସ୍ୱାମୀ ଅନ୍ୟ ତୃତୀୟ ଜଣଙ୍କୁ ଖୋଜିଥାଏ ! କାରଣ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସାରା ଓଡିଶାରେ ଓଲିଉଡ ଷ୍ଟାର ଶିଂଗର ହ୍ୟୁମାନ ସାଗର ଓ ତାଙ୍କ ସ୍ତ୍ରୀ ଶ୍ରୀୟା ଙ୍କ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହିଙ୍କର ବିବାଦ ଏତେ ବଢି ଯାଇଛି ଏବେ ଦୁହିଙ୍କ ସମ୍ପର୍କ ଦାଣ୍ଡରେ ପଡି ହାତ ରେ ଗଡୁଛି । ଏ ନେଇ ଅନେକ ନିଜର ମତ ରଖି ସାରିଲେଣି । ବର୍ତ୍ତମାନ କିଛି ସମୟ ହେବ ଜଣେ ମହିଳା ହ୍ୟୁମାନ ସାଗର ଓ ତାଙ୍କ ସ୍ତ୍ରୀ ଶ୍ରୀୟା ଙ୍କ ପାରିବାରିକ ବିବାଦ କୁ ନେଇ ଗଣମାଧ୍ୟମ ରେ ନିଜର ଏକ ବଡ ବୟାନ ଦେଇଛନ୍ତି ।

ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମହିଳା ଜଣକ କହିଛନ୍ତି ଯେ “ପିଲା ଥିଲେ ବି ସ୍ନେହ ଶ୍ରଦ୍ଧା କମିଛି ତୃତୀୟ ବ୍ୟକ୍ତି ସବୁବେଳେ ଦରକାର ହୁଏ । ସ୍ତ୍ରୀ ଯେତେ ସୁନ୍ଦର ହେଲେ ବି ସ୍ଵାମୀ ଅଣଦେଖା କରେ । ଗୋଟେ ସମୟରେ ଏ କଥା ଥିଲା ଯେ ପିଲା ହେବ ଅପରେ ସ୍ଵାମୀ ସ୍ତ୍ରୀଙ୍କ ଦାଂପତ୍ଯ ଜୀବନରେ ମନୋମାଳିନ୍ୟ ଦେଖାଯାଏ ତାହା କମିଯାଏ । କାରଣ ପିଲାଟି ଦୁଇ ଜଣଙ୍କୁ ବାନ୍ଧିକି ରଖେ ।

କିନ୍ତୁ ବର୍ତ୍ତମାନ ଶେବ ସମୟ ନାହି । ପାରିବାରିକ ଘଟଣା ଯେତେ ଦେଖାଯାଉଛି ମୁଖ୍ୟତଃ ତୃତୀୟ ବ୍ଯକ୍ତିର ପ୍ରବେଶ ଆଉ ଗୋଟେ ହେଉଛି ନିଶା କଥା । ଯେବେ ବ୍ୟକ୍ତି ନିଶାରେ ରହୁଛି ସେତେବେଳେ ସ୍ତ୍ରୀ ଦୁର୍ବଳତାର ଫାଇଦା ଉଠାଉଛି । ଏଣୁ ସ୍ତ୍ରୀ ଉପରେ ଅତ୍ୟାଚାର କରିଲା ବ୍ୟକ୍ତି । ତୃତୀୟ ବ୍ଯକ୍ତିର ପ୍ରବେଶର ଅର୍ଥ ହେଉଛି ସ୍ତ୍ରୀ ଉପରେ ସମ୍ପକ, ସ୍ନେହା ଶ୍ରଦ୍ଧା କମିଲା । ଏମିତିକି ପିଲା ଥିଲେ ବି ସ୍ନେଶ ଶ୍ରଦ୍ଧା କମିଲା ।

ତୃତୀୟ ବ୍ୟକ୍ତିଟି ସବୁବେଳେ ଦରକାର ହୁଏ । ସ୍ତ୍ରୀ ଉପରେ ଅତ୍ୟାଚାର କରିଲେ ସେ ଘର ଛାଡି ପଳାଇବ ଆଉ ତୃତୀୟ ବ୍ୟକ୍ତିଟି ଘରକୁ ଆସିପାରିବ । ହିନ୍ଦୁ ରୀତି ଅନୁଯାୟୀ ଛାଡପତ୍ର ନ ହେବା ଯାଏଁ ଆଉ ଜଣେ ବାହା ହୋଇ ପାରିବ ନାହି । ତେଣୁ ଛାଡପତ୍ର ଆବଶ୍ୟକ । ସେହି ସମୟରେ ଯେଉଁ ଘଟଣା ଦେଖାଯାଏ ସେତେବେଳେ ସମସ୍ତେ ଥାନାର ଦ୍ଵାରସ୍ଥ ହୁଅନ୍ତି ।

2005 ରେ ପାରିବାରିକ ଆଇନ ଆସିଲା ପରେ ଅନେକ ଘଟଣା ଦେଖା ଯାଇଛି ଯେ ଯେବେ ଝିଅ ମାନେ ଥାନାକୁ ଆସନ୍ତି ଆପୋଷ ବୁଝାମଣା ପାଇଁ ସୁଯୋଗ ଦିଆଯାଏ । ଆପୋଷ ବୁଝାମଣା ଫେଲ ମାରିଲେ ପୋଲିସ ପାଖରେ ଏଫାୟାର ଦାଖଲ ହୁଏ । ଯଦି ହ୍ୟୁମାନ ସାଗର ଓ ତାଙ୍କ ସ୍ତ୍ରୀ ଶ୍ରୀୟା ଙ୍କ ଭିତରେ ବୁଝାମଣା ହୋଇ ପାରିବ ତେବେ ବହୁତ ଭଲ କଥା ।

କିଛି ପୋଲିସ ପଦକ୍ଷେପ ନେବ ନାହି । ଯଦି ବୁଝାମଣା ହେବ ନାହି ତେବେ ହ୍ୟୁମାନଙ୍କ ବିରୁଦ୍ଧରେ ଯାହା ଅଭିଯୋଗ ଅଛି ପୋଲିସ ନିଶ୍ଚୟ ପଦକ୍ଷେପ ନେବ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *