କଳିଯୁଗ ଶେଷ ହେବା ପାଖେଇ ଆସିଲା କି ? ମାଡି ଆସିଲା ମହା ବିପଦ- Malika Bichara

ସମାଜରେ ପା-ପ ଯେତେ ବଢି ବଢି ଯାଉଛି ନୂଆ ନୂଆ ଭ-ୟ-ଙ୍କ-ର ରୋ-ଗ ମଧ୍ୟ ଲୋକଙ୍କୁ ମାଡି ମାଡି ଯାଉଛି ତେବେ ବହୁତ ଲୋକଙ୍କ ମନରେ ଏହି ଆଶଙ୍କା ଅଛି ଯେ କଣ କ-ରୋ-ନା କଳିଯୁଗ ଅ-ନ୍ତ ପାଇଁ ଆସିଛି ତେବେ କୁହା ଯାଉଛି ଯେ ଶାସ୍ତ୍ର ଅନୁଯାଇ କଳିଯୁଗ ଅ-ନ୍ତ ଏହି ଭଳି ଲେଖା ହୋଇ ନାହିଁ । କଳିଯୁଗର ଅ-ନ୍ତ ବିଷୟରେ ବହୁତ କିଛି ଲକ୍ଷଣ କୁହା ଯାଇଛି ଯାହା ଏବେ ଆସି ନାହିଁ ।

କ-ରୋ-ନା କେବଳ ଦେଖାଉଛି ଯେ ମଣିଷ ପ୍ରକୃତିକୁ ଯାହା ଦେଇଛି ପ୍ରକୃତି ତାକୁ ଠିକ ସେଇଆ ଫେରାଉଛି । ତେବେ ଜୀବ ଜନ୍ତୁ ମାନଙ୍କୁ କିଛି ହେଉ ନାହିଁ କିନ୍ତୁ ହଜାର ହଜାର ଲକ୍ଷ୍ୟ ଲକ୍ଷ୍ୟ ଲୋକ କ-ରୋ-ନାରେ ମୃ-ତ୍ୟୁ ପାଉଛନ୍ତି । ତେବେ ଆସନ୍ତୁ କଳିଯୁଗ ଅ-ନ୍ତ ବେଳେ ଏହି ଦୁନିଆ କେମିତି ହୋଜିବ ।

୧. କୁହା ଯାଇଛି ଯେ କଳିଯୁଗ ଅ-ନ୍ତ ବେଳେ ମଣିଷ ଜୀବନ କେବଳ ୨୦ ବର୍ଷର ହୋଇଯିବେ । ଏହି ସମୟରେ ମହିଳା ମାନେ କେବଳ ୫ ବର୍ଷ ବୟସରେ ଛୁଆକୁ ଜନ୍ମ ଦେବେ, ଏହା ଛଡା ପୁରୁଷ ବା ସ୍ତ୍ରୀ ସମସ୍ତଙ୍କ ଉଚ୍ଚ ବହୁତ କମ ରହିବ । ସେହି ସମୟରେ ସମସ୍ତେ ବାମନ ହୋଇ ବୁଲିବେ । କେବଳ ୨୦ ବର୍ଷ ବୟସ ପାଇ ମଣିଷ ଜୀବିତ ରହିବ ତାହା ପରେ ଦେ-ହା-ନ୍ତ ପାଇବ ।

୨. କଳିଯୁଗ ଅ-ନ୍ତ ସମୟରେ କେହି କିଛି ଧାର୍ମିକ କାର୍ଯ୍ୟ କରିବେ ନାହିଁ ଭଗବାନ ବୋଲି କେହି ଚିହ୍ନିବାକୁ ଜାଣିବେ ନାହିଁ । ଏହା ଛଡା କେହି ଧର୍ମ ବିଷୟରେ କିଛି ଜାଣିବ ନାହିଁ ସବୁ ଆଡେ ଲୋକ କେବଳ ଅଧର୍ମ କରିବେ, ଅନ୍ୟ ମାନଙ୍କ ଜୀବନ ନବା ଲୋକଙ୍କ ପାଇଁ ବହୁତ ସହଜ କାମ ହୋଇବ ।

୩. ଅନ୍ନ ମିଳିବ ନାହିଁ ଲୋକ ଅଳସୁଆ ହୋଇବେ ବର୍ଷା ହବ ନାହିଁ ଚାଷୀ ଚାଷ କରିବେ ନାହିଁ ଖାଇବା ପାଇଁ ଲୋକଙ୍କ ପାଖରେ ଅନ୍ନ ରହିବ ନାହିଁ ସମସ୍ତେ କେବଳ ମାଂ-ସ ଖାଇବେ ଆଉ ଅଧର୍ମ କରି ଲୋକଙ୍କ ଜୀବନ ନଷ୍ଟ କରିବା ବିଷୟରେ ବିଚାର କରିବେ । ତେବେ କଳିଯୁଗ ଅ-ନ୍ତ ବେଳେ ଗାଈ ନଥିବେ ଆଉ ଯଦି ଥିବେ ତେବେ କ୍ଷୀର ଦେବେ ନାହିଁ କାହିଁକିନା ଗାଈ କ୍ଷୀର ପବିତ୍ର ହୋଇଥାଏ ।

୪. କଳିଯୁଗ ଅ-ନ୍ତ ସମୟରେ କେହି ଶାସ୍ତ୍ର ବିଷୟରେ କିଛି ଜାଣିବେ ନାହିଁ, ଶାସ୍ତ୍ର ଜାଣିବା ପାଇଁ ମଧ୍ୟ ନଥିବ । ତେବେ କ-ରୋ-ନା ଆମକୁ ଏହା ଦେଖାଉଛି ଯେ ମଣିଷ ଯେତେ ପା-ପ କରି ଚାଲିବ ଭଗବାନ ପା-ପ ସହ ମଣିଷକୁ ମଧ୍ୟ ନଷ୍ଟ କରି ଚାଲବେ ।

୫. କଳିଯୁଗ ଅ-ନ୍ତ ସମୟରେ ସ୍ତ୍ରୀ ପୁରୁଷକୁ କିଛି ଭାବ ନାହିଁ ତାର ସମ୍ମାନ କରିବ ନାହିଁ ସ୍ତ୍ରୀ କଥାରେ ପଡି ସ୍ଵାମୀ ନିଜ ଜୀବନ ନିଜେ ନ-ର୍କ ବନାଇବ । ସ୍ତ୍ରୀ କ-ଠୋ-ର ଆଉ ଅପଶବ୍ଦରେ ସମସ୍ତଙ୍କୁ ଗା-ଳି କରିବ ଶିଶଠାଚାର ବୋଲି କିଛି ଜିନିଷ ରହିବ ନାହିଁ ।

Leave a Reply

Your email address will not be published. Required fields are marked *