ଅଣ୍ଡା ଖାଇବା ପରେ ଶରୀରରେ କଣ କଣ ପରିବର୍ତନ ହୋଇଥାଏ, ଜାଣି ଡରିଯିବେ

ବନ୍ଧୁଗଣ ଆପଣ ଏହି କଥାଟିକୁ ନିଶ୍ଚିତ ଭାବେ ଶୁଣିଥିବେ “ସଣ୍ଡେ ହୋ ୟା ମଣ୍ଡେ ରୋଜ ଖାଅ ଅଣ୍ଡେ” । ଏହା ଶୁଣିବାକୁ ଯେତେ ଆକର୍ଷଣ ଲାଗେ ଅଣ୍ଡା ଆମ ଶରୀର ପାଇଁ ସେତେ ଆବଶ୍ୟକ ଅଟେ । ଏଥିରେ କ୍ୟାଲସିୟମ, ପ୍ରୋଟିନ ଭରପୁର ହୋଇ ରହିଥାଏ । ଏଥିରୁ ମିଳୁଥିବା କ୍ୟାଲସିୟମ ଆମ ହାଡ ଏବଂ ମାଂସପେଶୀକୁ ଷ୍ଟ୍ରଙ୍ଗ ବନାଇ ଥାଏ ।

ସେହିଭଳି ଓମେଗା ଏସିଡ ଏବଂ ପ୍ୟାଟିଏସିଡ ଶରୀରରେ ଉତ୍ତମ  କୋଲେଷ୍ଟ୍ରଲ ବନାଇ ଥାଏ । ଅଣ୍ଡା ଖାଇବା ଦ୍ଵାରା ଆମ ଶରୀରରେ ଅନେକ ପ୍ରକାରର ପରିବର୍ତନ ହୋଇଥାଏ । ମାତ୍ର ଏହା ବିଷୟରେ ଅଧିକ ଲୋକେ ଜାଣନ୍ତି ନାହିଁ । ଆସନ୍ତୁ ଏବେ ଜାଣିବା ଶରୀରରେ ମିଳୁଥିବା ଚମତ୍କାରୀ ଫାଇଦା ବିଷୟରେ ।

୧- ଆଖିର ପାୱାରକୁ ବଢାଇଥାଏ । ଅଣ୍ଡାରେ କୋରେଟିନ ଓଏରେଶ ଭରପୁର ମାତ୍ରାରେ ରହିଥାଏ, ଯାହା ଆଖି ପାଇଁ ବହୁତ ଲାଭ ଦାୟକ ଅଟେ । ପ୍ରତିଦିନ ଗୋଟେ ଅଣ୍ଡା ଖାଇବା ଦ୍ଵାରା ଆଖିର ପାୱାର ବଢିଥାଏ । ଏଥିରେ ଥିବା ଆଣ୍ଟି ଓକ୍ସିଡେଣ୍ଟ ଶକ୍ତି ଦେଇଥାଏ ଏବଂ କୋରୋଟିକ୍ସ ମାୟଟିସ ଆଖିର ମାଂସପେଶିକୁ ଷ୍ଟ୍ରୋଙ୍ଗ ବନାଇଥାଏ ।

୨- ଓଜନ କମାଇବା କିମ୍ବା ପଢିବାରେ ହେଲ୍ପ କରିଥାଏ । ବନ୍ଧୁଗଣ ଅଣ୍ଡା ଖାଇବା ଦ୍ଵାରା ଓଜନ କମ୍ ହୋଇଥାଏ । ଅଣ୍ଡା ଖାଇବା ଦ୍ଵାରା ଭୋକ ବନ୍ଧ ହୋଇଯାଏ । ମନୁଷ୍ୟର ପେଟ ବହୁତ ସମୟ ଧରି ଭର୍ତି ହେଲାଭଳି ଲାଗିଥାଏ । ଏହିଭଳି କ୍ଷେତ୍ରରେ ଜଲ୍ଦି ଭୋକ ଲାଗିନଥାଏ କିମ୍ବା ଆମେ ଜଲ୍ଦି କିଛି ଖାଇବାକୁ ଇଛା କରିନଥାଉ । ଅତିଶୀଘ୍ର ଆମ ଓଜନ କମିଯାଇଥାଏ । ମୋଟାପଣରୁ ବଞ୍ଚିବା ପାଇଁ ଆପଣ ଅଣ୍ଡାର ଧଳା ଭାଗକୁହିଁ ଖାଆନ୍ତୁ । ଅଣ୍ଡାର ହଳଦିଆ ଭାଗକୁ ଖାଆନ୍ତୁ ନାହିଁ । କାରଣ ହଳଦିଆ ଭାଗରେ କୋଲେଷ୍ଟ୍ରୋଲର ମାତ୍ରା ଅଧିକ ରହିଥାଏ । ତେଣୁ ହଳଦିଆ ଭାଗକୁ ଛାଡି ଧଳା ଭାଗଟିକୁ ଖାଇଲେ ଆପଣଙ୍କ ଶରୀର ସନ୍ତୁଳିତ ହୋଇ ରହିବ ।

୩- ବନ୍ଧୁଗଣ ଅଣ୍ଡାରେ ଥିବା ଓମେଗା-୩, ପ୍ୟାଟି ଏସିଡ, ଭିଟାମିନ-ସି ମସ୍ତିସ୍କ ପାଇଁ ବହୁତ ଲାଭକାରୀ ଅଟେ । ଏହା ଛଡା ଅଣ୍ଡାରେ ଥିବା କୋରିଡ ନାମକ ତତ୍ଵ ସ୍ମରଣ ଶକ୍ତିକୁ ବଢାଇବାରେ ସାହାଜ୍ଯ କରିଥାଏ । ଅଣ୍ଡା ଖାଇବା ଦ୍ଵାରା ମସ୍ତିସ୍କ ବହୁତ ଏକ୍ଟିଭ ରହିଥାଏ । ଅଣ୍ଡାରେ ଥିବା ଭିଟାମିନ-ବି୧୨ ଟେନସନ ଏବଂ ଡିପ୍ରେସନକୁ ଦୂର କରି ମାଇଣ୍ଡକୁ ଭଲ କରିଥାଏ ।

୪- ଏନର୍ଜି ପ୍ରଦାନ କରିଥାଏ । ଅଣ୍ଡା ଦ୍ଵାରା ଶରୀରକୁ ବହୁତ ଏନର୍ଜି ମିଳିଥାଏ । ତେଣୁ ଲୋକମାନେ ବ୍ରେକଫାଷ୍ଟରେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି । ପ୍ରତିଦିନ ବ୍ରେକଫାଷ୍ଟରେ ଗୋଟିଏ ଅଣ୍ଡା ଖାଇବା ଦ୍ଵାରା ଆପଣ ପୁରାଦିନ ବହୁତ ଏନର୍ଯେଟିକ ଅନୁଭବ କରିବେ ।

୫- କେଶ ଏବଂ ମୁହଁ ପାଇଁ ଲାଭଦାୟକ ଅଟେ । ଅଣ୍ଡାରେ ବାୟଟିକ ନାମକ ତତ୍ଵ ରହିଥାଏ ଯାହା କେଶକୁ ମଜବୁତ କରିଥାଏ । ଅଣ୍ଡାର ହଳଦିଆ ଭାଗକୁ କେଶରେ ଲଗାଇବା ଦ୍ଵାରା କେଶ ଲମ୍ବା ଏବଂ ସଫ୍ଟ ହେଇଥାଏ । ସେହିଭଳି ଅଣ୍ଡାର ଧଳା ଭାଗକୁ ଯଦି ଆପଣ ଫେସପ୍ୟାକ ଭାବେ ଗ୍ରହଣ କରିବେ ତେବେ ଆପଣଙ୍କ ରୀଙ୍କଲ୍ସ ପ୍ରୋବ୍ଲେମ ଦୂର ହୋଇଯିବ । ଏହା ଥିଲା ଅଣ୍ଡା ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ ମିଳୁଥିବା ଫାଇଦା । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *