Anubhab ଭଲ ପାଇବାକାଉ ନେଇ କହିଥା କଥା ଉପରେ ଯବାବ ଦେଲେ Barsha, କହିଲେ “ମୁଁ ବି ଭଲ ପାଉଥିଲି” କିନ୍ତୁ… ଦେଖନ୍ତୁ Video

ଓଲିଉଡ ଭି ବଲିଉଡ ଠାରୁ ପଛରେ ନ ରହି ଅନେକ କିଛି ଉନ୍ନତି କରି ସାରିଲାଣି । ଅନେକ ନୂଆ ଚଳଚିତ୍ର ଅନେକ ନୂଆ ଚେହେରା ଆଶିବାରେ ଲାଗିଛି ଏବେ ଦେଖିବା ପାଇଁ ଗଲେ କିଛି ଏଭଳି ଭି କୁହା ଯାଉଛି କି ଓଲିଉଡ ଓ ବଲିଉଡ ଭିତରେ କିଛି ଫରକ ନାହି ।

ଓଲିଉଡ ଜଗତର ଏକ ଲୋକ ପ୍ରିୟ ଯୋଡି ଯାହା କୁ ଦର୍ଶକ ମାନେ ଏହି ଯୋଡିକୁ ପସନ୍ଦ କରିଥିଲେ । ମାତ୍ର କିଛି ଏଭଳି ଯୋଡି ମଧ୍ୟ ଅଛି ଯେଉଁ ମାନେ ଆଜି ଯାଏ ବିବାହ କରି ନାହାଁନ୍ତି କିନ୍ତୁ ସେମାନଙ୍କ ଯୋଡି କେବଳ ପରଦା ଯାଏ ସୀମିତ । କହିବା ପାଇଁ ଗଲେ ଆମେ ଯେଉଁ ଯୋଡି ବିଷୟରେ କହିବା ସେହି ଯୋଡି କୁ ଦର୍ଶକ କେବଳ ପରଦାରେ ନୁହେଁ ବରଂ ପ୍ରକୃତ ଜୀବନରେ ମଧ୍ୟ ଖୁବ ପସନ୍ଦ କରୁଥିଲେ ।

ଏହି ଦୁଇ ଯୋଡି ହେଉଛନ୍ତି ଅନୁଭବ ଓ ବର୍ଷା । ଦୁଇ ଜଣ ବିବାହ କରିବା ପାଇଁ ସ୍ଥିର କରିଥିଲେ ୨୦୧୪ ସମ୍ପୂର୍ଣ ରୀତି ନୀତିରେ ଦୁହେଁ ଦୁହିଁଙ୍କ ଜୀବନ ସାଥି ହୋଇଥିଲେ । ମାତ୍ର କିଛି ଦିନ ପରେ ଦୁଇଜଣ ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଓ ସେମାନେ ଦୁହେଁ ପରସ୍ପର ଠାରୁ ଅଲଗା ରହିବା ପାଇଁ ନିସ୍ପତି ନେଇଥିଲେ । କେବଳ ସେତିକି ନୁହେଁ ଦୁହେଁ ଉଭୟଙ୍କ ଉପରେ କିଛି ଆରୋପ ମଧ୍ୟ ଲଗାଇ ଥିଲେ ।

ମାତ୍ର ବର୍ଷା ନିଜର ସବୁ ଆରୋପ କୁ ସ୍ଵୀକାର କରିବା ସହ ଅନୁଭବ ଙ୍କ ସହ ରହିବା ପାଇଁ ଇଛା କରୁଥିବା ବେଳେ । ଅନୁଭବ ଏହାକୁ ଆଉ ମାନିବା ପାଇଁ ପ୍ରସ୍ତୁତ ନୁହେଁ କି ସେ ପୁଣି ବର୍ଷା ଙ୍କ ସହ ବିବାହ ଜୀବନ ରେ ଆଗକୁ ଯିବେ । ସେ ବର୍ଷା ଙ୍କ ପାଖରୁ ସବୁ ଦିନ ପାଇଁ ଦୂରେଇ ଯିବା ପାଇଁ ଚାହୁଁ ଛନ୍ତି । ଦୁଇ ଜଣ ଙ୍କ ମନର କଥା ଏବେ ରାସ୍ତାରେ ପଡି ଖୁବ୍ ଚର୍ଚ୍ଚାରେ ଆସିଲାଣି ।

ଅନୁଭାବ କହିଛନ୍ତି କି ସେ ବର୍ଷା ଙ୍କୁ ଖୁବ ଭଲ ପାନ୍ତି ମାତ୍ର ସେ ଯେଉଁ ଭଳି ଭାବେ ତାଙ୍କ ଉପରେ ସଙ୍ଗିନ ଆରୋପ କରିଛନ୍ତି ସେ ଆଉ କେବେବି ପ୍ରେମ ଉପରେ ଭରଷା କରି ପାରିବେ ନି । ଦୁଇ ଜଣ ନିୟମିତ ଭାବେ ଏବେ କୋର୍ଟ ରେ ମଧ୍ୟ ହାଜିରା ଦେଉ ନାହାନ୍ତି । ଜଣେ ଗୋଟେ ଡି ଅନ୍ୟ ଜଣେ ଅନୁପସ୍ଥିତ ରହୁଛି । ଆର ପାଖରେ ବର୍ଷା ନିଜ ବ୍ୟକ୍ତିଗତ ଜୀବନକୁ ନେଇକି କିଛି କହିବା ପାଇଁ ଚାହୁଁ ନାହାଁନ୍ତି ।

ସେ ସବୁ ବେଳେ ଚୁପ ହୋଇ ରହୁଥିବା ରୁ ଏହା ସ୍ପଷ୍ଟ ହୋଇ ଯାଉଛି କି ଦୁଇ ଜଣ ଏବେ ପରସ୍ପର ସହ ମିସିକି ରହିବା ଖୁବ କଷ୍ଟ କର ହୋଇଗଲାଣି । କିଛି ଦର୍ଶକ ଓ ଶୁଭକାଙ୍ଖି ଲୋକମାନେ ପ୍ରାର୍ଥନା କରୁଛନ୍ତି କି ସେମାନେ ପୁଣି ନିଜ ସୁଖର ଜୀବନ ବଞ୍ଚନ୍ତୁ ଉଭୟଙ୍କ ସହ ।

Leave a Reply

Your email address will not be published. Required fields are marked *