ଆଲବମ ଅଭିନେତ୍ରୀ Ruchismita ଙ୍କ ମା’ କହିଲେ ଆ-ତ୍ମ-ହ-ତ୍ୟା-ର ପ୍ରକୃତ କାରଣ ! ଯାହା କହୁଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହେବେ ! ଦେଖନ୍ତୁ video

ନମସ୍କାର ବନ୍ଧୁଗଣ । ବଲାଙ୍ଗୀର ରେ ଯୁବ ଆଲବମ ଅଭିନେତ୍ରୀ ଙ୍କ ସନ୍ଦେହ ଜନକ ମୃ-ତ୍ୟୁ ହୋଇଛି । ଗତ କାଲି ରାତି ରେ ବଲାଙ୍ଗୀର ସୁଦାପଡା ର ଏକ ଘରୁ ଯୁବତୀ ଙ୍କ ମୃ-ତ ଦେ-ହ ଉଧାର ହୋଇଛି । ମୃ-ତ-କ ଯୁବତୀ ଜନକ ଆଲବମ ଅଭିନେତ୍ରୀ ଯାହାଙ୍କର ନାମ ହେଉଛି ରୁଚିସ୍ମିତା ଗୁରୁ । ସେ କିଛି ଆଲବମରେ ଅଭିନୟ କରିବା ସହ ଭକ୍ତି ସଙ୍ଗୀତ କଣ୍ଠ ଶିଳ୍ପୀ ଭାବେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ ।

ସେ ବିଭିନ୍ନ ସ୍ଟେଜ ସୋ ମଧ୍ୟ କରିଥିଲେ । ଯୁବତୀଙ୍କ ନିଜ ଘର ସହର ର ତାଳପାରିପଡା ଓ ତାଙ୍କ ମାମୁଁ ଘର ସୁଦୁପଡା ବୋଲି ସୂଚନା ମିଳିଛି । ତେବେ ସୁଦୁପଡା ସ୍ଥିତ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃ-ତ ଦେ-ହ ଉଧାର ହେବା ପରେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ପୋଇସ ମୃ -ତ ଦେ-ହ ଉଧାର କରି ଭୀମଭୋଇ ମେଡିକାଲ କୁ ପଠାଇଛି । ତେବେ ଯୁବତୀଙ୍କ ର ମୃ-ତ୍ୟୁ କାରଣ ଏ ଯାଏଁ ଜଣା ପଡି ନାହି ।

ଏହା ଆ-ତ୍ମ-ହ-ତ୍ୟା ବା ଆଉ କିଛି ସେ ନେଇ ବଲାଙ୍ଗୀର ଟାଉନ ଥାନା ପୋଲିସ ଛାନଭିନ୍ନ ଆରମ୍ଭ କରିଛି । ତେବେ ମୃ-ତ ଯୁବତୀଙ୍କ ମା କହିଛନ୍ତି ଯେ ଆଳୁ ପରଟା ତିଆରି କରିବା ନେଇ ସେମାନଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ସେହି ଘଟଣାରୁ ସେ ଆ-ତ୍ମ-ହ-ତ୍ୟା କରି ପାରନ୍ତି । ଏହା ପୂର୍ବରୁ ମଧ୍ୟ ସେ ଆ-ତ୍ମ-ହ -ତ୍ୟା ଉଦ୍ୟମ କରିଥିଲେ ବୋଲି ଯୁବତୀଙ୍କ ମା କହିଛନ୍ତି ।

ନିଜର ସୁମଧୁର କଣ୍ଠ ରେ ଦର୍ଶକ ମାନଙ୍କୁ ବାନ୍ଧି ରଖୁଥିବା ରୁଚିସ୍ମିତା ଆଜି ଶେ-ଷ ନି-ଦ୍ରା ରେ ଶୋଇ ପଡିଛନ୍ତି ଯାହାକୁ ନେଇ ଏବେ ଚାରି ଆଡେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ଜଣାଶୁଣା କଣ୍ଠ ଶିଳ୍ପୀ ହେବା ସହ ଆଲବମ ଅଭିନେତ୍ରୀ ଥିଲେ । ତାଙ୍କର ମୃ-ତ୍ୟୁ ଘଟଣାକୁ ନେଇ ଏବେ ବଲାଙ୍ଗୀର ଜିଲ୍ଲା ସ୍ତବ୍ଧ ହୋଇ ଯାଇଛି ।

କିଛି ମାସ ଆଗରୁ ତାଙ୍କ ରଙ୍ଗବତୀ ଗୀତ ରିଲିଜ ହୋଇଥିଲା ଯାହା ଖୁବ ପ୍ରସିଦ୍ଧି ଲାଭ କରିଥିଲା । କିନ୍ତୁ ଏବେ ତାଙ୍କର ମୃ-ତ୍ୟୁ କୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କ ମୃ-ତ୍ୟୁ ଆଳୁ ପରଟା ବନାଇବା ପାଇଁ ହୋଇଛି ଏ କଥାକୁ କେହି ବି ସହଜରେ ଗ୍ରହଣ କରିପାରୁ ନାହି । ବର୍ତ୍ତମାନ ପୋଲିସ ତଦନ୍ତ କରୁଛି ।

ସୋସିଆଲ ମିଡିଆରେ ରୁଚିସ୍ମିତା ଯେଉଁ ଋଲ୍ସ ଭିଡିଓ ପୋଷ୍ଟ କରିଥିଲେ ସେଥିରୁ ସେ ଡିପ୍ରେସନ ରେ ଥିଲେ ବୋଲି ଜଣା ପଡୁଛି । ତେବେ ତାଙ୍କର ମୃ-ତ୍ୟୁ ପାଇଁ କାରଣ କଣ ଓ କିଏ ଦାୟୀ ତାହା ତଦନ୍ତ ପରେ ଜଣା ପଡିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *