Amazon ସ୍କାମରେ ଜଣେ ଯୁବକ ହରାଇଲେ ଏତେ ଟଙ୍କା…. ତେବେ କେମିତି ବଞ୍ଚିବେ ଏହି ଆମାଜନ ସ୍କାମରୁ, ଦେଖନ୍ତୁ Special Report

ନମସ୍କାର ବନ୍ଧୁଗଣ । ଆଜିକାଲି ଅନ ଲାଇନରେ ଅନେକ ଜିନିଷ ଆମେ ଘରେ ବସି ପାଇ ପାରୁଛୁ । ଆମର ଯେତିକି ଆବଶ୍ଯକୀୟ ଜିନିଷ ଗୁଡିକ ଘରେ ବସି ଅନ ଅଲାଇନରେ ପେମେଣ୍ଟ କରି ପାଇ ପାରୁଛୁ । କିନ୍ତୁ କିଛି ସମୟରେ ଏମିତି କିଛି ଘଟଣା ଘଟିଥାଏ ଯାହା ପାଇଁ ଲୋକ ମାନେ ନିଜର ଟଙ୍କା ହରାଇଥାନ୍ତି । ଠିକ ସେହିଭଳି ଏମିତି ଏକ ଘଟଣା ସାମନାକୁ ଆସିଛି । ଜଣେ ଯୁବକ ତାଙ୍କର ଟଙ୍କା ଆମାଜନ କମ୍ପାନୀରେ ଋଫଣ୍ଡ କରିବାକୁ ଚାହୁଁଥିଲେ କିନ୍ତୁ ହେଇପାରୁ ନ ଥିଲା ।

କାରଣ ସେହି ଘଟଣା ପୋଲିସ କେସ ହୋଇ ଯାଇଥିଲା ବୋଲି ଆମାଜନ କର୍ମଚାରୀ ମାନେ ଯୁବକଙ୍କୁ କହିଥିଲେ । ଆମାଜନ କମ୍ପାନୀର କହିବା ଅନୁସାରେ ଯଦି ପୋଲିସ କ୍ଳିନ ଚିଟ ଦେଇ ଦିଅନ୍ତି ତେବେ ଯୁବକ ଜଣକ ତାଙ୍କର ସବୁ ଟଙ୍କା ଫେରି ପାଇବେ । ଏହା ପରେ ଯୁବକ ବ୍ୟସ୍ତ ବିବ୍ରତ ନ ହୋଇ ଥାନାକୁ ଗଲେ ।

ପୋଲିସଙ୍କ କହିବା ଅନୁସାର ଅଫିସିୟାଲି ଭାବେ ସେମାନେ ଆମାଜନ କମ୍ପାନୀକୁ ମ୍ଯାସେଜ କରି ସାରିଛନ୍ତି । କିନ୍ତୁ ଯୁବକଙ୍କ କହିବା ଅନୁସାରେ ଆମାଜନ କମ୍ପାନୀ କୌଣସି ନୋଟିସ ବା ମ୍ଯାସେଜ ପାଇ ନାହି ବୋଲି କହିଲେ ।

ଏହା ପରେ ଯୁବକ ଯେତେବେଳେ ଡକୁମେଣ୍ଟ ଦେଖିବାକୁ ପୋଲିସକୁ ମାଗିଲେ ସେହି ସମୟରେ ଥାନା ଅଧିକାରୀ ତାଙ୍କୁ ଅଫିସିଆଲି ଡକୁମେଣ୍ଟ ଏମିତି କାହାକୁ ଦେଖା ହୁଏ ନାହି ବୋଲି କହିଲେ । ପୋଲିସ କହିଲେ ଆମେ ଯଦି ଆମର ଅଫିସିଆଲି ଡକୁମେଣ୍ଟ ସମସ୍ତଙ୍କୁ ଦେଖାଇବା ତେବେ ଅଲଗା କେମିତି ହେବ ଆପଣ ଯାଆନ୍ତୁ ଆମାଜନ କମ୍ପାନୀରେ ଯଦି କିଛି ହୋଇ ପାରିବ ।

ମନୋଜ ନାମକ ଯୁବକଙ୍କର ଆମାଜନରେ କ୍ରେଡିଟ କାର୍ଡରେ ଫ୍ରଡ ହେବାର ଅ-ଭି-ଯୋ-ଗ ହୋଇଛି ଯାହା ପାଇଁ ସେ ତାଙ୍କର ଟଙ୍କା ହ-ରା-ଇ ବସିଛନ୍ତି । ଆମାଜନ କମ୍ପାନୀର କର୍ମଚାରୀଙ୍କ କହିବା ଅନୁସାରେ ଥାନାରୁ କୌଣସି କ୍ଲିୟରାନ୍ସ ଆସି ନାହି ତେବେ କେମିତି ଆମେ ଆପଣଙ୍କୁ ଟଙ୍କା ଫେରାଇ ଦେବୁ । ତେବେ ଏହି ଘଟଣା ରେ ଆମାଜନ ମନୋଜଙ୍କ ସବୁ ଟଙ୍କା ଫେରସ୍ତ କରିବା ଉଚିତ ।

କାରଣ ମନୋଜ ଯେଉଁ ସବୁ ଅର୍ଡର କରିଥିଲେ ତାହା ସେ ସାଙ୍ଗେ ସାଙ୍ଗେ କ୍ୟାନ୍ସଲ କରି ଦେଇଥିଲେ । ଏହି ଦ୍ରୁଷ୍ଟିରୁ ଆମାଜନ ସବୁ ଟଙ୍କା ଫେରସ୍ତ କରି ଦେବା ଉଚିତ । ସୁପ୍ରିମ କୋର୍ଟର ଅର୍ଡର ଅନୁସାରେ ଯଦି କୌଣସି ବ୍ୟକ୍ତି ଏଭଳି ଅ-ଭି-ଯୋ-ଗ କରିଛନ୍ତି ସେହି କ୍ଷେତ୍ର ରେ ଆମାଜନ ତାଙ୍କର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଫେରସ୍ତ କରୁ ନାହି ତେବେ ସେହି ବ୍ୟକ୍ତି ପିଟିସନ କରି କୋର୍ଟ ଜରିଆରେ ନିଜର ଟଙ୍କା ଫେରସ୍ତ ପାଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *