ଅନ୍ତିମ ସଂସ୍କାର ପରେ ଶ୍ମଶାନ ଆଡକୁ କଣ ପାଇଁ ବୁଲିକି ଦେଖନ୍ତି ନାହିଁ ? Garuda Purana

ଗରୁଡ ପୁରାଣରେ ଯ-ମ-ଲୋ-କ ଯାତ୍ରା, ସଦ୍ଗତି ତଥା ନ-ର୍କ ଯୋ-ନି ବିଷୟରେ ସଂପୂର୍ଣ୍ଣ ବିବରଣୀ ରହିଛି । ଏହା ଛଡା ଗରୁଡ ପୁରାଣରେ ମୃ-ତ ବ୍ୟକ୍ତିର ଦା-ହ ସଂ-ସ୍କା-ର ପରେ ତାର ପରିଜନ ମାନେ ପଛକୁ ମୁହଁ କରି ଦେଖିବା ଉଚିତ ନୁହେ ବୋଲି କୁହା ଯାଇଛି । ଆଜି ଆମେ ଆପଣ ମାନଙ୍କୁ ଏହାର ପଛରେ କଣ କାରଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ।

ମଣିଷ ଜନ୍ମ ନେଇଛି ଓ ତାର ମୃ-ତ୍ୟୁ ମଧ୍ୟ ନିଶ୍ଚିନ୍ତ ଅଟେ । ଏହା ପ୍ରକୃତିର ନିୟମ ହୋଇଥାଏ ଯାହାକୁ କେହି ବଦଳାଇ ଦେବେ ନାହି । କିନ୍ତୁ କିଛି ବ୍ୟକ୍ତି ମୃ-ତ୍ୟୁ ନାଁ ଶୁଣିଲେ ଭୟଭୀତ ହୋଇଥାନ୍ତି । ମଣିଷ ଶରୀର ୫ଟି ତତ୍ତ୍ଵରେ ଗଠିତ ହୋଇଛି ତଥା ପୃଥିବୀ, ଅଗ୍ନି, ବାୟୁ, ଜଳ ଓ ଆକାଶ । ତେଣୁ ଦିନେ ମଣିଷକୁ ସବୁ ମୋହାମାୟା ଛାଡି ମୃ-ତ୍ୟୁ-ବ-ର-ଣ କରିବାକୁ ପଡିଥାଏ । ଏହା ସଂସାରର ନିୟମ ଅଟେ । ଗୀତାରେ ଭଗବାନ କୃଷ୍ଣ କହିଛନ୍ତି ଯିଏ ଜନ୍ମ ନେଇଛି ତାର ମୃ-ତ୍ୟୁ ନିଶ୍ଚିନ୍ତ ହେବା ସହ ତାର ପୂର୍ଣ୍ଣଜନ୍ମ ସୁନିଶ୍ଚିନ୍ତ ଅଟେ ।

ହିନ୍ଦୁ ଧର୍ମରେ ୧୬ଟି ସଂ-ସ୍କା-ର ରହିଛି ଯେଉଁଥିରେ ଶେଷ ସଂସାର ହେଉଛି ଅ-ନ୍ତି-ମ ସଂ-ସ୍କା-ର । ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଅ-ନ୍ତି-ମ ସଂ-ସ୍କା-ର କରିବା, ପୁରୁଷଙ୍କର କେଶ କାଟିବା, ପିଣ୍ଡ ଦାନ ତଥା ଶ୍ରାଦ୍ଧ କର୍ମ ଆଦି ଅନେକ ନିୟମ ରହିଛି ଯାହା ଗରୁଡ ପୁରାଣରେ ଉଲେଖ ରହିଛି । ଏହା ଛଡା ମୃତୁ ବ୍ୟକ୍ତିର ଅ-ନ୍ତି-ମ ସଂ-ସ୍କା-ର ହେବା ପରେ ତାର ପରିଜନ ମାନେ ପଛକୁ ମୁହଁ କରି ଦେଖିବା ଅନୁଚିତ । କାରଣ ଦା-ହ ସଂ-ସ୍କା-ର ପରେ ଶରୀର ଜଳିଯାଏ କିନ୍ତୁ ତାରା ଆ-ତ୍ମା ସେହିଠାରେ ରହିଥାଏ ।

ଗୀତାରେ କୁହା ଯାଇଛି ବ୍ୟକ୍ତିର ଆତ୍ମା ନିଆଁରେ ଜଳେ ନାହି ବରଂ ନିଜ ମୃ-ତ୍ୟୁର ସମସ୍ତ ନିୟମ ନିଜ ଆଖିରେ ଦେଖିଥାଏ । ଗରୁଡ ପୁରାଣରେ କୁହା ଯାଇଛି ବ୍ୟକ୍ତିର ମୃ-ତ୍ୟୁ ପରେ ତାର ଆ-ତ୍ମା ତାର ପରିଜନର ଆଖ ପାଖରେ ଘୁରି ବୁଲେ କାରଣ ବ୍ୟକ୍ତିର ସଂସାର ପ୍ରତି ମୋହାମାୟା ଲାଗି ରହିଥାଏ । ଏହି ସ୍ଥିତିରେ ବ୍ୟକ୍ତିର ଆ-ତ୍ମା-କୁ ମୁକ୍ତି ମିଳିବା କଷ୍ଟକର ହୋଇଥାଏ । ତେଣୁ ବ୍ୟକ୍ତିର ଏହି ମୋହ ତୁଟିବା ଜରୁରୀ ହୋଇଥାଏ । ଯଦି ଏପରି ନ ହୁଏ ତେବେ ବ୍ୟକ୍ତିର ଆ-ତ୍ମା ପ-ର-ଲୋ-କ-କୁ ଯାଇପାରେ ନାହିଁ ।

ତେଣୁ ଏହି କାରଣ ଯୋଗୁ ବ୍ୟକ୍ତିର ମୃ-ତ୍ୟୁ ପରେ ତାର ପରିଜନ ମାନେ ପଛକୁ ମୁହଁ କରି ଦେଖିବା ଅନୁଚିତ । ଯଦି ମୃ-ତ ବ୍ୟକ୍ତିର ପରିଜନ ମାନେ ଦା-ହ ସଂ-ସ୍କା-ର ପରେ ପଛକୁ ବୁଲି ଦେଖିଥାନ୍ତି ତେବେ ସେହି ବ୍ୟକ୍ତିକୁ ଲାଗିଥାଏ ଯେ ତାର ପରିଜନ ମାନେ ତାକୁ ଏବେ ବି ମନେ ରଖିଛନ୍ତି । କିନ୍ତୁ ଯଦି ମୃ-ତ ବ୍ୟକ୍ତିର ପରିଜନ ମାନେ ପଛକୁ ବୁଲି ନ ଦେଖିବେ ତେବେ ମୃ-ତ ବ୍ୟକ୍ତି ମୋହାମାୟା ଭୁଲି ପ-ର-ଲୋ-କ-କୁ ଯିବା ପାଇଁ ମନସ୍ଥ କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *