ଯଦି ଏହି ଗଛ କେଉଁଠି ମିଳିଯାଏ ତେବେ ତୁରନ୍ତ ନେଇ ଆସନ୍ତୁ ଘରକୁ, ଧନବାନ ହବାରୁ କେହି ଅଟକାଇ ପାରିବେ ନାହିଁ

ଆମ ଘରେ ସମସ୍ଯା ଅନେକ ଅଛି ଯଦି ଆପଣ ଏହାକୁ ସମାଧାନ କରିବା ପାଇଁ ଚାହୁଁ ଛନ୍ତି । ତେବେ ଆପଣ ଆଜି ଆମେ କହିବା ପାଇ ଯାଉଥିବା ଉପାୟ କୁ କରନ୍ତୁ । ଏହାକୁ କରିବା ଦ୍ଵାରା ଆପଣଙ୍କ ପରିବାର ରେ ଥିବା ସବୁ ପ୍ରକାର ସମସ୍ଯା ଦୂର ହୋଇଯିବ । କେବଳ ଗୋଟେ ଗଛ ହିଁ ଆପଣଙ୍କୁ ସବୁ ସମସ୍ଯା ରୁ ଦୂର କରି ଦେବ । ତେବେ ଯଦି ଆପଣ ଆମକୁ ପଚାରିବେ ତେବେ ଏହାର ଉତ୍ତର ହେଉଛି କି ଏହା ତନ୍ତ୍ର ଶାସ୍ତ୍ରରେ ଲିଖିତ ଅଛି । ତେବେ ଆସନ୍ତୁ ଜାଣିବା ଏହାର ଉପାୟ କଣ ।

ଆପଣ ମାନେ ଜାଣି ଥିବେ କି ଭଗବାନ ଶିବ ଙ୍କ ପ୍ରିୟ ଫୁଲ ମଧ୍ୟରୁ ଅରକ୍ଷ ଏକ ପ୍ରିୟ ଫୁଲ ଅଟେ । ଯଦି ଦେଖିବା ପାଇ ଯିବା ଏଥିରେ ଭଗବାନ ଗଣେଶ ମଧ୍ୟ ବାସ କରନ୍ତି । ଏହା ବିଷାକ୍ତ ଅଟେ କିନ୍ତୁ ଏହାର ଉପକାରିତା ବିଷୟରେ ଶୁଣିଲେ ଆପଣ ଭି ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣ ଙ୍କ ଘରେ ଯଦି କେହି ଗୁଣୀ କରିଛି ଯାହା ପାଇଁ ଆପଣଙ୍କ ପରିବାର ରେ ସମସ୍ଯା ଦେଖା ଯାଉଛି ତେବେ ଆପଣ ଏହି ଗଛର ଛେରକୁ ନେଇକି ନିଜ ଘର ଦୁଆର ମୁହଁ ରେ ବାନ୍ଧନ୍ତୁ ଓ ବାନ୍ଧିବା ସମୟରେ ଆପଣ ଏହି ମନ୍ତ୍ର କୁ କହିବେ “ଓମ ନମଃ ବିଘ୍ନ ହରାୟ ଗଂ ଗଣାପତାଯେ ନମଃ” ।

ଏହା ଦ୍ଵାରା ଜୀବନରେ ଆସୁଥିବା ସମସ୍ଯା ର ସମାଧାନ ହୋଇଯିବ । ଯଦି ଆପଙ୍କୁ ଲାଗୁଛି ଆପଣଙ୍କ ର କିଛି ଗ୍ରହ ଦୋଷ ଅଛି ତେବେ ଆପଣ ଏହାକୁ ନିଜ ଘରେ ମଧ୍ୟ ଲଗାଇ ପାରିବେ ଓ ଏହାକୁ ସବୁ ଦିନ ଜଳ ଦାନ କରିବେ । ଯଦି ଆପଣଙ୍କ ପିଲା ସବୁ ବେଳେ ଶୋଇବା ଅସମୟରେ ଚମକୁଛି ତେବେ ଆପଣ ନିଶ୍ଚିତ ଭାବେ ଏହି ଗଛର ଚେର ନେଇକି ସେଥିରେ କିଛି ନାଲି ପଥର ମୟୂର ପୁଛ କୁ ନେଇକି ଏକ ନାଲି ରଙ୍ଗର କପଡା ରେ ବାନ୍ଧି ଦିଅନ୍ତୁ ।

ଏହାକୁ ପିଲା ଶୋଇବା ବେଳେ ତା ପାଖରେ ରାଖୀ ଦିଅନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ ଏହାର ଭଲ ପରିଣାମ ପାଇବେ । ଯେଉଁ ମାନଙ୍କ ଜୀବନରେ ସମସ୍ଯା ଜେଭଳି କି ଚାକିରି ନ ମିଳିବା ବିବାହ ଠିକ ହୋଇ ନ ପାରିବା ଭଳି କିଛି ଅଛି ସେମାନେ ନିଶ୍ଚିତ ଭାବେ ଏହି ଗଛ ମୂଳେ ପୂଜା କରିବା ଦ୍ଵାରା ତାଙ୍କୁ ଖୁବ ଶୀଘ୍ର ଚାକିରି ମିଳିଯିବ । ଯେମିତିକି ଆମେ କହିଲୁ କି ଏହି ଗଛ କୁ ଭଗବାନ ଗଣେଶ ଙ୍କ ସ୍ୱରୂପ ମାନନ୍ତି ।

ତେବେ ଭଗବାନ ଗଣେଶ ହେଉଛନ୍ତି ଶିଦ୍ଧି ଦାତା ଓ ସକଳ ଦୁଖକୁ ନାଶ କରିବାର କ୍ଷମତା ମଧ୍ୟ ଅଛି । ଭଗବାନ ଗଣେଶହ ଯେଉଁ ଜାଗାରେ ସ୍ଵୟଂ ଅଛନ୍ତି ସେହି ଜାଗାରେ ସବୁ ପ୍ରକା ର୍ଖରପ ଶକ୍ତି ନିଜ ସ୍ଥାନ ଛାଡି ଚାଲି ଯିବେ । ଅସାନ୍ତି କଳହ ର ପ୍ରଶ୍ନ ହିଁ ରହିବ ନି ସେହି ଜାଗାରେ । ଆପଣ ଯଦି ଏହି ଗଛର ପତ୍ରକୁ ରାତିରେ ନିଜ ପାଦ ତଳେ ବାନ୍ଧିକି ସୋଇବେ ତେବେ ଏହା ଆପଣଙ୍କ ହାଇ ବିପି କୁ କଣ୍ଟ୍ରୋଲ କରିବ ଓ ଡାଇବେଟିସ ମଧ୍ୟ ଏହା କମେଇ ଥାଏ କିନ୍ତୁ ଆପଣ ଏହା ପାଇଁ ଡାକ୍ତର ଙ୍କ ପରାମର୍ଶ ନେଇକି କରନ୍ତୁ ।

Leave a Reply

Your email address will not be published. Required fields are marked *