ଚାକିରିଆଙ୍କ ପାଇଁ ବଡ ଖବର ! ବଢିବ ଦରମା, ଦେଖନ୍ତୁ କେବେ ଠାରୁ ଓ କେଉଁ ମାନଙ୍କର ବଢିବ ଦରମା ?

ନମସ୍କାର ବନ୍ଧୁଗଣ, ଅଗଷ୍ଟ ୧ ରେ କେନ୍ଦ୍ର ସରକାର ନିଜ ଲକ୍ଷାଧିକ କର୍ମଚାରୀ ଙ୍କୁ ଉପହାର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆସନ୍ତା ମାସରେ କର୍ମଚାରୀଙ୍କ ଦରମା ବୃଦ୍ଧି ଲାଗି ସରକାର ଯୋଜନା କରୁଥିବା ସୂଚନା ମିଳିଛି । DA ବୃଦ୍ଧିଠୁ ଆରମ୍ଭ କରି ବକାଏ DA ସରାକର ପ୍ରଦାନ କରିପାରନ୍ତି । ଏହା ସହ PF ଉପରେ ମିଳିଥିବା ସୁଧା ଟଙ୍କା ମଧ୍ୟ କର୍ମଚାରୀଙ୍କ ଆକାଉଣ୍ଟକୁ ପଠାଯାଇପାରେ ବକାଏ DA ପ୍ରଦାନ । ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ମାସରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ବକାଏ DA ମିଳିପାରେ ।

ହେଲେ ଏ ନେଇ ସରକାରଙ୍କ ତରଫରୁ ଅଫିସିଆଲି ଘୋଷଣା କରାଯାଇ ନାହି । ସରକାରୀଙ୍କ କର୍ମଚାରୀଙ୍କ ୨୦୨୦ ଜାନୁଆରୀରୁ ୨୦୨୧ ଜୁନ ଯାଏଁ ମୋଟ ୧୮ ମାସର ପିଏଫ ବକାଏ ରହିଛି । କୁହାଯାଉଛି କେନ୍ଦ୍ର ସରକାର କର୍ମଚାରୀଙ୍କୁ ପୁଣି ଥରେ ଦେଢରୁ ଦୁଇ ଲକ୍ଷ ଟଙ୍କା ଯାଏଁ ବକାଏ DA ଏରିୟାଲ ମିଳିପାରେ । ବକାଏ DA ପ୍ରଦାନ ଲାଗି ଲଗାତାର ଭାବେ କର୍ମଚାରୀ ଦାବି କରିଆସୁଛନ୍ତି । ଗତ ମାସରୁ ଚର୍ଚ୍ଚା ହେଉଛି କେନ୍ଦ୍ର ସରକାର କର୍ମଚାରୀଙ୍କ DA ବଢିପାରେ । ବଢୁଥିବା ମହଙ୍ଗା ମାଦକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ DA ଅତି କାମରେ ୪ରୁ ୫% ବୃଦ୍ଧି ପାଇବ ବୋଲି ଆସା କରାଯାଉଛି ।

ଚଳିତ ମାସ ମାର୍ଚ୍ଚ ମାସରେ କେନ୍ଦ୍ର ଚଳିତ କର୍ମଚାରୀଙ୍କ ୩% DA ବୃଦ୍ଧି ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ପୁଣି ୫% DA ବୃଦ୍ଧି ହୋଇପାରେ । ଯଦି ଏପରି ହୁଏ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ୩୪% ରୁ ବୃଦ୍ଧି ପାଇ ୩୯ % ହୋଇଯିବ । AICPI ଇଣ୍ଡେକ୍ସ ଆଧାରରେ DA ବୃଦ୍ଧିକୁ ନେଇ ଉତପତି ହୋଇଥାଏ । ଇଣ୍ଡେକ୍ସର ସଂଖ୍ୟା ସୂଚାଉଛି ଏଥର DA ୪ରୁ ୫% ବୃଦ୍ଧି ପାଇବ । ଯଦି ୪% DA ବୃଦ୍ଧି ପାଏ ତା ହେଲେ ଏ ଦ୍ଵାରା ୫୦ଲକ୍ଷ କର୍ମଚାରୀ ଓ ୬୫ଲକ୍ଷ ପେନସନ ଭୋଗୀ ଉପକୃତ ହେବେ ବୋଲି ଜଣାପଡିଛି ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୨୦୧୭ ଜୁନରୁ ସପ୍ତମ ବେତନ ଆୟ କମିଶନର ଲାଭ ମିଳୁଛି । କେନ୍ଦ୍ର ସରକାରୀ କର୍ମଚରୀଙ୍କ DA ୩୪% ବୃଦ୍ଧି ପାଇଁ ୩୯% ହୋଇଯିବ । ବର୍ତ୍ତମାନ ୧୮ହଜାର ଟଙ୍କା ବେଶିକ ଦରମା ଥିବା ବେଳେ ୩୪% ହିସାବରେ ସେମାନଙ୍କର DA ୬୧୨୦ ତାଙ୍କ ରହିଛି । ଯଦି DA ବୃଦ୍ଧି ପାଏ ତେବେ ଏହା ୩୯% ହେବ । ତେବେ କର୍ମଚାରୀଙ୍କର DA ୭୧୨୦ଟଙ୍କା ମିଳିବ । ଆର୍ଥିକ ବର୍ଷ ୨୦୨୧-୨୦୨୨ ପାଇଁ EPF ଉପରେ ୮.୦୧% ସୁଧହାର ସ୍ଥିର କରାଯାଇଥିଲା ।

ଗତ ଆର୍ଥିକ ବର୍ଷରେ PF ଉପରେ ୮.୦୫% ସୁଧା ମିଳିଥିଲା । ଆସନ୍ତା ମାସରେ ସରକାରୀ କର୍ମଚାରୀଙ୍କ PF ଉପରେ ମିଳିଥିବା ସୁଧା ଟଙ୍କା ଆଣି ପାରନ୍ତି ବୋଲି ଆଶା କରାଯାଉଛି । ଚାକିରିଆଙ୍କ ବେଶିକ ସାଲାରିର ୧୨% EPF ରେ ଜମା ହୋଇଥାଏ । ତେବେ କେତେ ଦରମା ବଢିବ ତାହାକୁ ନେଇ ରହିଛି ଅପେକ୍ଷା । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *