ଓଡିଆ ଇଣ୍ଡଷ୍ଟ୍ରିର ସେଲିବ୍ରେଟି ମାନେ କିପରି ପାଳନ କଲେ ସ୍ଵାଧୀନତା ଦିବସ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଦେଶରେ ସ୍ଵାଧୀନତା ଦିବସ ପ୍ରତି ବର୍ଷ ଅଗଷ୍ଟ ୧୫ରେ ପାଳନ କରାଯାଏ । ପ୍ରତେକ ସ୍କୁଲ ଓ କଲେଜ ମାନଙ୍କରେ ମଧ୍ୟ ଅଗଷ୍ଟ ୧୫ ରେ ସ୍ଵାଧୀନତା ଦିବସ ପାଳନ କରାଯାଏ । ତେବେ ଚଳିତ ବର୍ଷ କିଛି ଅଲିଉଡ ସେଲିବ୍ରେଟି ମାନେ ସ୍ଵାଧିନତା ଦିବସ ନିଜ ଘରେ ପାଳନ କରିଥିବାର ଏହି ଭିଡିଓ ରୁ ଜଣା ପଡୁଛି । ତେବେ ଆସନ୍ତୁ ଜାଣିବା ସେମାନେ କିପରି ସ୍ଵାଧୀନତା ଦିବସ ପାଳନ କରିଛନ୍ତି ।

୧- ଝିଲିକ ଭଟାଚାର୍ଜ୍ୟ : ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ବଙ୍ଗାଳୀ ନାୟିକା ଝିଲିକ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ଫିଲ୍ମରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ତେବେ ଏହି ଭିଡିଓ ରେ ଝିଲିକ ଜାତୀୟ ପତାକାର ରଙ୍ଗ ସହ ମ୍ଯାଚ କରି ଡ୍ରେସ ପିନ୍ଧି ସ୍ଵାଧୀନତା ଦିବସ ପାଳନ କରୁ ଥିବାର ନଜର ଆସୁଛନ୍ତି ।

୨- ବର୍ଷା ପ୍ରିୟଦର୍ଶିନୀ : ଓଡିଆ ଇଣ୍ଡଷ୍ଟ୍ରିର କୁଇନ ଭାବେ ଅଭିନେତ୍ରୀ ବର୍ଷା ପରିଚିତ ଆତନ୍ତି । ସେ ଓଡିଆ ଚଳଚ୍ଚିତ୍ରରେ ନିଜର ଜବରଦସ୍ତ ପର୍ଫୋମାଷ୍ଣ ପାଇଁ ଖୁବ ଚର୍ଚ୍ଚିତ ହୋଇ ପାରିଛନ୍ତି । ଚଳିତ ବର୍ଷ ବର୍ଷା ଜାତୀୟ ପତାକା ହାତରେ ଧରି ଅଗଷ୍ଟ ୧୫ ପାଳନ କରୁ ଥିବାର ଦୃଶ୍ୟ ଏହି ଭିଡିଓରେ ସ୍ପଷ୍ଟ ହେଉଛି ।

୩- ବୀର : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହୋଇଥିବା ସିରିଏଲ “ତାରା ତାରିଣୀ”ରେ ଅଭିନୟ କରୁଥିବା ଶିଶୁ କଳାକାର ବୀର ଅଗଷ୍ଟ ୧୫ ପାନ କରୁଥିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ସେ ଜାତୀୟ ପତାକା ହାତରେ ଧରି ସେହିଭଳି ଡ୍ରେସ ପିନ୍ଧିବା ସହ ସାଲୁଟ କରି ସ୍ଵାଧୀନତା ଦିବସ ପାଳନ କରୁଛନ୍ତି ।

୪- ଲିସା : ଟିଭି ଜଗତରେ ଅନେକ ଓଡିଆ ସିରିଏଲରେ ଅଭିନୟ କରି ଅଭିନେତ୍ରୀ ଲିସା ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଏହି ଭିଡିଓରେ ସେ ପଗଡି ମୁଣ୍ଡରେ ବାନ୍ଧି ସ୍ଵାଧୀନତା ଦିବସ ପାଳନ କରୁଥିବାର ନଜର ଆସୁଛନ୍ତି ।

୫- ଜ୍ୟାକଲିନ ପରିଡା : ଆପଣ ମାନେ ସମସ୍ତେ ଓଡିଆ ଅଭିନେତ୍ରୀ ଜ୍ୟାକଲିନ ପରିଡାଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଚଳିତ ବର୍ଷ ସ୍ଵାଧୀନତା ଦିବସ ପାଳନ କରିବାର ଏହି ଭିଡିଓରୁ ଜଣା ପଡୁଛି । ସେ ସାଲୁଟ କରି ଜାତୀୟ ପତାକାକୁ ସମ୍ମାନ ଦେବାର ଏହି ଭିଡିଓରେ ନଜର ଆସୁଛନ୍ତି ।

୬- ରାଧିକା : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହୋଇଥିବା ସିରିଏଲ”ନୂଆ ବୋହୁ”ରେ ଅଭିନେତ୍ରୀ ରାଧିକା ଖୁବ ସୁନ୍ଦର ଅଭିନୟ କରି ଚର୍ଚ୍ଚାରେ ରହିଛନ୍ତି । ସେ ଜାତୀୟ ପତାକାର ରଙ୍ଗ ଭଳି ଶାଢୀ ଓ ଚୁଡି ପିନ୍ଧି ସ୍ଵାଧୀନତା ଦିବସ ପାଳନ କରିବାର ଏହି ଭିଡିଓରେ ନଜର ଆସୁଛନ୍ତି ।

୭- ତାରିଣୀ : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହୋଇଥିବା ସିରିଏଲ “ତାରା ତାରିଣୀ”ରେ ଶିଶୁ କଳାକାର ତାରିଣୀଙ୍କୁ ଆପଣ ମାଅମନେ ବେଶ ଭଲ ଭାବେ ଜାଣିଥିବେ । ଏହି ଭିଡିଓରେ ତାରିଣୀ ଜାତୀୟ ପତାକା ରଙ୍ଗର ଡ୍ରେସ ପିନ୍ଧିବା ସହ ଗୀତ ଗାଇ ସ୍ଵାଧୀନତା ଦିବସ ପାଳନ କରିବାର ନଜର ଆସୁଛନ୍ତି ।

ବନ୍ଧୁଗଣ ଏହି ଭଳି ଭାବେ ଓଲିଉଡ ଜଗତର କଳାକାର ମାନେ ଚଳିତ ବର୍ଷ ସ୍ଵାଧୀନତା ଦିବସ ପାଳନ କରିଛନ୍ତି । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *