Pregnancy ସମୟରେ ପେଟରେ ପୁଅ ବା ଝିଅ ଥିବାର 10ଟି ଏମିତି ଲକ୍ଷଣ, ଯାହା ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ- Pregnancy Tips

ପ୍ରତେକ ନାରୀ ପ୍ରେଗମେଣ୍ଟ ହେବା ପରେ ଏହା ଚିନ୍ତା କରିଥାନ୍ତି ତାଙ୍କର ଆଗାମୀ ପିଢୀ କିଏ ଆସିବାକୁ ଯାଉଛି । ଏହାର ଅର୍ଥ ହେଉଛି ପୁଅ ନା ଝିଅ । କିଛି ମହିଳା ଓ ପୁରୁଷ ମାନେ ଜାଣିବାକୁ ଇଚ୍ଛା କରିଥାନ୍ତି ଯେ ତାଙ୍କ ଗର୍ଭରେ ପୁଅ ନା ଝିଅ ଅଛି । କିନ୍ତୁ ଏହା କାନୁନି ହିସାବରେ ଏକ ଅ-ପ-ରା-ଧ ଅଟେ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ପ୍ରେଗନେଣ୍ଟ ହେବା ପରେ ମହିଳାଙ୍କ ଠାରେ ଦେଖାଯାଏ ଓ ଏଥିରୁ ଜଣାପଡେ ଗର୍ଭରେ ପୁଅ ନା ଝିଅ ଅଛି ।

୧- ଯଦି ଗର୍ଭବତୀ ମହିଳାଙ୍କ ଗର୍ଭରେ ବଢୁଥିବା ପିଲାର ହାର୍ଟ ବିଟ ୧୪୦ bm ଥାଏ ତେବେ ପୁଅ ହେବାର ସମ୍ଭାବନା ରହିଥାଏ । ଯଦି ଏହା ଠାରୁ ଅଧିକ ରହେ ତେବେ ଝିଅ ହୋଇପାରେ ।

୨- ଯଦି ପ୍ରେଗନେଣ୍ଟ ମହିଳାଙ୍କ ଠାରେ ବାରମ୍ବାର ବାନ୍ତି ହେବା, ଶରୀର କମଜୋର ଲାଗିବା, ମୁଣ୍ଡ ବୁଲାଇବା, ବ୍ୟସ୍ତ ବିବ୍ରତ ଲାଗିବା ତେବେ ଝିଅ ହେବାର ଆଶଙ୍କା ରହିଥାଏ ।

୩- ଯଦି ପ୍ରେଗନେଣ୍ଟ ମହିଳା ଙ୍କର ମୁହଁରେ ଚମକ ନ ଥାଏ ବା ଚେହେରାରେ ପରିବର୍ତ୍ତନ ହେଉଥାଏ ତେବେ ଗର୍ଭ ରେ ପୁଅ ହୋଇପାରେ ।

୪- ଯଦି ପ୍ରେଗନେଣ୍ଟ ମହିଳା ଖଟା ବା ରାଗ ଖାଦ୍ୟ ଅଧିକ ଖାଉଥିବେ ତେବେ ପୁଅ ହୋଇପାରେ । ଯାହା ଏକ ସୂତ୍ର ରୁ ଜଣା ପଡିଛି ।

୫- ପ୍ରାୟତ ପୁରୁଷ ଙ୍କ ଠାରୁ ମହିଳା ମାନେ ଖାଇବାରେ ପଛରେ ରହିଥାନ୍ତି । କିନ୍ତୁ ଯେବେ ମହିଳା ପ୍ରେଗନେଣ୍ଟ ହୋଇଥାଏ ତେବେ ଅଧିକ ଖାଦ୍ଯ ଖାଏ ତେବେ ପୁଅ ହୋଇପାରେ ।

୬- ଯଦି ପ୍ରେଗେନେଣ୍ଟ ମହିଳା ଙ୍କର ଡାହଣ ପଟ ସ୍ତନ ବଡ ହୋଇଥାଏ ତେବେ ୭୦ ପ୍ରତିଶତ ମହିଳା ଙ୍କର ପୁଅ ହୋଇପାରେ ।

୭- ପ୍ରେଗେନେଂସୀ ସମୟରେ ମହିଳା ଙ୍କର ମୁତ୍ରରେ ଗାଢା ରଙ୍ଗ ହୋଇଥାଏ । ଯଦି ରଙ୍ଗ ଅଧିକ ଗାଢା ହୋଇଥାଏ ତେବେ ଗର୍ଭ ରେ ପୁଅ ଅଛି ବୋଲି ଜଣା ପଡିଥାଏ ।

୮- ଯଦି ପ୍ରେଗେନେଣ୍ଟ ମହିଳାଙ୍କ ଗର୍ଭ ରେ ୮୦% ପୁଅ ଥାଏ ତେବେ ମହିଳା ଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଥାଏ । ଯଦି ଗର୍ଭରେ ପୁଅ ଥାଏ ତେବେ ମହିଳାଙ୍କୁ ପ୍ରେଗନେନ୍ସି ସମୟରେ ମହିଳାଙ୍କୁ ପୁଅ ଭଳି କିଛି କାମ କରିବାକୁ ପସନ୍ଦ ହୋଇଥାଏ ।

୯- ଯଦି ପ୍ରେଗେନେଣ୍ଟ ମହିଳାଙ୍କର ପେଟ ତଳ ବାହାରକୁ ରହିଥାଏ ବା ଗର୍ଭରେ ଥିବା ପିଲା ତଳ ଆଡକୁ ମୁହାଁଇ ଥାଏ ତେବେ ଏହା ଦର୍ଶାଇ ଥାଏ ଯେ ୭୦% ଗର୍ଭରେ ପୁଅ ରହିଛି ।

୧୦- ଯଦି ପ୍ରେଗେନେଣ୍ଟ ମହିଳା ଅଧିକ କ୍ରୋଧ କରୁଥିବା ବା ତାଙ୍କୁ ଅଣ ନିଶ୍ଵାସୀ ହେଲା ଭଳି କିଛି ଅନୁଭବ କରୁଥିବେ ତେବେ ଏହା ଜଣାପଡେ ଯେ ଗର୍ଭରେ ଝିଅ ଅଛି । ଏହା ଛଡା ଯଦି ପ୍ରେଗେନେଣ୍ଟ ମହିଳାଙ୍କୁ ଖେଳିବାକୁ ଭଲ ଲାଗୁଥାଏ ବା ମସ୍ତି କରିବା ବା ବାହରକୁ ବୁଲିବା ଭଲ ଲାଗୁଥାଏ ତେବେ ଗର୍ଭରେ ଝିଅ ଅଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *