ଅକ୍ସିଜେନ କମିଲେ କରିବେ କଣ ? କେମିତି ବଢାଇବେ ଅକ୍ସିଜେନ ?

ବନ୍ଧୁଗଣ ମହାମାରୀ କରୋନା ର ସଙ୍କଟ ଲଗାତାର ଭାବରେ ବଢ଼ି ଚାଲିଛି । ଏହି ସମୟରେ ଶରୀରରେ ଅକ୍ସିଜେନ ର ଅଭାବ ସମ୍ବନ୍ଧରେ ଚର୍ଚ୍ଚା ହେଉଅଛି । ବନ୍ଧୁଗଣ ଅକ୍ସିଜେନ କେତେ ମାତ୍ରାରେ ଉପଲବ୍ଧ ତଥା ଶରୀରରେ ଅକ୍ସିଜେନ କେତେ ମାତ୍ରା ରେ ଆବଶ୍ୟକ ଏହାକୁ ନେଇ ବହୁତ ରିପୋର୍ଟ ଆସୁଅଛି । ଏହିଭଳି ସ୍ଥିତିରେ ଶରୀରରେ ଅକ୍ସିଜେନ ର ମାତ୍ରା କୁ କିଭଳି ମାପିବେ ତଥା ଏହାର ର ମାତ୍ର ଶରୀରରେ କେତେ ପରିମାଣରେ ରହିବା ଉଚିତ ଆଜି ଆମ୍ଭେ ଜଣାଇବାକୁ ଯାଉଅଛି ।

ବନ୍ଧୁଗଣ ଅକ୍ସିଜେନ ଲେବଲ ସହିତ ଜଡିତ ସୂଚନା ସମ୍ବନ୍ଧରେ ଆସନ୍ତୁ ଏବେ ଜାଣିବା । ବନ୍ଧୁଗଣ ଆପଣଙ୍କ ଶରୀରରେ ଥିବା ର-କ୍ତ କଣିକାରେ ଅକ୍ସିଜେନ୍ ର ମାତ୍ରା ଯଦି ୯୬ ପ୍ରତିଶତ ଅଛି ତେବେ ଆପଣଙ୍କ ଶରୀରର ର-କ୍ତ କଣିକା ରେ ମାତ୍ରା ୪ ପ୍ରତିଶତ ଅମ୍ଳଜାନ ର ଅଭାବ ରହିଅଛି । ବନ୍ଧୁଗଣ ଆପଣ ଶରୀରରେ ଥିବା ଅମ୍ଳଜାନ ର ପରିମାଣ ଅକ୍ସିମିଟର ସଠିକ୍ ଭାବେ ନିର୍ଣ୍ଣୟ କରି ଜଣାଇ ଥାଏ ।

ଅକ୍ସିମିଟର ସାହାଯ୍ୟରେ ଆମ୍ଭେ ଏହାର ଡିସପ୍ଲେ ମାଧ୍ୟମରେ ଅକ୍ସିଜେନ ର ମାତ୍ରା କୁ ଜାନିଥାଉ । ବନ୍ଧୁଗଣ ର-କ୍ତରେ ଅକ୍ସିଜେନ ର ସାଚୁରେଶନ ୯୪ ରୁ ୧୦୦ ପ୍ରତିଶତ ମଧ୍ୟରେ ରହେ । ଏହି ପରିମାଣ ରୁ ଯଦି ଲେବଲ୍ କମ୍ ରୁହେ ତେବେ ଆପଣଙ୍କ ଫୁସ୍ ଫୁସ୍ ରେ କୌଣସି ପ୍ରକାର ଅସୁବିଧା ରହିଅଛି ବୋଲି ତାହା ସଂକେତ ଦେଇଥାଏ ।

ଯଦି ଲେବଲ ୯୨ ଅଥବା ୯୦ ତଳକୁ ଖସି ଆସି ତେବେ ଚିନ୍ତା କରିବା ଆବଶ୍ୟକ । ଆପଣ ମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ବନ୍ଧୁଗଣ କେମିତି ମାପିବେ ଅକ୍ସିଜେନ ର ପରିମାଣ ? ଏହା ଏକ କ୍ଲିପ୍ ଭଳି ଯେଉଁଠାରେ ଆଙ୍ଗୁଠି ଦେବାକୁ ହୋଇଥାଏ । ଏହାକୁ ଅନ କରିବା ପରେ ଏକ ଲାଇଟ୍ ଅନ ହେବ । ଏହା ଚର୍ମ ଉପରେ ଲାଇଟ୍ ଛାଡେ, ତଥା ଆପଣଙ୍କ ବ୍ଲଡ଼ଶେଲ ର ରଙ୍ଗ ତଥା ତାହାର ମୁଭମେଣ୍ଟ କୁ ଡିଟେକ୍ଟ କରେ । ଏହାଦ୍ବାରା ଆପଣଙ୍କ ଅକ୍ସିଜେନ ଲେବଲ ଜାଣି ହେବ ।

ବିନା ସିଲିଣ୍ଡର୍ ରେ ଏହାକୁ ଆୟତ କରାଯାଇ ପାରିବ । ବନ୍ଧୁଗଣ ଏମସ ର ନିର୍ଦ୍ଦେଶକ ଡାକ୍ତର ରନ୍ଦୀପ ଗୁଲେରୀୟା ଙ୍କ କହିବା ଅନୁସାରେ, ସ୍ୱାସ୍ଥ୍ୟବାନ ବ୍ୟକ୍ତି ମାନଙ୍କ ମଧ୍ୟରେ ଯାହାଙ୍କ ଅକ୍ସିଜେନ୍ ସାଚୁରେସନ୍ ପରିମାଣ ୯୩ ରୁ ୯୪ ରହିଅଛି ତାଙ୍କ ସାଚୁରେଶନ ୯୮ ରୁ ୯୯ ନେବା ପାଇଁ ଉଚ୍ଚ ପ୍ରଭାବ ଅକ୍ସିଜେନ୍ ନେବାର ଆବଶ୍ୟକ ନାହିଁ । ଆପଣ ମାନେ ବ୍ୟାୟାମ କରି ମଧ୍ୟ ଏହାକୁ ଆୟତରେ ରଖି ପାରିବେ ।

ଡାକ୍ତରଙ୍କ କହିବା ଅନୁସାରେ ପ୍ରୋନିଂ ସାହାଯ୍ୟରେ ଆପଣ ଅକ୍ସିଜେନ୍ ର ପରିମାଣ କୁ ନିୟନ୍ତ୍ରଣ ରଖି ପାରିବେ। ଏହି ପ୍ରକ୍ରିୟାରେ ଘରେ ରହି ଆପଣ ଅକ୍ସିଜେନ୍ ର ପରିମାଣକୁ ବଢାଇ ପାରିବେ । ପ୍ରିନିଂ ପାଇଁ ରୋଗୀଙ୍କୁ ପେଟ ମାଡ଼ି ଶୟନ ଅବସ୍ଥାରେ ରହିବା ଆବଶ୍ୟକ । ଏହା ବ୍ୟତୀତ ସବୁଜ ପନିପରିବା ତଥା ଫଳ ର ସେବନ କରନ୍ତୁ ଯାହା ଦ୍ଵାରା ପ୍ରଚୁର ଭିଟାମିନ ମିଳିବା ସାଙ୍ଗେ ସଙ୍ଗେ ଶରୀର ର ରୋଗପ୍ରତିରୋଧକ କ୍ଷମତା ମଧ୍ୟ ବଢିବ । ବନ୍ଧୁଗଣ ଏହି ପ୍ରସଙ୍ଗ କୁ ନେଇ ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *