Anisha ଏବଂ Subhasis ପ୍ରଥମ ଥର ପାଇଁ ସେମାନଙ୍କ ଝିଅ ସହିତ କରିଲେ Video, ଦେଖନ୍ତୁ

ଓଲିଉଡ ରେ ଅନେକ ତାରକା ଅଛନ୍ତି କିଛି ଜଣ ଚଳଚିତ୍ର ପାଇଁ ଫେମସ ଥିବା ବେଳେ କିଛି ଜଣ କେବଳ ସିରିୟାଲ ପାଇଁ ଫେମସ । ମାତ୍ର ଆଜି ଆମେ ଯାହାଙ୍କ ବିଷୟରେ କହିବା ପାଇଁ ଯାଉଛୁ ସେ ଦୁହେଁ ଉଭୟ ଚଳଚିତ୍ର ଓ ସିରିୟାଲ ଦୁନିଆରେ ଏକ ସ୍ଵତନ୍ତ୍ର ଜାଗା କରି ସାରିଛନ୍ତି ।

ସେହି ଦୁଇ ଜଣ ହେଉଛନ୍ତି ଅନିଶା ଓ ସୁବାଶିଷ । ଆଜି ଆମେ ଆପଣଙ୍କୁ ଏହି ଦୁଇ ତାରକା ଙ୍କ ବିଷୟରେ କହିବା ପାଇଁ ଯାଉଛୁ । ଆସନ୍ତୁ ଜାଣିବା ତାହେଲ ଏହି ଦୁଇ ତାରକା ଙ୍କ ର କଣ ସନ୍ତାନ ଜନ୍ମ ହୋଇଛି । ଓ କିଭଳି ଅଛନ୍ତି ଅନିଶା । ଅନିଶା ଓ ସୁବାଶିଷ ହେଉଛନ୍ତି ଦୁଇ ତାରକା ଯାହାଙ୍କୁ ଆମେ ଭଲ ଭାବେ ଜାଣିଛେ ।

ଯଦି ଆମେ ଦେଖିବା ତ ଏବେ ସୁବଶିଷ ଙ୍କ ନାମ ଖୁବ ଉପରେ ସେ ଅନେକ ସିରିୟାଲ ରେ ଅଭିନୟ କରି ଖୁବ ଭଲ ନାମ ଅର୍ଜନ କରି ପାରିଛନ୍ତି । ସେ କହିଛନ୍ତି କି ସେ ଏବେ ନିଜ କାମରେ ଆହୁରି ଭଲ କରିବା ପାଇଁ ଚାହୁଁ ଛନ୍ତି କିନ୍ତୁ । ଏବେ କିଛି ଦିନ ତଳେ ଆମେ ଦେଖିଥିଲେ କିଛି ସୋସିଆଲ ମିଡିଆରେ ତାଙ୍କର ଫଟ ଓ ଜଣାଇବାକୁ ପାଇ ଥିଲେ କି ସେ ବାପା ହେବା ପାଇଁ ଯାଉଛନ୍ତି । ସେ ତାଙ୍କ ସହ ଅଭିନୟ କରିଥିବା ହିରୋଇନ ଙ୍କୁ ବିବାହ କରିଥିଲେ ।

ସେ ଏବେ ମା ହୋଇ ସାରିଛନ୍ତି ତେବେ ଏହା ସେ ନିଜେ କହିଛନ୍ତି ଏକ ଭିଡିଓ ମାଧ୍ୟମରେ । ତାଙ୍କ କହିବା ନୁସାରେ ଦେଖିବା ପାଇଁ ଗଲେ ସେ ହସ୍ପିଟାଲ ର ଏକ ବେଡ ରେ ସୋଇଛନ୍ତି ଓ ସେ କହିଛନ୍ତି କି ସେ ଓ ତାଙ୍କ ଝିଅ ଦୁହେଁ ଭଲ ଅଛନ୍ତି । କିନ୍ତୁ ତାଙ୍କ ଝିଅର ଫଟ ସେ ଏବେ ଯାଏ ଛାଡି ନାହାଁନ୍ତି । ତାଙ୍କ ପାଇଁ ଚିନ୍ତା କରୁଥିବା ଫ୍ୟାନ୍ସ ମାନଙ୍କୁ କିଛି ତା ଶାନ୍ତି ମିଳିଛି । ଏବେ ଦେଖିବା ପାଇଁ ଗଲେ ସେ ଲଗାତର ଆଉ ଅଭିନୟ କରୁ ନଥିଲେ କାରଣ ସେ ନିଜ ପେର୍ସୋନାଲ ଜୀବନରେ ବ୍ୟସ୍ତ ଥିଲେ ।

କିନ୍ତୁ ସୁବାଶିଷ ଲଗାତର ଅଭିନୟ କରି ଚାଲିଛନ୍ତି । ଏବେ ତାଙ୍କର ଘରେ ଏକ କୁନି ଲକ୍ଷ୍ମୀ ଆସିଥିବାରୁ ସେ ଖୁବ ଖୁସି ଅଛନ୍ତି । ଏହା ଦେଖିବା ବାକି ରହିଲା କି କିଭଳି ଭାବେ ନିଜ ଘରକୁ ଯାଉଛନ୍ତି ଅନିଶା ଓ କିଭଳି ଅଛନ୍ତି ତାଙ୍କ ସହ ତାଙ୍କ କୁନି ଝିଅ । ଏହା ର ଫଟ ବୋଧେ ହୁଏ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିବ ଓ ଏହା ପାଇ ସବୁ ଦର୍ଶକ ଅପେକ୍ଷା କରିଛନ୍ତି ଯାହାଙ୍କୁ ଅନିଶା ଓ ସୁବଶିଷ ଙ୍କ ଅଭିନୟ ଭଲ ଲାଗୁଛି ।

Leave a Reply

Your email address will not be published. Required fields are marked *