ଏୟାରଟେଲ, ଭୋଡାଫୋନ ଏବଂ ଜିଓ : IUC ଚାର୍ଜ ପରେ କାହାର ପ୍ଳାନ ରେ ଅଧିକ ଲାଭ ଅଛି- ନିଶ୍ଚୟ ଜାଣନ୍ତୁ ଓ ସଠିକ ପ୍ଳାନ ବାଛନ୍ତୁ

ଭାରତ ରେ ରିଲାଏନ୍ସ ଜିଓ ରେ ଆୟୁସି ଚାର୍ଜ ଲଗେଇଲା ପରେ ଘମାସାନ ଯୁଧ ଚାଲିଛି, ଏହି ଯୁଧ ରେ କମ୍ପାନୀମାନଙ୍କ ଦ୍ଵାରା ଓଲଟା ବାର ବି ଦେଖିବାକୁ ମିଳୁଛି । ଉପଭୋକ୍ତାମାନଙ୍କ ବଜେଟ ଅନୁଯାଇ ନୂଆ ନୂଆ ପ୍ଳାନ ମାର୍କେଟ ରେ ଆସୁଅଛି । ଜିଓ ମାର୍କେଟ ରେ ଭୋଡାଫୋନ, ଆଇଡିଆ ଓ ଏୟାର୍ଟେଲ ପରେ ଆସିଛି ଏବଂ ଏହି ସବୁ କମ୍ପାନୀ ଆଗରୁ ଡାଟା ପ୍ଳାନ ଦେଇ ଆସୁଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ସବୁ ପ୍ଳାନ ବିଷୟରେ ।

ଆଜି ଆମେ ଆପଣଙ୍କୁ ଜଣେଇବା ପାଇଁ ଚାହୁଁଛୁ କି କାହାର ପ୍ଳାନ ଆଇୟୁସି ପରେ ଭଲ ଆସିଛି ଆପଣଙ୍କ ପାଇଁ

ରିଲାନ୍ସ ଜିଓ ର ଅଲ ଇନ ୱାନ ପ୍ୟାକ :

ରିଲାନ୍ସ ଜିଓ ର ୨୨୨ଟଙ୍କା ପ୍ୟାକ ରେ ଆପଣ ପ୍ରତିଦିନ ୨ଜିବି ଡାଟା ପାଇବେ ପ୍ରତି ଦିନ ୧୦୦ମେସେଜ ଏବଂ ୧୦୦୦ଆଇୟୁସି ମିନୀଟ୍ ଫ୍ରି ପାଇବେ ଏହି ପ୍ୟାକ ୨୮ଦିନ ପାଇଁ ଉପଲବ୍ଧ ଅଟେ ।

୩୩୩ଟଙ୍କା ର ପ୍ୟାକ ରେ ଆପଣ ସ୍ପ୍ରତିଦିନ ୨ଜିବି ଡାଟା ପାଇବେ ୧୦୦ମେସେଜ ଏବଂ ୧୦୦୦ଆୟୁସି ପାଇବେ ଏବଂ ଏହି ପ୍ୟାକ ୫୬ଦିନ ପାଇଁ ଉପଲବ୍ଧ ଅଟେ । ୪୪୪ଟଙ୍କା ପ୍ୟାକ ରେ ଆପଣ ପ୍ରତିଦିନ ୨ଜିବି ଡାଟା ପାଇବେ ପ୍ରତି ଦିନ ୧୦୦ମେସେଜ ଏବଂ ୧୦୦୦ଆଇୟୁସି ମିନୀଟ୍ ଫ୍ରି ପାଇବେ ଏହି ପ୍ୟାକ ୮୪ଦିନ ପାଇଁ ଉପଲବ୍ଧ ଅଟେ ।

ଏୟର୍ଟେଲ ର ୨୪୯ଟଙ୍କା ପ୍ଳାନ :

ଏୟର୍ଟେଲ ର ୨୪୯ଟଙ୍କା ପ୍ଳାନ ରେ ଅଂଲିମିଟେଡ କଲ ସହ ଏସେମେଷ ସୁବିଧା ଦିଆ ଯାଉଛି, ଏହା ସହ ପ୍ରତିଦିନ ୨ଜିବି ଡାଟା ଦିଆ ଯାଉଛି ଏହା ସହ ସବୁ ନେଟୱର୍କ ରେ ଫ୍ରି କଲିଙ୍ଗ ଦିଆ ଯାଉଛି ।

ଭୋଡାଫୋନ ର ୨୨୯ଟଙ୍କା ପ୍ଳାନ :

ଭୋଡାଫୋନ ର ୨୨୯ଟଙ୍କା ପ୍ଳାନ ରେ କମ୍ପାନୀ ପ୍ରତିଦିନ ୨ଜିବି ଡାଟା ଦେଉଛି ଏହା ସହ ଫ୍ରି କଲିଙ୍ଗ ଏବଂ ମେସେଜ ଫ୍ରି ରହିଛି ଏହି ପ୍ଳାନ ୨୮ଦିନ ପାଇଁ ଉପଲବ୍ଧ ଅଟେ ।

କେଉଁ  କମ୍ପାନୀ ଡାଟା ପ୍ଳାନ ଆପଣଙ୍କୁ ଭଲ ଲାଗିଲା :

ମାର୍କେଟ ରେ ଅଲ ଇନ ୱାନ ଡାଟା ପ୍ଳାନ ରିଲାନ୍ସ ତରଫରୁ ଆସିଥିଲା କିନ୍ତୁ ଏବେ ଜିଓ ନିଜ ନେଟୱର୍କ ପାଇଁ କଲିଙ୍ଗ ଫ୍ରି ରଖିଛନ୍ତି କିନ୍ତୁ ଅଲଗା ନେଟୱର୍କ ପାଇଁ ଲିମିଟେଡ କରିଦେଇଛନ୍ତି କିନ୍ତୁ ଭୋଡାଫୋନ ଏବଂ ଏୟାର୍ଟେଲ ଏହାକୁ ଫ୍ରି ରଖିଛନ୍ତି ଆପଣଙ୍କ ପାଇଁ ଯେଉଁ ନେଟୱର୍କ ସୁବିଧା ଜନକ ସେହା ଆପଣ ନେଇ ପାରିବେ ।

Leave a Reply

Your email address will not be published. Required fields are marked *