ACF Soumya ଡେଥ ମିଷ୍ଟ୍ରି: ବିଦ୍ୟାଭାରତୀଙ୍କ ଚିଠିରୁ ସାମ୍ନାକୁ ଆସିଲା ଆଉ ଏକ ନାମ, ସୋମ୍ୟ ଓ ବିଦ୍ୟାଙ୍କ ଭିତରେ Akhaya କିଏ? ଦେଖନ୍ତୁ Video

ACF ସୋମ୍ୟ ଙ୍କ ମୃ-ତ୍ୟୁ ରେ ସାରା ଓଡିଶାରେ ଏବେ ଅନେକ କାହାଣୀ ଉଠୁଥିବା ବେଳେ । ଏବେ କିଛି ନୂଆ ମୋଡ ଆସୁଛି । ଏବେ କହିବା ପାଇଁ ଗଲେ ପୋ-ଲି-ଶ ସବୁ ଘର ଲୋକଙ୍କୁ ଜେରା କରିବାରେ ବ୍ୟସ୍ତ ଓ କିଛି ପ୍ରମାଣ ମଧ୍ୟ ପାଇଛି ସବୁଙ୍କ ମତ ଅଲଗା ହୋଇଛି ।

ତେବେ ନିଜ ଇଚ୍ଛା ରେ ବିବାହ ନ କରିଥିବା ରୁ କଣ ଏଭଳି କିଛି ଅଭାବନିୟ ଘଟଣା ଘଟିଛି କି ସୋମ୍ୟ ଙ୍କ ସହ । ତେବେ କହିବା ପାଇଁ ଗଲେ ସବୁ ଧୀରେ ଧୀରେ ସନ୍ଦେହ ଘେରରେ ଆସିବା ପାଇଁ ଲାଗିଲେଣି । ଏହାକୁ ନେଇ ସାମ୍ବାଦିକ ମାନେ ଅନେକ ପ୍ରଶ୍ନ ପଚାରି ବାରେ ଲାଗି ଛନ୍ତି । କିଛି ଦିନ ତଳେ ବାହରି ଥିବା ନାଲି ଫାଇଲ ଓ ପୁଣି ସ୍ତ୍ରୀ ବିଦ୍ୟାଭାରତୀ ଙ୍କ ମତ ଅନୁସାରେ ସେ ଆଉ କାହାକୁ ବିବାହ କରିବା ପାଇଁ ଚାହୁଁ ଥିଲେ ତାଙ୍କୁ ପ୍ରେମ କରୁଥିଲେ ଓ ଶେଥି ପାଇଁ ସେ ତାଙ୍କ ସ୍ତ୍ରୀ ଙ୍କୁ ସମୟ ଦେଉ ନଥିଲେ ।

କେବଳ ଏତିକି ନୁହେଁ ଏକ ହାତ ଲେଖା ଚିଠି ମଧ୍ୟ ମିଳି ଥିଲା ତାଙ୍କ ଘରୁ ଯେଉଁ ତିରେ ଅନେକ ବାର “I HATE YOU” ଲେଖା ହୋଇ ଥିଲା । ଏବଂ କୁହା ଯାଇଥିଲା କି ହେ ଭଗବାନ ମତେ ଆପଣ ଅଲଗା କରି ଦିଅନ୍ତୁ । ମୁ ଆପଣଙ୍କ ପାଖରେ ଦେବଦାଶି ହୋଇ ରହିବି । ଏଭଳି କଣ ହୋଇ ଥିଲା କି ସେ ତାଙ୍କ ସ୍ଵାମୀ ଙ୍କୁ ଏଭଳି ଘୃଣା କରୁଥିଲେ ସେ ଜାଣି ପାରୁ ନଥିଲେ । କଣ ଥିଲା କାରଣ ଏହାର ଆଜି ଯାଏ ସାମନାକୁ ଆସିନୀ ।

ଏବେ ପୁଣି ଏକ ହାତ ଲେଖା ବାହାରିଛି ପାରେଳା ଖେମୁଣ୍ଡି ଘରୁ ଯେଉଁ ତିରେ ଲେଖା ହୋଇଛି କି ଭଲ ହେଇଛି ଭଗବାନ କରନ୍ତୁ ଆହୁରି ଏଭଳି ଜଳ ତୁମେ । ମୁ ମୋ ମନ କଥା ଅକହିକି ନିଜକୁ ଅପମାନ ଦେଲି ଆହୁରି ଖାଲି ମନରେ ରାଗ ହିନ ଅଛି । ବାହାରକୁ ଦେଖାଇବା ପାଇଁ ଖାଲି ଭଲ । ଆଉ ମଧ୍ୟ ଲେଖି ଥିଲେ କି ଆଜି ତୁମର ମେଜରୀଟି ଅଛି କାଲୀ ମୋର ବିଏଚଆଇ ରହିବ ।

କିନ୍ତୁ ତୁମକୁ ଏଭଳି ଭାବେ ଦେଖିକି ମୁ ଖୁବ ଖୁଶି ଅନୁଭବ କରୁଛି । ଏହି ଭଳି କିଛି ଲେଖିଥିଲେ ସ୍ତ୍ରୀ । ମତେ ଅକ୍ଷୟର ଷ୍ଟାଟସ ଦେବକୀ ତୁମେ କହିଥିଲ ମତେ ଦେଖାଇବା ବୋଲି । ଆହୁରି କଥା ଅଛି ପରେ କହିବି ।

ତେବେ ଏହି ଅକ୍ଷୟ ଜଣକ କିଏ ଓ ବିଦ୍ୟାଙ୍କ ସହ ତାଙ୍କ ସମ୍ପର୍କ କଣ ଅଟେ ଜାଣିବା ପାଇଁ ଚାହାଁନ୍ତି ପୋ-ଲି-ଶ ଓ ସୋମ୍ୟ ଙ୍କ ଘର ଲୋକ ଙ୍କ ସହ ଅନେକ ତାଙ୍କ ଭାଇ ମଧ୍ୟ ଜାଣିବା ପାଇଁ ଚାହିଁ ଛନ୍ତି କିଏ ୟେ ଓ କଣ ସମ୍ପର୍କ ଅଛି ତାଙ୍କ ପରିବାର କିମ୍ବା ବିଦ୍ୟା ଙ୍କ ସହ ଏହି ଯୁବକ ଙ୍କର ।

Leave a Reply

Your email address will not be published. Required fields are marked *