ଯିଏ ଏହି ୫ଟି ପାପ କରିଥାଏ ସିଏ ସାରା ଜୀବନ ଗରିବ ହିଁ ରୁହେ, ମହାଦେବ ଦିଅନ୍ତି ଦଣ୍ଡ-Shiv Puran

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ମହାଦେବ ନିଜ ଭକ୍ତ ମାନଙ୍କ ଉପରେ ନିଜ କୃପା କରିବା ପାଇଁ କେବେ ପଛେଇ ନଥାନ୍ତି ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ସଂସାର ମଙ୍ଗଲ ପାଇଁ ଆଉ ସଂସାରକୁ ଜୀବନ ଦାନ ଦବା ପାଇଁ ଭଗବାନ ଶିବ ବି-ଷ ପିଇଥିଲେ ।

କିନ୍ତୁ କିଛି ଲକ୍ଷଣ ମଣିଷର ଭଗବାନ ଶିବଙ୍କୁ ଜମା ପସନ୍ଦ ହୋଇ ନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ମଣିଷ ବହୁତ ବଡ ପାପ ର ଭାଗ୍ୟ ହୋଇଥାଏ ଆଉ ଜୀବନ ସାରା ଦରିଦ୍ର ହୋଇ ରହିଥାଏ, କଣ ଆପଣ ଏହି ଭୁଲ କରୁଛନ୍ତି କି ?

୧. ଭଗବାନ ଶିବ ସମସ୍ତଙ୍କୁ ଏକାଶମାନ ଦେଖନ୍ତି ତେବେ ଯେଉଁ ମଣିଷ ନିଜ ଘରେ ଆସିଥିବା ଅତିଥିକୁ ଭୋଜନ ଦେଇ ନଥାଏ ଅବା ତା ଘରେ ସବୁ ଥାଇ ମଧ୍ୟ ଦୁଃଖୀ କୁ ନ ଦେଇ ନିଜ ଲୋକଙ୍କ ସହ ସେହି ଭୋଜନ ଆନନ୍ଦ ନେଇ ଥାଏ ସେହି ମଣିଷକୁ ମାତା ଅନ୍ନପୂର୍ଣାଙ୍କ ପାପ ଲାଗିଥାଏ ଏହି ଭଳି ମଣିଷ ଖାଇବାକୁ ପାନ୍ତି ନାହିଁ ।

୨. ଯେଉଁ ବ୍ୟକ୍ତି ବିନା କାରଣରେ ନିର୍ଜୀବ ପ୍ରାଣୀ ମାନଙ୍କୁ ମାରିଥାନ୍ତି ବା ତାଙ୍କୁ ହଇରାଣ କରିଥାନ୍ତି ତାଙ୍କୁ ଭଗବାନ ଶିବ ଦଣ୍ଡ ଦେଇଥାନ୍ତି ଆଉ ଗାଈ ଆଉ ଶଣ୍ଢକୁ ଯିଏ ବାଡେଇଥାଏ ବା ଭୋଜନ ଦେଇନଥାଏ ସେହି ବ୍ୟକ୍ତିକୁ ଭଗବାନ ପାପୀ ଭଳି ଘୋର ଦଣ୍ଡ ଦିଅନ୍ତି ।

୩. ଯେଉଁ ମଣିଷ ଅନ୍ୟ ମାନଙ୍କ ଧନ ଛଡେଇ ତା ଉପରେ ନିଜର ଅଧିକାର କରିଥାଏ ସେହି ବ୍ୟକ୍ତି ବହୁତ ଦିନ ପର୍ଯ୍ୟନ୍ତ ସେହି ଧନ ସୁଖ ପାଇ ନଥାଏ ତା ଜୀବନରେ ବହୁତ ଶୀଘ୍ର ଅନ୍ଧକାର ଆସିଥାଏ ଆଉ ସେ ନିଜ ଜୀବନରେ ବହୁତ ଦୁଃଖ ପାଇଥାଏ ।

୪. ଯେଉଁ ପୁରୁଷ ନିଜ ସ୍ତ୍ରୀ ଥାଉ ଥାଉ ଅନ୍ୟ ମହିଳା ବା ସ୍ତ୍ରୀ ଉପରେ ନଜର ପକାଇଥାଏ ତାକୁ ଘୋର ପାପ ଲାଗିଥାଏ ତେବେ ଯେଉଁ ସ୍ତ୍ରୀ ନିଜ ସ୍ଵାମୀ ଥାଉ ଥାଉ ଅନ୍ୟ ପୁରୁଷ ଉପରେ ନଜର ପକାଇଥାଏ ସେହି ବ୍ୟକ୍ତି ଜୀବନ ନର୍କ ହୋଇଥାଏ ଆଉ ଜୀବନରେ କେବେ ଶାନ୍ତି ଅନୁଭବ କରି ପାରନ୍ତି ନାହିଁ ।

୫. ଯେଉଁ ବ୍ୟକ୍ତି ନିଜ କାମ ବାହାର କରିବା ପାଇଁ ସବୁବେଳେ ମିଛ କହିଥାଏ ସେହି ବ୍ୟକ୍ତି ଦିନେ ନିଜ ମିଛ ପାଇଁ ଏଭଳି ଫସିଥାଏ ଯେ ସବୁ କିଛି ତାକୁ ହରାଇବାକୁ ପଡିଥାଏ, ତେବେ ଆପଣ କେବେ ଭୁଲରେ ବି ଏହି ଭଳି କାମ କରିବେ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *