୨୦୨୧ ମାଳିକା ଭବିଷ୍ୟବାଣୀ : 2021 ମସିହା ଜୁନ ମାସରୁ ଡିସେମ୍ବର, ଆଗକୁ କଣ ସବୁ ଘଟିବ…

ମାଳିକାରେ ଲେଖା ହୋଇଥିବା ପଦ ପଦ ସତ ହବାର ଆମେ ନିଜ ଆଖି ଆଗରେ ଦେଖୁଛୁ ତେବେ ଆଜିର ଯେଉଁ ପରିସ୍ଥିତି ଅଛି ତାହା ବିଷୟରେ ମାଳିକାରେ ବହୁତ ଆଗରୁ ଲେଖା ହୋଇଛି । କଣ ଆପଣ ମାନେ ଜାଣିଛନ୍ତି ବହୁତ ଲୋକ ଏହା ଭାବନ୍ତି ଯେ ଆମ ପା-ପ କରୁଛୁ କିନ୍ତୁ କେହି ଦେଖି ପାରୁ ନାହାନ୍ତି କିନ୍ତୁ ସତ ଏହା ଅଟେ ଯେ ମହା ପ୍ରଭୁ ଶ-ବୁ କିଛି ଦେଖୁଛନ୍ତି ଆଉ ସେ ସମସ୍ତଙ୍କ ପା-ପ ପୂଣ୍ୟ ମାପ ଦ-ଣ୍ଡ ରଖିଛନ୍ତି ।

ତେବେ ମାଳିକାରେ ଆଗରୁ ଲେଖା ହୋଇଥିଲା ମଣିଷ ତୁଣ୍ଡି ବାନ୍ଧି ବୁଲିବ ଆଉ ପଶୁ ପକ୍ଷୀ ମାନେ ସ୍ଵତନ୍ତ୍ର ହୋଇ ବୁଲିବେ, ତେବେ କୋ-ରୋ-ନା-ରେ ଠିକ ତାହା ହି ହେଉଛି ଜୀବ ଜନ୍ତୁ ମାନଙ୍କୁ କିଛି ହେଉ ନାହିଁ କିନ୍ତୁ ହଜାର ହଜାର ମଣିଷ ଏହି ମ-ହା-ମା-ରୀ ଶି-କା-ର ହେଉଛନ୍ତି ।

ତେବେ କ-ରୋ-ନା ଭଳି ରୋ-ଗକୁ ମାଳିକାରେ ମ-ହା-ମା-ରୀ ବୋଲି କୁହା ଯାଇଛି । ତେବେ ମାଳିକାରେ ଲେଖା ହୋଇଛି ” ଆଜି ଯିଏ ଜୀବ ଶ-ବ ବୋହି, କାଲୀ ପାଲଟି ଜୀବ ସେ ଶ-ବ ହୋଇ” । ଏହାର ଅର୍ଥ ଆଜି ଯିଏ କାହା ଶ-ବ ବୋହିବାକୁ ଯାଇଥିବ କାଲୀ ତା ନି-ଧ-ନ ହବ ବୋଲି ମାଳିକାରେ ଲେଖା ହୋଇଛି ତେବେ କ-ରୋ-ନା ସମୟରେ ଠିକ ତାହା ହିଁ ହେଉଛି ଯିଏ କ-ରୋ-ନା ରୋ-ଗୀ ପାଖକୁ ଗଲା ବା ଶ-ବ ବୋହିଲା ତାକୁ କାଲୀ ଦୂନନିଆ ଛାଡି ଯିବାକୁ ପଡୁଛି ।

ଏମିତିକା ସମୟ ଆସିଛି ବାପା ପୁଅ ବା ମା ବା ନିଜ ପରିବାର ଲୋକ କାହାର ମୁହଁ ଅ-ନ୍ତି-ମ ବେଳାରେ ମଧ୍ୟ କେହି ଦେଖି ପାରୁ ନାହାନ୍ତି କାହିଁକିନା ଶ-ବ ପାଖକୁ ଯିଏ ଜୀବ ତା ନି-ଧ-ନ ମଧ୍ୟ ନିଶ୍ଚିନ୍ତ ହେଉଛି । ତେବେ ବିନା ଅ-ନ୍ତି-ମ ସଂ-ସ୍କା-ର ସହ ସହ ଲୋକଙ୍କୁ ପୋଡା ଯାଉଛି । ତେବେ ମାଳିକାରେ ଏହା ମଧ୍ୟ କୁହା ଯାଇଛି ଯେ ଅନ୍ୟ ମାନଙ୍କ ଜୀବନ ବଞ୍ଚାଇବା ଲୋକ ନିଜକୁ ରକ୍ଷା କରି ପାରିବେ ନାହିଁ ।

ତେବେ ଡକ୍ଟର ଓ ବୈଜ୍ଞାନିକ ମାନେ ଅନ୍ୟ ମାନଙ୍କ ରୋ-ଗ ବଞ୍ଚାଇଥାନ୍ତି କିନ୍ତୁ ବର୍ତମାନ ସହ ସହ ଡକ୍ଟର ମାନଙ୍କ ନିଧନ ହେଇ ଯାଉଛି ଆଉ ତାଙ୍କୁ କେହି ବଞ୍ଚାଇ ପାରୁ ନାହାନ୍ତି । ଏହା ଛଡା ମାଳିକାରେ କୁହା ଯାଇଛି ” ଇନ୍ଦ୍ର ନ ବର୍ଷିବେ କୃଷି ହାନି ହବ, ମାଟି ଫାଟି ଆକାଶ ଦେଖିବ” ଏହାର ଅର୍ଥ ବର୍ଷା ହବ ନାହିଁ ଆଉ ଯଦି ହବ କା-ଳ ବାଇଶାଖୀ ହବ ଯାହା ମଣିଷ ଆଉ ଧରା ପାଇଁ ବି-ପ-ଦ ଆଣିବ । ତେବେ କା-ଳ ବାଇଶାଖୀ ପରେ ମାଟି ଏତେ ଶୁଖିଯିବ ଯେ ଚାଷୀ ମାନେ ମଧ୍ୟ ଅସହାୟ ହୋଇବେ ଲୋକଙ୍କୁ ଖାଇବାକୁ ମିଳିବ ନାହିଁ ମାଟି ଫା-ଟି ଆଁ କରିବ ଯାହା ଉପରେ ଚାଷ କରିବା ଅସମ୍ଭବ ହବ ।

“ସ୍ଥାନେ ସ୍ଥାନେ ଭୂମି କ-ମ୍ପ ହବ, ଭୁଷୁଡିବ କୋଠା ବାଡି, ଚୋର ଡକାୟତ ଖ-ଣ୍ଟ ମାନେ ଆସି, ଲଗାଇବେ ଲମ୍ବା ଧାଡି” ଏହାର ଅର୍ଥ ହଜାର ହଜାର ଲୋକଙ୍କ ଇଧନ ଭୂମି କମ୍ପ ଦ୍ଵାରା ହବ, କେତେକ ଜାଗାରେ ଭୂମି କମ୍ପ ହବ ଆଉ ତା ପରେ ସେହି ଭୁ-ଶୁ-ଡା ଘରୁ ଧନ ଅର୍ଜନ କରିବା ପାଇଁ ଚୋର ମାନେ ଆସିବେ କିନ୍ତୁ ମଣିଷ ଜୀବନ ରକ୍ଷା ପାଇଁ କେହି ଆଶ-ବେ ନାହିଁ ।

Leave a Reply

Your email address will not be published. Required fields are marked *