ଆଜିଠୁ 30 ତାରିଖ ପର୍ଯ୍ୟନ୍ତ ମେଷ ରୁ ମୀନ, 7ଟି ରାଶିରେ ଦୁଃଖ ଓ 5ଟି ରାଶିରେ ବଡ ଘଟଣା… ହେବ ଐତିହାସିକ ପରିବର୍ତ୍ତନ

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ୧୨ଟି ରାଶି ରହିଛି । ତେବେ ଆରମ୍ଭ ହୋଇ ସାରିଛି ଅକ୍ଟୋବର ମାସ । ଏହି ମାସରେ ୧୨ଟି ରାଶିଙ୍କର ଭାଗ୍ୟ କେମିତି ରହିବ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ମେଷ ରାଶି : ବ୍ୟବସାୟରେ ସଫଳତା ଲାଭ କରିବେ । କର୍ମ କ୍ଷେତ୍ରରେ ଉନ୍ନତି ହେବ । ସାମାଜିକ ମାନ ସମାନ ବଢିବ । କୌଣସି ବ୍ୟକ୍ତି ସାହାଜ୍ଯର ହାତ ବଢାଇବେ । ମହିଳା ସୁଖୀ ହେବେ । ବିଦ୍ୟାର୍ଥୀ ସଫଳ ରହିବେ ।

ବୃଷ ରାଶି : ଚାକିରି କ୍ଷେତ୍ରର ଅଧିନସ୍ଥ କର୍ମଚାରୀ ମାନେ ହଇରାଣ କରିବେ । ବ୍ୟବସାୟରେ ବନ୍ଧୁଙ୍କ ସହଯୋଗରେ ଲାଭବାନ ହେବେ । କୌଣସି ନୂଆ ଯୋଜନା ଅର୍ଥ ଅଭାବରୁ ଆରମ୍ଭ ହୋଇପାରିବ ନାହି ।

ମିଥୁନ ରାଶି : କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ ଓ କାର୍ଯ୍ୟ ବ୍ୟସ୍ତତା କାରଣରୁ ହଇରାଣ ହୋଇପାରନ୍ତି । ଶାରୀରିକ ଅସୁସ୍ଥତା ଦେଖାଯିବ । ମାନସିକ ଅସାନ୍ତି ବୃଦ୍ଧି ପାଇବ ।

କର୍କଟ ରାଶି : ନୂତନ ଦ୍ରବ୍ଯ କ୍ରୟ କରିବେ । ଧନ ଲାଭର ଯୋଗ ରହିଛି । ବନ୍ଧୁ ସହଯୋଗରେ ଉନ୍ନତି ହେବ । ମାନସିକ ଶାନ୍ତି ବୃଦ୍ଧି ପାଇବ । ମହିଳା ଧର୍ମ ପରଯାନ ହେବେ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ଲାଭ କରିବେ ।

ସିଂହ ରାଶି : ଆୟ ଓ ବ୍ୟୟ ସମାନ ରହିବ । ସମସ୍ଯା ଦେଖା ଯାଇପାରେ । କିନ୍ତୁ ତାହାର ସମାଧାନ ହେଲେ ଲାଭବାନ ହେବେ । କ୍ରୋଧ ସଂଯମ ରଖିଲେ ସୁଖୀ ହେବେ । ସ୍ଵାସ୍ଥ୍ୟରେ ପ୍ରଭାବ ଦେଖାଯିବ ।

କନ୍ୟା ରାଶି : ଭଲ ବ୍ୟବହାର କାରଣରୁ ବେପାରରେ ଅଧିକ ଲାଭ ପାଇବେ । ପାରିବାରିକ ଶାନ୍ତି ମିଳିବ । ଅତ୍ୟଧିକ ଧନ ଆଗମନର ସୂଚନା ରହିଛି । ମହିଳା ଆନନ୍ଦିତ ହେବେ । ବିଦ୍ୟାର୍ଥୀ ସଫଳ ହେବେ ।

ତୁଳା ରାଶି : ବ୍ୟବସାୟରେ ଉନ୍ନତି ହେବେ । ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ । ପାରିବାରିକ ଅଶାନ୍ତି ଦେଖାଯିବ । ବନ୍ଧୁ ସହଯୋଗ ପାଇବେ । ମହିଳା ମାନେ ବିଭିନ୍ନ ପ୍ରକାରର ଲାଭ ପାଇବେ ।

ବିଛା ରାଶି : କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟରେ ସାମାନ୍ଯ ଲାଭ ହୋଇପାରେ । ଶାରୀରିକ ଅସୁସ୍ଥା ଦୂର ହେବ । ମହିଳା ମାନେ ସୁଖୀ ହେବେ । ବିଦ୍ୟାର୍ଥୀ ସଫଳ ହେବେ ।

ଧନୁ ରାଶି : ବ୍ୟବସାୟରେ ବାଧା ଦେଖା ଯାଇପାରେ କିନ୍ତୁ ଧନ ଲାଭର ସମ୍ଭାବନା ରହିଛି । ଚାକିରିରେ ଉନ୍ନତି ହେବା ସହ ମାନ ସାମନାରେ ବୃଦ୍ଧି ହେବ । ବାଦ ବିବାଦ ଦୂର ହେବ ।

ମକର ରାଶି : ନୂତନ ଦ୍ରବ୍ଯ କ୍ରୟ କରିବେ । ମାଲି ମୋକଦ୍ଦମାରେ ସଫଳ ହେବେ । ବିଦେଶ ଭ୍ରମଣର ସୁଯୋଗ ମିଳିପାରେ । ମହିଳା କ୍ଷମତାଶୀଳ ହେବେ ।

କୁମ୍ଭ ରାଶି : ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଲାଭବାନ ହେବେ । ଆକସ୍ମିକ ଅର୍ଥ ଲାଭ ହେବ । ଅନେକ ସମସ୍ୟାର ସମାଧାନ ହେବ ।

ମୀନ ରାଶି : କର୍ମ କ୍ଷେତ୍ରରେ ପ୍ରଗତି ହେବେ । ଅନେକ ସମସ୍ଯା ହୋଇପାରେ । ଶାରୀରିକ ଅସୁସ୍ଥା ଦେଖା ଯାଇପାରେ । ଆର୍ଥିକ ସ୍ଥିତି ପାଇଁ ଚିନ୍ତାରେ ରହିବେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *