ଛାଡପତ୍ର ର କାଗଜ ଆମ ଦୁଇ ଜଣଙ୍କୁ ଅଲଗା କରି ଦେଇଥିଲା । ତମେ ସେପଟେ ରୋଗ ଯନ୍ତ୍ରଣା ସହ ପ୍ରତି ମୂହୁର୍ତ୍ତ ରେ ସଂଘର୍ଷ କରୁଥିଲ । ଆଉ ମୁଁ ଏପଟେ ସବୁ କିଛି ଶୁଣୁ ଥିଲି । ବହୁତ ଇଚ୍ଛା ହୋଇଥିଲା ତୁମ ପାଖକୁ ଯିବା ପାଇଁ । ହେଲେ ମୋ ପାଖରେ ସାହସ ହେଲା ନାହି । ତମ ସହ ବହୁତ ଇଚ୍ଛା ଥିଲା ଦିଲ୍ଲୀ ଜୀବ ପାଇଁ । ସେଠାରେ ତୁମ ସହ ବସି ତୁମର ସେବା କରିବା ପାଇଁ ।
ହେଲେ ତଥାପି ମନରେ ସାହସ ସଞ୍ଚୟ କରି ପାରିଲି ନାହି । ହେଲେ ଆଜି କିନ୍ତୁ ଯେମିତି ଶୁଣିଲି ତୁମେ ନାହଁ ନିଜକୁ ଅଟକାଇ ପାରିଲି ନାହି । ଏବେ ତୁମର ଶେଷ ଜୀବନର ସାଥି ହୋଇ ତୁମ ସହ ସ୍ଵ-ର୍ଗ-ଦ୍ଵା-ର ଯାଉଛି । ହଁ ଦର୍ଶକ ବନ୍ଧୁ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ବାହାରିଛନ୍ତି ସ୍ଵ-ର୍ଗ -ଦ୍ଵା-ର । ସ୍ଵାମୀ ଙ୍କ ସହ ତାଙ୍କୁ ଅ-ନ୍ତି-ମ ବିଦାୟ ଦେବା ପାଇଁ ପହଞ୍ଚି ଯାଇଛନ୍ତି ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ପ୍ରତିଭା ।
ମନର ସେହି ଆବେଗକୁ ଆଉ ବାନ୍ଧି ଆରିଲେ ନାହି ପ୍ରତିଭା । ସବୁ ଆଜି ବୋହି ଯାଉଛି ଆଖି ରୁ ଧାର ଧାର ଲୁହ ହୋଇ । ପିଣ୍ଟୁ ନନ୍ଦ ଓ ପ୍ରତିଭା ଙ୍କ ଜୀବନରେ ଆସିଥିଲା ସେହି ଝଡ ଯାହା କି ତାଙ୍କୁ ଅଲଗା କରି ଦେଇଥିଲା ସବୁ ଦିନ ପାଇଁ । ମାନ ଅଭିମାନ ଅହଂକାର ଆଜି ଭାଙ୍ଗି ଯାଇଛି ପିଣ୍ଟୁ ଆଣ୍ଡ ଙ୍କ ଅ-କା-ଳ ବି-ୟୋ-ଗରେ । ଆଜି ସେ ସ୍ଵ-ର୍ଗ-ଦ୍ଵା-ର ଯିବେ ସ୍ଵାମୀଙ୍କ ଶେଷ ଥର ପାଇଁ ଦେଖିବା ପାଇଁ ।
ଆଜି ସ୍ବାମୀଙ୍କ ଜୁ-ଇ ପାଖରେ କାନ୍ଦିବେ ଆଉ ହାତରୁ ଶଙ୍ଖା ଖୋଲିବେ ସ୍ତ୍ରୀ ପ୍ରତିଭା । ଆଜି ପୁଅ ବାପାଙ୍କୁ ମୁ-ଖା-ଗ୍ନି ଦେବ । ଆଜି ସବୁ କିଛି ସାନ୍ତ ହୋଇ ଯାଇଛି । ସତରେ ମଣିଷ ପାଇଁ ଏ ଘଟଣା ଗୋଟେ ଶିକ୍ଷାର ବିଷୟ । ଯାହା ଅନେକ ଙ୍କ ଭାଙ୍ଗି ଯାଇଥିବା ସଂସାର କୁ ଯୋଡି ଦେଇଥାଏ । ଥିଲା ବେଳେ ତ ଆସିଲେ ନାହି ଏବେ କାହିଁକି ଆସିଛନ୍ତି ପ୍ରତିଭା ଏମିତି ପ୍ରଶ୍ନ ଉଙ୍କି ମାରୁଛି ଏବେ ସମସ୍ତଙ୍କ ମତରେ ।
ବୋଧ ହୁଏ ଏତିକି ଧରି ନେବାକୁ ହେବ ଯେବେ ମନୁଷ୍ୟ ପାଖରେ ଥିବ ସେତେବେଳେ ଅହଂକାର ତା ସହ ବଞ୍ଚି ଥିଲା । ହେଲେ ମନୁଷ୍ୟ ଆଉ ଯେବେ ଆଜି ନାହି ତା ଅହଂକାର ବି ତାକୁ ଛାଡି ଚାଲି ଯାଇଛି । କିନ୍ତୁ ପିଣ୍ଟୁ ନନ୍ଦ ଙ୍କ ଆ-ତ୍ମା-ର ସଦଗତି ନିମନ୍ତେ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।