ମୁକେଶ ଅମ୍ବାନୀଙ୍କ ଘରର ଅଳିଆକୁ କରାହୁଏ ଏହି କାମ , ଜାଣିକି ଆପଣଙ୍କ ଉଡିଯିବ ହୋସ୍ – ଏବେ ହିଁ ଜାଣି ରଖନ୍ତୁ

ଆମେ ସମସ୍ତେ ଜାଣିଛେ କି ମୁକେଶ ଅମ୍ବାନୀ ଦେଶର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି । ତାଙ୍କ ପରିବାର ଏକ ବିଳାସ ବ୍ୟାସନ ଜୀବନ ବିତାଉଛନ୍ତି । ଦେଶର ସବୁ ଉଦ୍ୟୋଗପତିଙ୍କ ଲିଷ୍ଟରେ ନାଁ ଆସେ ମୁକେଶ ଅମ୍ବାନୀଙ୍କର । ମୁକେଶ ଅମ୍ବାନୀଙ୍କ ଘର ଭାରତରେ ସବୁଠାରୁ ମହଙ୍ଗା ଓ ବିଶ୍ୱର ଦ୍ୱିତୀୟ ନଂ ରେ ଅଛି । ମୁମ୍ବାଇରେ ଅଛି ଯାହାର ନାଁ “ଏଣ୍ତିଲିଆ” ଅଟେ । ୨୭ ମହଲା ଏହି ଘରର ମୂଲ୍ୟ ପାଖାପାଖି ୧୧ ହଜାର କୋଟି ଅଟେ । ଓ ସେଥିରେ ଗୋଟିଏ ରୁ ଗୋଟିଏ ହାଇଟେକ୍ ସୁବିଧା ମାନ ଅଛି ।

ରିଲାୟନ୍ସ ଜିଓ ର ମାଲିକ ମୁକେଶ ଅମ୍ବାନୀ ଧନ ସମ୍ପତ୍ତି ବିଷୟରେ କନ କହିବୁ , ତାଙ୍କ ଘର କୌଣସି ରାଜ ମହଲ ଠୁ ବି କମ୍ ନୁହେଁ । ଓ ଏହି ଘର ପାଇଁ ୧୭ ହଜାର କୋଟି ଖର୍ଚ୍ଚ କରିଛନ୍ତି । ତାଙ୍କ ଘର ଅଳିଆକୁ ବାହାର କରିବା କିଛି ଏହି ପରି ହୋଇଛି , ଆଜି ଆମେ ସେହି ବିଷୟରେ କିଛି କହିବୁ । ଆମେ କହିବାକୁ ଚାହୁଁଛୁ କି ମୁକେଶ ଅମ୍ବାନୀଙ୍କର ଘରର ଅଳିଆକୁ ବାହାରେ ପକାନ୍ତି ନାହିଁ । କିନ୍ତୁ ଏହା ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ।

ତେବେ ଆପଣ ଭାବୁଥିବେ କି ତାଙ୍କ ଘରର ଅଳିଆକୁ ଏପରି କଣ କାର୍ଯ୍ୟରେ ଉପଯୋଗ କରାଯାଉଛି କି ତାକୁ ନିସ୍କାସନ କରାଯାଏ ନାହିଁ । ମୁକେଶ ଅମ୍ବାନୀଙ୍କ ଘରେ ଗୋଟେ ଖାସ୍ ସିଷ୍ଟମ୍ ଅଛି  ଯାହାର ସାହାର୍ଯ୍ୟରେ ଅଳିଆରୁ ବିଦ୍ୟୁତ୍ ତିଆରି ହୁଏ । ଆପଣଙ୍କୁ ଜାଣିକି ଆଶ୍ଚର୍ଯ୍ୟ ହେଉଥିବେ କି ଏହି ବିଦ୍ୟୁତ୍ ର ବ୍ୟବହାର “ଏଣ୍ତିଲିଆ ରେ ହେଉଥିବା ବିଜୁଳିର ଖର୍ଚ୍ଚକୁ କମ୍ କରିବାପାଇଁ କରାଯାଇଛି ।

କହିଦେଉଛୁ କି ଅମ୍ବାନୀଙ୍କ ଘରର ସବୁ ଅଳିଆ କୁ ପୂର୍ଣ୍ଣରୂପେ ଉପଯୋଗ କରିବା ପାଇଁ ସୁଖିଲା ଅଳିଆ ଓ ଓଦା ଅଳିଆ ଅଲଗା ରଖା ଯାଇଥାଏ । ଓ ନୂଆ ଟେକ୍ନୋଲୋଜିର ସିଷ୍ଟମ୍ ସାହାର୍ଯ୍ୟରେ ବିଜୁଳି ଉତ୍ପାଦନ କରାଯାଏ । ଆପଣଙ୍କୁ କହି ଦେଉଛୁ କି ଏତେ ବିଜୁଳି ଉତ୍ପାଦନ ହୁଏ ନାହିଁ କି ଘରର ସବୁ ବିଜୁଳି ଖର୍ଚ୍ଚକୁ ବହନ କରିହେବ ।କିନ୍ତୁ ବିଜୁଳିର ଖର୍ଚ୍ଚକୁ କମ୍ କରିବା ପାଇଁ ଏପରି ବ୍ୟବସ୍ଥା କରାଯାଇଅଛି ।

Leave a Reply

Your email address will not be published. Required fields are marked *