ସ୍ଵାମୀ-ସ୍ତ୍ରୀ ଟାଟୁ ବିବାଦ: ନିଆଁ ଲଗେଇ ମଜା ଦେଖୁଛି ଟୁକା, ଟୁକା ସହିତ କିପରି ଥିଲା ଟାଟୁ ଗର୍ଲ ସୋନାଲିଙ୍କ ଅତୀତ, କାହିଁକି ସେ ସୋନାଲିଙ୍କ ସହ ଖେଳୁଛି ଏମିତି ଗେମ, ଦେଖନ୍ତୁ Video

ବିବାହ ପରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲେ ସବୁ ଓଲଟ ପାଲଟ ହୋଇଯାଏ । ତେବେ ଏହା ହେଉଛି ସୋନାଲୀ ଓ ତାଙ୍କ ସ୍ଵାମୀ ମୋହିତ ଙ୍କ କାହାଣୀ । ତେବେ ବିବାହ ଆଗରୁ ସୋନାଲୀ ଭଲ ପାଉଥିଲେ ଆଉ ଏକ ପୁଅକୁ ଯାହାର ନାମ ହେଉଛି ଟୁକା ।

ଏହି ବ୍ୟକ୍ତି ଜଣକ ସୋନାଲୀ ଙ୍କ ଜୀବନକୁ ଆସିଥିଲା ବିବାହ ର ଅନେକ ଦିନ ଆଗରୁ ଏହା ହେଉଛି ସେତେବେଳେ ର କାହାଣୀ ଯେତେବେଳେ ସୋନାଲୀ ଭୁବନେଶ୍ବର ରେ ରହି ଫ୍ୟାଶନ ଡିଜାଇନିଙ୍ଗ କରୁଥିଲେ । ସେତେବେଳେ ନିଜ ଅଙ୍ଗରେ ନିଜ ପ୍ରେମୀକର ନାମ ଲେଖି ଥିଲେ ସୋନାଲୀ ।

ତେବେ ଏହା ଏକ ଖରାପ ପରିସ୍ଥିତି ସୃଷ୍ଟି କରୁଛି । ସୋନାଲୀ ଙ୍କ ପାଖରୁ ଦୂରେଇ ଯିବା ପରେ ସେ ସୋନାଲୀ ଙ୍କ ଗୁ-ଳି ଚଳାଇ ଥିଲା । ଏହା ପାଇଁ ସାରା ଦେସରେ ତାଙ୍କ ନାମ ଉଠିଥିଲା । ତେବେ କହିବା ପାଇଁ ଗଲେ ସୋନାଲୀ ଙ୍କୁ କଣ ହ-ଇ-ରା-ଣ କରିବା ପାଇଁ ଚାହୁଁଛି । ଏହି ପିଲା ବିବାହ ପ୍ରେ ସ୍ଵାମୀ ଙ୍କ ସହ ସୋନାଲୀ ଙ୍କୁ ଖୁସିରେ ଦେଖି କଣ ସାହି ପାରୁନି ଏହି ଲୋକ କାରଣ ସେ ସ୍ଵାମୀ ଙ୍କର ବ୍ବ୍ରେନ ୱାସ କରି ଦେଇଛି ଏଭଳିକି ତାଙ୍କ ପିଲାର ମଧ୍ୟ ମୃ-ତ୍ୟୁ ହୋଇ ସାରିଲାଣି ।

ଆହୁରି କଣ କଣ ଦେଖାଇବା ପାଇଁ ଚାହୁଁଛି ଏହି ପିଲା । ଯଦି ଏହି ପିଲା ପାଇଁ ଏତେ ଝଗଡା ତେବେ ତାକୁ ସାମନାକୁ କଣ ପାଇଁ ଅଣାଯାଉନି କଣ ପ୍ରମାଣ କରିବା ପାଇଁ ଚାହୁଁଛି ସେ ସୋନାଲୀ ଙ୍କୁ ଚରିତ୍ର ସାର୍ଟିଫିକେଟ ଦେଉଥିବା ଏହି ଲୋକ କେତେ ଭଲ । ଏହାକକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏଭଳି ମଧ୍ୟ ପ୍ରଶ୍ନ ଆସୁଛି କି ସୋନାଲୀ ଙ୍କୁ ଖୁସିରେ ଦେଖି ସେ ସା-ଇ-କୋ ହୋଇ ଯାଇଛି ଓ ନିଜ ର ପ୍ର-ତି-ଶୋ-ଧ ନେବା ପାଇଁ ଯାଉଛି ।

ଏହା ଦେଖିବା ପାଇଁ ଗଲେ ସବୁ ପ୍ରକାର ଲୋକମାନେ ନିଜ ଜୀବନରେ କିଛି ନା କିଛି ଭୁଲ କରିଥାନ୍ତି କିନ୍ତୁ ସେଥିପାଇଁ କେହି ଏଭଳି ଘଟଣା ଘଟାଇ ନଥାଏ । ନିଜ ର ଜୀବନ ବଞ୍ଚିବା ପାଇଁ ଅନେକ ଝିଅ ମାନେ ଅନେକ ପ୍ରକାର ସମ୍ପର୍କ ରଖୁଛନ୍ତି ।

କେବଳ ଝିଅ କଣ ଆଜିର ଯୁବ ପିଢି କିଛି ସେହି ପ୍ରକାର କହବା ପାଇଁ ଗଲେ ଆମେ ଜଣାଇ ପାରିବା କି ଏହା ଏକ ସାମାନ୍ଯ ଘଟଣା ମାତ୍ର ଏହାକୁ ନେଇକି ସେ ଦୁଇ ମଣିଷ ଙ୍କୁ ଅଲଗା କରାଇ ସାରିଛି । ଏବେ କଣ ହେବା ପାଇଁ ଯାଉଛି ଦୁଇ ଜଣଙ୍କ ଜୀବନ ଦେଖିବା ବାକି ରହିଲା ।

Leave a Reply

Your email address will not be published. Required fields are marked *