ଆଜି କାଲି ଇଣ୍ଟର ନେଟ ରେ ଉପସ୍ଥିତ ପର୍ନ କଣ୍ଟେନ୍ଟ କୁ ନେଇ ଲମ୍ବା ସମୟ ରୁ ହିଁ ତର୍କ ଚିଲିଛି ଏମିତି ରେ ବହୁତ ଥର ଏହାର କେଶ ସୁପ୍ରିମ କୋର୍ଟ କୁ ବି ଜାଇ ସାରିଛି । ଏମିତି ରେ ପର୍ନ ଉପରେ ପୂରା ପ୍ରତି ବନ୍ଧକ ଲଗାଇବା ପାଇଁ ଯୋର ଦିଆ ଜାଉ ଥିବା ବେଳେ ଆମ ଦେଶ ରେ ଯିଏ ଆସିବା ଠାରୁ ଇମ୍ଟର ନେଟ ରେ ପର୍ନ ଦେଖିବା ସଂଖ୍ଯା ବି ବଢି ସାରିଛି । ଏମିତି ରେ ଅଧିକ ଡାଟା ମିଳିବାରୁ ବହୁତ ଏମିତି ରହିଛନ୍ତି ଯେଉଁମାନେ କି ଏମିତି ୱେବ ସାଇଟ ରେ ବିତାଇବାରେ ଲାଗିଛନ୍ତି ।
ଏମିତିକା ପ୍ରଭାବ ପଡିବାରୁ ଏହି କିଛି ଦିନ ରେ ସୁପ୍ରିମ୍ କୋର୍ଟ ପର୍ନ ଗୁଡିକୁ ନେଇ କିଛି ଅଲଗା ହିଁ କାନୁନ୍ ବନାଇଛନ୍ତି । ଯେଉଁ ବିଷୟ ରେ ଆପଣଙ୍କୁ ବି ଜାଣିବା ନିଆହାତି ଆବଶ୍ୟକ ଅଟେ ।
ଯଦି ଆପଣ ପର୍ନ କୁ ନେଇ ଜାରି କରା ଯାଇଥିବା ନିୟମ କୁ ଜାଣି ନାହଁନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ତବେ ଆସନ୍ତୁ ଏହି ପର୍ନ କୁ ନେଇ ସୁପ୍ରିମ୍ କୋର୍ଟ କଣ କଣ ରାୟ ରଖିଛନ୍ତି । ପ୍ରଥମେ ରହିଛି ଯଦି କୈଣସି ଲୋକ ପୁର୍ନ ଗାର୍ଫି କୁ ବା ଚାଇଲ୍ଡ ପର୍ନ କୁ ସୋସିଆଲ ମିଡିଆ ରେ ଲୋକ ମାନଙ୍କ ସାମ୍ନା କୁ ଆଣେ ତେବେ ସାଇବର କ୍ରାଇମ୍ ତରଫ ରୁ ତାଙ୍କ ଉପରେ କାର୍ଯ୍ୟ ଧାରା ଉଠାଯିବ । ଏମିତି ରେ ଏବେ ସରକାର ଏହା ପାଇଁ ୱେବସାଇଟ ବି ଲଞ୍ଚ କରି ସାରିଛି ଯେଉଁ ଥିରେ କି ଏମିତି କରୁ ଥିବା ଲୋକ ମାନଙ୍କ ଉପରେ ଆପଣ ମାନେ ଅଭିଯୋଗ କରି ପାରିବେ । ଏମିତି ହାଇ କୋର୍ଟ ର ନିୟମ ପରେ ଭାରତ ରେ ପ୍ରାୟ 8 ରୁ ଅଧିକ ମାତ୍ରା ରେ ୱେବ ସାଇଟ କୁ ବନ୍ଦ କରି ଦିଆଯାଇଛି ।
ଏମିତି ରେ ଏହି ପର୍ନ ୱୋବ ସାଇଟ କୁ ବନ୍ଦ କରିବା ପଛରେ ରହିଛି ସମାଜ ରେ ପଳୁ ଥିବା ଅସଭ୍ଯତା କୁ ବନ୍ଦ କରିବା ବୋଲି ସେମାନେ କହିଛନ୍ତି । ଏମିତି ରେ ବର୍ତ୍ତମାନ ସମୟ ରେ ବହୁତ ଯୋର ରେ ମହିଳା ମାନଙ୍କ ଉପରେ ଆଙ୍ଗୁଳି ଉଠା ହେଉଛି । ଏମିତି ଭାରତ ରେ ପର୍ନ ୱେବସାଇଟ କି ଭିଡିଟ କରୁ ଥିବା ଲୋକ ମାନଙ୍କ ମଧ୍ଯ ରୁ 70 ପ୍ରତିଶତ ଲୋକ କେବଳ ମହିଳା ରହିଛନ୍ତି । ବୋଲି ଜଣା ପଡିଛି । ଏମିତି ରେ ଆଗ ସମୟ ରେ ଏହି ନେଇ ପୂରା କଡା କଡି ନିୟମ ନିଆ ଯିବ ବୋଲି ଜଣା ପଡିଛି ।