ଅଞ୍ଜନା ଓମ କଶ୍ୟପ ଏବଂ ରୋହିତ ସରଦାନାଙ୍କ ମଧ୍ୟରେ କିଏ ଅଟେ ଅଧିକ ଧନୀ?

ଆପଣ ମାନେ ସମସ୍ତେ ଅଞ୍ଜନାଙ୍କୁ ଆଯ ତକ ନ୍ଯୁଜ ଚେନେଲରେ ତାଙ୍କ ଉ-ଗ୍ର ସ୍ଵଭାବରେ ଦେଖିବାକୁ ପାଇଥିବେ, ସେ ବଡ ବଡ ଲୋକଙ୍କ ସହ ବହୁତ ନୀ-ଡ-ର ହୋଇ କଥା କୁହନ୍ତି । ଅଞ୍ଜନା କେବେ କାହାକୁ ଡ-ଋ ଯାଇ ନିଜ କାମରେ ହେଳା କରିବାର ଦେଖା ଯାଇ ନାହିଁ ତେବେ ବଡ ବଡ ଷ୍ଟାର ମଧ୍ୟ ତାଙ୍କୁ ଡ-ର-ନ୍ତି କାହିଁକିନା ତାଙ୍କ ପାଖରେ ସମସ୍ତଙ୍କ ପାଇଁ କିଛି ନା କିଛି ପ୍ରଶ୍ନ ରହିଥାଏ ।

ତେବେ ଅଞ୍ଜନାଙ୍କ ଜନ୍ମ ଝାଡ଼ଖଣ୍ଡରେ ହୋଇଥିଲା ଏହା ପରେ ସେ ତାଙ୍କ ସ୍କୁଲ ଆଉ କଲେଜ ପାଠ ଝାରଖଣ୍ଡରେ କଋଥିଲେ ଯାହା ପରେ ସେ ୨୦୦୩ରେ ଦୂରଦର୍ଶନରେ କାମ ପାଇଥିଲେ କିନ୍ତୁ ସେହି ବର୍ଷ ସେ ଦୂରଦର୍ଶନ ଠାରୁ ରି-ଜା-ଇ-ନ କରି ଜି ନ୍ଯୁଜରେ ଡେସ୍କ ରିପୋର୍ଟଅର ଭାବରେ କାମ କରିବା ଆରମ୍ଭ କଲେ ଯାହା ପରେ ୫ ବର୍ଷ କାମ କରିବା ପରେ ସେ ଜି ନ୍ଯୁଜ ଛାଡି ଆଯ ତକ ଅଫର ମାନିଲେ ଆଉ ଆଯ ତକରେ ଆସି ସତ୍ୟ ଉପରୁ ପର୍ଦା ଉଠେଇବାର କାମ କଲେ । ସେ ବହୁତ କ-ଠୋ-ର କଥା କୁହନ୍ତି ଆଉ କାହାକୁ ବି ପ୍ରଶ୍ନ କରିବାକୁ କେବେ ଡ-ର-ନ୍ତି ନାହିଁ ।

ଅଞ୍ଜନା ନିଜ ଫେସବୁକ ଏକାଉଣ୍ଟରେ ନିଜ ପରିବାର ଆଉ ନିଜ ଘର ଫଟୋ ସବୁବେଳେ ଶେୟର କରିଥାନ୍ତି । ତେବେ ବରତମା ପର୍ଯ୍ୟନ୍ତ ଅଞ୍ଜନାଙ୍କ ପାଖରେ ୫୧ କୋଟି ସମ୍ପତ୍ତି ହୋଇ ଯାଇଛି । ତାଙ୍କ ଘର ଆଉ ଗାଡି ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ । ତେବେ ରୋହିତ ସରଦାନାଙ୍କ ବିଷୟରେ ଆପଣ ଏହା ଜାଣିଥିବେ ଯେ କିଛି ଦିନ ତଳେ ତାଙ୍କର କ-ରୋ-ନା ଓ ହାର୍ଟ ଅ-ଟା-କ ଦ୍ଵାରା ନି-ଧ-ନ ହୋଇ ଯାଇଛି ।

ତେବେ ରୋହିତ ସରଦାନାଙ୍କ ଜନ୍ମ ହରିୟାନାର କୁ-ରୁ-କ୍ଷେ-ତ୍ର ସହରରେ ଗୋଟେ ମଧ୍ୟମ ବର୍ଗ ପରିବାରରେ ହୋଇଥିଲା । ସେ ନିଜ ସ୍କୁଲ ଆଉ କଲେଜ କୁରୁକ୍ଷେତ୍ରରେ କରିଥିଲେ ଏହା ପରେ ଅଧିକ ପାଠ ପାଇଁ ବାହାରକୁ ଯାଇଥିଲେ । ତେବେ ସେ ରେଡିଓ ଷ୍ଟେସନରୁ ତାଙ୍କ କେରିଆର ଆରମ୍ଭ କରିଥିଲେ ଏହା ପରେ ଜି ନ୍ଯୁଜ ରେ କାମ କଲେ ଝା ପରେ ସେ ଆଯ ତକରେ ଦ-ଙ୍ଗ-ଲ ନାମକ ଡି-ବେ-ଟ ସୋ’ରେ ଏଙ୍କର ଥିଲେ ।

ଏହା ଛଡା ସେ ଅନ୍ୟ କିଛି ଷୋ ଏଙ୍କାରିଙ୍ଗ କରୁଥିଲେ । ତେବେ ବର୍ତମାନ ପର୍ଯ୍ୟନ୍ତ ତାଙ୍କ ସମ୍ପୂର୍ଣ ସମ୍ପତି ୧୫ କୋଟି ଟଙ୍କାର ଅଛି । ତେବେ ଦୁଇ ପତ୍ରକାର ନିଜ ନିଜ ସ୍ଥାନରେ ବହୁତ ଭଲ ଅଛନ୍ତି ତେବେ ରୋହିତଙ୍କୁ ହରେଇବାର ସମସ୍ତଙ୍କୁ ବହୁତ ଦୁଃଖ ଅଛି ଆଉ ତାଙ୍କ ପରିବାର ଦୁଃଖ କିଛି କମ ହେଉ ତାହା ପାଇଁ ସମସ୍ତେ ଆସା କରୁଛନ୍ତି । ରୋହିତ ନିଜ ଦୁଇ ଝିଅଙ୍କୁ ବହୁତ ଭଲ ପାଉଥିଲେ ଦୁଇ ଝିଅ ତାଙ୍କ ଜୀବନ ଥିଲେ ।

Leave a Reply

Your email address will not be published. Required fields are marked *