ଆମ ପୁଅର ଦେହ ତାତିରେ ଖଇ ଫୁଟୁଛି, ସେ ବାପା ବାପା ଡାକୁଛି, ଥରେ ତୋ ପୁଅର ଡାକ ଶୁଣେ Dinesh…

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ କେ ଦୀପିକା ଓ ଦିନେଶଙ୍କ ପୁଅ କୁ ବହୁତ ଜୋର ରେ ଜ୍ଵର ହୋଇଛି । ଜ୍ଵର ଏବେ ମୁଣ୍ଡ କୁ ଉଠି ଯାଇଛି ବୋଲି ଦୀପିକା କାନ୍ଦି କାନ୍ଦି କହିଛନ୍ତି । କିନ୍ତୁ ସବୁଠାରୁ ଦୁଖର ବିଷୟ ହେଉଛି କି ପୁଅ ଏଭଳି କଣ୍ଡିସନ ଦେଖି କି ମଧ୍ୟ ଦିନେଶ ଏ ଯାଏଁ ପୁଅ ପାଖକୁ ଆସିଲେ ନାହି । ସତରେ କେତେ ନିର୍ଦ୍ଦୟ ଆଉ ନିଷ୍ଠୁର ଦିନେଶ । ଆଜି ତାଙ୍କ ପୁଅ ନ୍ୟାୟ ପାଇଁ ଆସି ନିଜ ମା ପାଖରେ ବର୍ଷା ରେ ଭିଜୁଛି କିନ୍ତୁ ବାପ ଦିନେଶ ମସ୍ତି କରୁଛି ବାହାରେ ରହି । ସତରେ ଦିନେଶ ତୁମେ ମାହାନ ମୋ ପୁଅ ଆଜି ଜ୍ବରରେ କମ୍ପୁଛି କିନ୍ତୁ ତୁମର ମନ ବଦଳୁ ନାହି ।

ଆଜି ଦିନେଶଙ୍କ ପୁଅ ଦୁଆର ବାହାରେ ଚାତକ ଭଳି ଅପେକ୍ଷା କରି ରହିଛି କେବେ ମୋ ବାପା ଆସିବେ ଆଉ ମୋତେ ଗ୍ରହଣ କରିବେ । ଦିନେଶ ଙ୍କୁ କଣ ଟିକେ ବି ଦୟା ଆସୁ ନାହି ଏହି ନିରୀହ ପିଲାର ଏଭଳି ଦୟନୀୟ ଅବସ୍ଥା ଦେଖି । ଭୁଲ ଉଭୟ ଦୁଇ ଜଣଙ୍କର ଯାହା ପାଇଁ ଆଜି ନିରୀହ ଶିଶୁଟି ଦନ୍ତ ଭୋଗୁଛି ବୋଲି ଦୀପିକା କହିଛନ୍ତି ।

ଦୀପିକା କହିଛନ୍ତି ଦିନେଶ ଯାହା ହୋଇଛି ସବୁ ଭୁଲି ଫେରି ଆସ ନିଜ ପୁଅ ପାଖକୁ କାହିଁକି ଆମ ପୁଅ ନିଦରେ ବାଉଳି ହେଉଛି ଖାଲି ବାପା ବାପା । ଦିନେଶ ଟିକେ ବୁଝ ଆଉ ପୁଅ ପାଖକୁ ଫେରି ଆସ । ଦିନେଶଙ୍କ ଘର ଆଗରେ ଆଜିକୁ ୨୦ ଦିନ ହେଲେ ବସିଥିଲେ ବି ଦୀପିକାଙ୍କୁ ନ୍ୟାୟ ମିଳିଲା ନାହି । ଏବେ ତାଙ୍କ ପୁଅ ମଧ୍ୟ ତାଙ୍କ ପାଖରେ ଏ ଖରା ବର୍ଷରେ ରହିବାକୁ ଆସିଯାଇଛନ୍ତି ।

କାରଣ ଦୀପିକାଙ୍କ ପୁଅକୁ ବହୁତ ଜୋରରେ ଜ୍ଵର ହୋଇଛି ଆଉ ଛୋଟ ପିଲାଟି ମା କୁ ଖୋଜୁଛି । ଦୀପିକାଙ୍କୁ ସାହି ଲୋକେ ଚରିତ୍ରାହିନା କହିବା ସହ ବୁଲି ବୁଲି ଅନାଉଛନ୍ତି । ଦୀପିକାଙ୍କୁ ଏ ସବୁ ଭଲ ଲାଗୁ ନାହି ଏମିତିକି ଦୀପିକା ଅକହିଛନ୍ତି ଦିନେଶ ମୁଁ ତୁମକୁ ଭଲ ପାଇଥିଲି ତୁମ ଛଡା ଆଉ କାହାକୁ ଭଲ ପାଇ ନାହି ।

ସମାଜ ଆଗରେ ଆଜି ବଦନାମ ହୋଇସାରିଛନ୍ତି ଦୀପିକା । ଦିନେଶ ଚାହିଁଲେ ସବୁ କିଛି ଠିକ ହୋଇଯିବ ଆଉ ଦୁନିଆ ସବୁ ଭୁଲି ଜୀବ ଆଉ ଦୁହେଁ ମା ପୁଅ ଇଜ୍ଜତର ସହ ସମଯରେ ବଞ୍ଚିବେ । ଏବେ ଦୀପିକାଙ୍କ ସହ ତାଙ୍କ ପୁଅ ଦୁଆର ଆଗରେ ଅପେକ୍ଷା କରି ରହିଛନ୍ତି । ଏବେ ଦୀପିକାଙ୍କ ସାଥ ଦେବା ପାଇଁ ପାଖରେ ଆସି ପହଞ୍ଚିଛନ୍ତି ତାଙ୍କ ପୁଅ ।

ଖରା ବର୍ଷରେ ମା ପୁଅ ପଡି ରହିଛନ୍ତି କିନ୍ତୁ ଦିନେଶଙ୍କ ହୃଦୟ ତରଳୁ ନାହି । ଅନ୍ୟ ପକ୍ଷରେ ଘର ଭିତରେ ଲୁଚି ରହି ମିଡିଆ ଆଗରେ ପ୍ରତିକ୍ରିୟା ଦେଉଛନ୍ତି ଦିନେଶ କିନ୍ତୁ ଦୀପିକାଙ୍କ ଆଗକୁ ଆସୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଦିନେଶ ଏଭଳି ନିଷ୍ଠୁର ହେବା କେତେ ଦୂର ଠିକ ସେହି ବିଷୟରେ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *