ନମସ୍କାର ବନ୍ଧୁଗଣ । ଆଜି ହେଉଛି ଓଲିଉଡ ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କ ଜନ୍ମ ଦିନ ଯାହାକୁ ସେ ଗତ କାଲି ରାତିରେ ନିଜ ପରିବାର ସହ ସେଲିବ୍ରେସନ କରିବାର ନଜର ଆସିଛନ୍ତି । ତେବେ ଏ ନେଇ ବାବୁସାନଙ୍କ ପ୍ରଶଂସକ ରାକା ମହାନ୍ତି ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି କି ଗତ କାଲି ରାତି ୧୨ଟା ରେ ସେମାନେ ବାବୁସାନଙ୍କ ସହ ମିଶି କେକ କାଟିଛନ୍ତି । ତେବେ ଆଜି ସନ୍ଧ୍ୟା ୬ଟା ବାବୁସାନ ମହାନ୍ତିଙ୍କର ଆଗାମୀ ଫିଲ୍ମ ର ଘୋଷଣା କରାଯିବ । ତେବେ ପ୍ରଡ଼କସନ ରେ ଆଜି ସନ୍ଧ୍ୟାରେ ବାବୁସାନ ଙ୍କ ଫିଲ୍ମ ଘୋଷଣା ହେବା ସହ ତାଙ୍କ ଜନ୍ମ ଦିନ ଖୁସି ରେ କେକ ମଧ୍ୟ କଟାଯିବାର ଆୟୋଜନ କରା ଯାଇଛି ।
ବାବୁସାନ ନିଜ ସ୍ତ୍ରୀ ଓ ପୁଅ ସହ ଆଜି ଜନ୍ମ ଦିନ ସେଲିବ୍ରେସନ କରିବେ ନିଜେ ଆନାଉନ୍ସମେଣ୍ଟ କରିଛନ୍ତି ଯାହାକୁ ଶୁଣିବ ପରେ ତାଙ୍କର ଫ୍ୟାନ୍ସ ମାନେ ବେଶ ଖୁସି ଥିବାର ନଜର ଆସୁଛନ୍ତି । ତେବେ ରାଜା ମହାନ୍ତି ଆଗକୁ କହିଛନ୍ତି ଯେ ବାବୁ ଭାଇ ଆମର ବହୁତ ଭଲ ମଣିଷ ସେ ନିଜ ସ୍ତ୍ରୀ ଓ ପୁଅଙ୍କୁ ବହୁତ ଭଲ ପାଆନ୍ତି ।
ଆଜି ସେମାନେ ସମସ୍ତେ ବାବୁସାନଙ୍କର ଜନ୍ମ ଦିନରେ ଆସିବେ ଆଉ ସେଲିବ୍ରେଟ ମଧ୍ୟ କରିବେ । ଆହୁରି ମଧ୍ୟ ରାଜା ମହାନ୍ତି କି ସମସ୍ତେ ସମସ୍ତଙ୍କୁ ଭଲ ପାଆନ୍ତୁ କେହି କାହାକୁ ଟ୍ରୋଲ କରନ୍ତୁ ନାହି । ଆଗକୁ ସବୁ କିଛି ଠିକ ହେଉ ବୋଲି ରାଜା ମହାନ୍ତି କହିଛନ୍ତି । ଗତ କାଲି ବାବୁସାନ ଦେଇଥିବା ପ୍ରତିକ୍ରିୟା ଓ ଅନ୍ୟ ଜଣେ ଅଭିନେତ୍ରୀ ଯିଏ ଛାତ ଉପରକୁ ଆସି ନିଜର ପ୍ରତିକ୍ରିୟା ଦେଇଛନ୍ତି ସେହି ବିଷୟରେ ଭିଡିଓ ଭାଇରାଲ ହୋଇଥିଲା ।
ତେବେ ଏହି ବିଷୟରେ ରାଜା ମହାନ୍ତି କି ଆମେ ଆଉ କାହା ବିଷୟରେ କିଛିହ କହିପାରିବା ନାହି । ଆମେ କ୍ବେଳ ଆମ ଭାଇ ଙ୍କୁ ଜାଣିଛୁ ଆଉ ତାଙ୍କ ବିଷୟରେ କେବଳ କହିବା । ବାବୁସାନ କହିଛନ୍ତି ମୁଁ ଗଣ ମାଧ୍ୟମକୁ ସବୁ କିଛି କଥା କହିବି ବାସ ମୋତେ ଟିକେ ସମୟ ଦରକାର । ବୋଧ ହୁଏ ସେ ନିଜର ଜନ୍ମ ଦିନ ଥିବାରୁ ଏ ଯାଏଁ କିଛି ନାହାନ୍ତି ବୋଲି ରାଜା ମହାନ୍ତି ମତ ଦେଇଛନ୍ତି ।
ଆଜି ନ ହେଲେ କାଲି ବାବୁସାନ ନିଶ୍ଚିନ୍ତ ଭାବେ ଗଣ ମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେବେ । ବାବୁ ଭାଇ ଆମର ଯେମିଉତି ଥିଲେ ସେମିତି ଅଛନ୍ତି ଆଗକୁ ମଧ୍ୟ ସେମିତି ରହିବେ ଜମା ବି ବଦଳି ନାହାନ୍ତି କିନ୍ତୁ ତାଙ୍କୁ ଯେଉଁ ପରି ଭାବେ ଟ୍ରୋଲ କରା ଯାଉଛି ସେଥିପାଇଁ ସେ ମାନସିକ ଚାପରେ ଅଛନ୍ତି ବୋଲି ରାଜା ମହାନ୍ତି ରାଏ ଦେଇଛନ୍ତି ।
ବାବୁ ଭାଇଙ୍କର ଜାଣିବା ବୁଝିବାର ଶକ୍ତି ଅଛି ସେ କେବେ ବି ଖରାପ ହେବେ ନାହି ବୋଲି ପ୍ରଶଂସକ ରାଜା ମହାନ୍ତି ନିଜର ରାଏ ରେ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ରାଜା ମହାନ୍ତିଙ୍କର ଏଭଳି ବାବୁସାନଙ୍କୁ ପ୍ରଶଂସା କରିବାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।