ବିବାହ ପରେ ପ୍ରଥମ ଥର Live ଆସି ଏମିତି କହିଲେ ନିଜ ସ୍ତ୍ରୀ ବିଷୟରେ ଅଭିନେତା Sandip- ଦେଖନ୍ତୁ Video

ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଏବେ ଖୁବ ଆଗକୁ ଯାଇଛି । ସେଠାରେ ଅଭିନୟ କରୁଥିବା ଲୋକମାନେ ମାନେ ଅଭିନେତା ଓ ଅଭିନେତ୍ରୀ ମାନେ କିଛି ଅଲଗା ଚିନ୍ତା ଧାରା ରଖିଥାନ୍ତି । ଯାହା କି ଆମ ମାନଙ୍କ ଚିନ୍ତା ଧାରା ଠାରୁ ଅଲଗା ।

ଆମେ ଦେଖୁଥିବା ଚଳଚିତ୍ର ଓ ସିରିୟାଲ ରେ ଜେଭଳି ଆମେ ତାଙ୍କୁ ଦେଖିବା ପାଇଁ ପାଇଛେ ସେ ପ୍ରକୃତରେ ସେହି ଭଳି ନୁହଁନ୍ତି । କିନ୍ତୁ କହିବା ପାଇଁ ଗଲେ ସେ ଖୁବ ଜୀବନ ବଞ୍ଚନ୍ତି । କିଛି କଳା କାର ଏଭଳି ଅଛନ୍ତି ।

ଯିଏ ନିଜ ଘର କଥା କିମ୍ବା ନିଜ ପରିବାର କଥା କୁ ସବୁ ଲୋକଙ୍କ ଆଗରେ କହିବା ପାଇଁ ଭଲ ପାନ୍ତି ନି ଓ କିଛି ଲୋକମାନେ ନିଜ ଜୀବନକୁ ନେଇ କଥା ହେବା ଖୁବ ପସନ୍ଦ କରନ୍ତି । ଆଜି ଆମେ ସେହି ଭଳି ଏକ ଅଭିନେତା ଙ୍କ ବିଷୟରେ କହିବା ପାଇଁ ଜାଉଛୁ । ଯାହା ସେ ଓ ତାଙ୍କ ସ୍ତ୍ରୀ ନିଜ ବିବାହର ୧ ବର୍ଷର ଖୁଶିକୁ ଅନଲାଇନ ରହି ଜାହିର କରିଛନ୍ତି ଆମେ କହିବା ପାଇଁ ଯାଉଥିବା ଅଭିନେତା ହେଉଛନ୍ତି ସନ୍ଦିପ ।

ନିଜ ଫ୍ୟାନ୍ସ ମାନଙ୍କ ର ମଧ୍ୟ ପ୍ରଶ୍ନ ର ଉତ୍ତର ଦେଇଛନ୍ତି । ତାଙ୍କୁ ପଚାରା ଯାଇଥିବା ପ୍ରଶ୍ନ ର ଉତ୍ତର ଦେଇ ସେ କହିଛନ୍ତି କି ସେ ବିବାହର ଏକ ବର୍ଷ ଖୁବ ହସି ଖେଳି ବିତାଇ ଦେଲେ ଓ ଆଗାମୀ ଦିନ ମଧ୍ୟ ଏହି ଭଳି ଭାବେ ବିତାଇବା ପାଇଁ ଚାହୁଁ ଛନ୍ତି ।

ଯଦି ଭଗାବାନ ଚାହିଁ ବେ ସେମାନେ ସାରା ଜୀବନ ଏହି ଭଳି ହସି ଖେଳି ରହିବେ । ଆଉ ଏକ ପ୍ରଶ୍ନ ର ଉତ୍ତର ଦେଇ କହିଛନ୍ତି କି କିଛି ନାହି କାଲୀ ତାଙ୍କ ଦେହ ଖରାପ ଥିଲା ତେଣୁ କରି ସେ କେବଳ ୧୨ ତା ରେ ତାଙ୍କ ସ୍ତ୍ରୀ ଙ୍କୁ ଅଭିନନ୍ଦନ କହିକି ସୋଇ ପଡିଥିଲେ ।

ତାଙ୍କ ସ୍ତ୍ରୀ ମଧ୍ୟ କିଛି ପ୍ରଶ୍ନ ର ଉତ୍ତର ଦେଇଥିଲେ ସେ କହିଥିଲେ କି ସେ ଖୁବ ଗର୍ବ ଅନୁଭବ କରନ୍ତି କି ତାଙ୍କ ସ୍ଵାମୀ ଙ୍କର କେହି ପ୍ରେମିକା ଥିଲେ । ଆଉ ଏକ ପ୍ରଶ୍ନ ର ଉତ୍ତର ଦେଇ ସେ କହିଛନ୍ତି କି ତାଙ୍କୁ ସବୁ ବେଳେ ଛୁଟି ଖୋଲା ରଖିବା ପାଇଁ ଭଲ ଲାଗେ । ଆଉ ଏକ କଥାର ଉତ୍ତର ଦେଇ ସେ କହିଛନ୍ତି କି ସେ ଖୁବ ଖୁସି ଅକହନ୍ତି କି ତାଙ୍କ ସ୍ଵାମୀ ରାତି ୧୦ ରେ ତାଙ୍କୁ ଫୁଲ ତୋଡା ଦେଇଛନ୍ତି ଆଉ କଣ ହୋଇ ପାରେ ଏହା ଠାରୁ ଭଲ ଉପହାର ।

Leave a Reply

Your email address will not be published. Required fields are marked *