ଏହାକୁ ବାଟି ଦାନ୍ତ ମୂଳରେ ଲଗେଇ ଦିଅନ୍ତୁ, ଦାନ୍ତର ପୋକ କାଟିବା ଭଲ ହୋଇଯିବ- Health Tips

ମଣିଷ ଜୀବନରେ ବହୁତ ପ୍ରକାର ସମସ୍ଯା ଆସିଥାଏ କାରଣ ସେ ନିଜେ ହୋଇଥାଏ । କେତେବେଳେ ନିଜର ଖରାପ ଖାଦ୍ୟପେୟ ପାଇଁ ତ କେତେବେଳେ ନିଜର ଆଳସ୍ୟ ଲାଗି । ଆଉ ତା ମଧ୍ୟରୁ ଗୋଟିଏ ସମସ୍ଯା ହେଉଛି ଦାନ୍ତ ପୋକ କାଟିବା ।

ଦାନ୍ତ ପୋକଟିବାର ବହୁତ ସାରା କାରଣ ଥାଏ । ବହୁତ ଲୋକ ଥାନ୍ତି ବ୍ରସ କରନ୍ତି ନହିଁ ସେମି ଖାଦ୍ଯ ଖାଇ ଦେଇଥାନ୍ତି । ଆଉ ଖାଦ୍ଯ ଦାନ୍ତରେ ବହୁତ ପର୍ଯ୍ୟନ୍ତ ରହି ତା ଭିତରେ ପଚି ଦାନ୍ତକୁ ମଧ୍ୟ ଖରାପ କରିଥାଏ । ଦାନ୍ତକୁ ସୁସ୍ଥ ରଖିବା ପାଇଁ ଆମକୁ ଖାଇ ସାରିବା ପରେ ଆଉ ପୂର୍ବରୁ ମାନେ ଦିନକୁ ଦୁଇଥର ବ୍ରସ କରିବାର ଅଛି ।

ନହେଲେ ଦାନ୍ତ ବହୁତ ଶୀଘ୍ର ଖରାପ ହୋଇଯିବ । ଆଉ ପୋକ କାଟିବା ଭଳି ସମସ୍ଯା ଦେଖା ଜୀବ । ଦାନ୍ତ ପୋକ କାଟିବା ବହୁତ ଜୋର ଯନ୍ତ୍ରଣା ହୋଇଥାଏ ,ଯାହା ମଣିଷକୁ ଅସହ୍ୟ କରି ଦେଇଥାଏ । ବହୁତ ବହୁତ ଲୋକ ଥାନ୍ତି ଚକଲେଟ ଖାଇବା ପରେ ମୁହଁ ଧୋଇ ନଥାନ୍ତି । ଏହା ଦ୍ଵାରା ଦାନ୍ତକୁ ବହୁତ କ୍ଷତି ପହଞ୍ଚାଇ ଥାଏ । ଶେଥି ଲାଗି ଆଜି ଆମେ ଗୋଟିଏ ଘରୋଇ ଉପଚାର ମାଧ୍ୟମରେ ଦାନ୍ତର କଷ୍ଟକୁ ଦୂର କରି ପାରିବା ପୋକ କଟା ମଧ୍ୟ ବନ୍ଦ ହୋଇଯିବ ।

ବନ୍ଧୁଗଣ ଯଦି ଆପଣଙ୍କ ଦାନ୍ତ ପୋକ ଖାଉଛି ଆଉ ଯଦି ପୋକ ଖାଇବା ଫଳରେ ବହୁତ ଅଧିକ କଷ୍ଟ ହେଉଛି । ତେବେ ଆଉ ଜମରୁବି ଡରନ୍ତୁ ନହିଁ । ଆମେ ଆପଣଙ୍କୁ ବହୁତ ସହଜ ଘରୋଇ ଉପଚାର ବିଷୟରେ ବତେଇବୁ । ଯାହା ଦ୍ଵାରା ଆପଣଙ୍କ ଦାନ୍ତ ପୋକ କଟିବାରୁ ରକ୍ଷା ପାଇବେ ଓ ଦାନ୍ତରେ ଆରାମ ମିଳିବ । ଆପଣ ଏମିତି ଗୋଟିଏ ଛୋଟ ଅଦା ନିଅନ୍ତୁ । ଆଉ ଏହାକୁ କୌଣସି ଜିନିଷ ସାହାର୍ଯ୍ୟରେ ଭଲ ଭାବରେ ଛେଚି ଦିଅନ୍ତୁ ।

ଭଲସେ ଛେଚିଲା ପରେ ଦାନ୍ତ ଯେଉଁ ଜାଗାରେ ପୋକ କାଟିଛି ସେଥିରେ ଅଦା ଛେଚାକୁ ଲଗାଇ ରଖନ୍ତୁ । ଯେତେ ପର୍ଯ୍ୟନ୍ତ ହେବ ସେତେ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଦେଖିବେ ଆପଣଙ୍କ ଦାନ୍ତରେ ପୋକ କାଟିବା ଭଳି କେବେବି ଦେଖାଯିବନି । ଆଉ ଆପଣଙ୍କ ଦାନ୍ତରେ ପୋକ କାଟିବା କାରଣରୁ ଯେଉଁ କଷ୍ଟ ହେଉଥିଲା ତାହା ମଧ୍ୟ ଦୂର ହୋଇଯିବ । ଯଦି ଆମର ଲେଖାଟି ଆପଣଙ୍କୁ ଭଲ ଲାଗିଛି ତାକୁ ଲଇକ ଆଉ ଶେୟାର କରନ୍ତୁ । ଆଉ ଏମିତି ଭଲ ଭଲ ଲେଖା ପଢିବା ପାଇଁ ଆମ ସହିତ ଏମିତି ଥାନ୍ତୁ ।

Leave a Reply

Your email address will not be published. Required fields are marked *