ବ୍ଲଡ୍ ପ୍ରେସର୍ ଓ ଡାଇବେଟିଜ୍ ଭଳି ରୋଗକୁ ମାତ୍ର ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ ଭଲ କରିଥାଏ ଆଳୁ – କେବଳ ଖାଇବାର ସଠିକ୍ ତରିକା ଜାଣିବା ଦରକାର

ଆଜିକାଲି ଘରେ ଘରେ ବ୍ଲଡ୍ ପ୍ରେସର୍ ଓ ଡାଇବେଟିଜ୍ ଭଳି ରୋଗ ଦେଖିବାକୁ ମିଳୁଛି ବହୁତ ଲୋକ ଭାବୁଛନ୍ତି ଆଳୁ ଖାଇଲେ ଡାଇବେଟିଜ୍ ବଢିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କେମିତ ସେହି ଆଳୁ ଖାଇ ଆପଣ ନିଜର ବ୍ଲଡ୍ ପ୍ରେସର୍ ଓ ଡାଇବେଟିଜ୍ ଭଳି ରୋଗ ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହା କେମିତି ସମ୍ଭବ । ଭାରତରେ ମିଳୁଥିବା ପରିବା ମଧ୍ୟରୁ ଆଳୁ ବହୁତ ମାତ୍ରାରେ ମିଳିଥାଏ । ଆଳୁରେ ଯେ କୌଣସି ପରିବା ମିଶାଇକରି ସହଜରେ ବନା ହୋଇଥାଏ ।

Image Courtesy: Google

ଆଳୁରେ କାଲସିୟମ୍, ଆଇରନ୍, ଭିଟାମିନ୍ ବି ତଥା ସସ୍ଫୋରସ ବହୁତ ମାତ୍ରାରେ ହୋଇଥାଏ । ଆଳୁ ଖାଇଲେ ରକ୍ତ ପ୍ରବାହିତ ହୋଇଥାଏ । ଆଳୁରେ ଭିଟାମିନ୍ ବହୁତ ହୋଇଥାଏ । ଆଳୁର ସହିତ ଗରମ ଅଙ୍ଗାର ସହ ପୋଡି ଖାଇଲେ ଏହା ଅଧିକ ଗୁଣକାରୀ ହୋଇଥାଏ । ଏହାର ଚୋପା ସହିତ ପାଣିରେ ମିଶାନ୍ତୁ ଓ ସିଝାନ୍ତୁ ଓ ଏହାକୁ ସିଝାଇ ଖାଆନ୍ତୁ ।

Image Courtesy: Google

ଏହାକୁ ଦୁଇ ତିନି ଦିନ ସିଝାଇକରି ଚୋପା ସହିତ କିଛି ଦହି ମିଶାଇ ଖାଆନ୍ତୁ । ଏହା ଏକ ସଂପୂର୍ଣ୍ଣ ଆହାର ପରି କାମ କରିଥାଏ । ଆଳୁରୁ ମୋଟାପା ବଢିଥାଏ, ଆଳୁକୁ ନେଇକରି ରାଗ ମସଲା, ଘିଅ ଆଦି ଖାଇଥାନ୍ତୁ । ତାହାର ଚିକଣା ଅଂଶ ଯୋଗୁଁ ମୋଟାପା ବଢିଥାଏ । ଆଳୁକୁ ସିଝାଇକରି କିମ୍ବା ଗରମ ବାଲିରେ ରଖିକରି ଖାଇଲେ ଲାଭଦାୟକ ହୋଇଥାଏ ।  ଆଳୁର ଚୋପାକୁ ଅଧିକାଂଶ ଲୋକେ ଫିଙ୍ଗିଦିଅନ୍ତି । ଯେବେ ଚୋପା ଖାଇଲେ ଅଧିକ ଶକ୍ତି ମିଳିଥାଏ । ଯେଉଁ ପାଣିରେ ଆଳୁକୁ ସିଝାଇଥିବେ ସେ ପାଣିକୁ ପକାନ୍ତୁ ନାହିଁ ବରଂ ସେହି ପାଣିରେ ଆଳୁର ରସ ବନାଇ ଦିଅନ୍ତୁ ।

Image Courtesy: Google

ଡାଇବେଟିଜକୁ ଆଳୁ ୪୮ ଘଣ୍ଟା ମଧ୍ୟରେ ଶେଷ କରିଦିଏ । ଏହା ପାଇଁ କଞ୍ଚା ଆଳୁକୁ ପାଣିରେ ମିଶାଇ ତାହାକୁ ବତୁରାଇ ରଖିବାକୁ ହେବ ଓ ସକାଳୁ ଖାଲି ପେଟରେ ଖାଇବାର ଅଛି । ଏହି ପ୍ରକିୟା ଏବେ ବହୁତ ଲୋକ ଠିକ୍ ହୋଇଛନ୍ତି । ଚାରିଟି ଆଳୁକୁ ସେକି ଦିଅନ୍ତୁ ଓ ତାହାର ଚୋପା ବାହାର କରି ଲୁଣ ଲଙ୍କା ମିଶାଇକରି ସବୁ ଦିନ ଖାଆନ୍ତୁ । ଏଥିରୁ ଗଣ୍ଠି ଠିକ୍ ହୋଇଯାଏ । ପଥରି ହେଲେ ଆଳୁ ଖାଇଲେ ବହୁତ ଫାଇଦା ମିଳିଥାଏ । ଉଚ୍ଚ ରକ୍ତଚାପ ରୋଗୀ ବି ଆଳୁ ଖାଆନ୍ତୁ ।

Image Courtesy: Google

ଆଳୁର ରସ କ୍ଷୀର ପିଉଥିବା ବଡ ପିଲାଙ୍କୁ ପିଆଇଲେ ମୋଟା ତାଜା ହୋଇଯାଆନ୍ତି । ଆଳୁର ରସରେ ମହୁ ମିଶାଇ ପିଇପାରିବେ । ଆଳୁ କୁକୁଡାର ଚିଆଁଙ୍କ ପାଇଁ ପ୍ରୋଟିନ୍ ହୋଇଥାଏ । ସୁଖିଲା ଆଲୂରେ ୮ । ୫ ପ୍ରତିଶତ ପ୍ରୋଟିନ୍ ହୋଇଥାଏ । ଆଳୁର ପ୍ରୋଟିନ୍ ବୁଢା ଲୋକଙ୍କୁ ଶକ୍ତି ପ୍ରଦାନ କରିଥାନ୍ତି ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *