ବିବାହ କରିଥିଲା ଜଣଙ୍କୁ । ଆଉ ମନ ଦେଉଥିଲା ଆଉ ଜଣଙ୍କୁ । ଆଉ ଏବେ ଧରି ଦେଲେ ଶାଶୁ । ହଁ ଦର୍ଶକ ବନ୍ଧୁ ଦେଖୁ ନାହାନ୍ତି ଶାଶୁ ବି କହୁଛନ୍ତି ଆରେ ରହ କୁଆଡେ ଯାଉଛୁ । ତେବେ ଆଜିର ସମୟରେ ବିବାହ କୁ ନେଇ କିଛି ଲୋକ ମଜାକ କରି ସାରିଲେଣି । କାରଣ ବାହା ହେଉଛନ୍ତି ଜଣଙ୍କୁ କିନ୍ତୁ ସମ୍ପର୍କ ରଖୁଛନ୍ତି ଆଉ ଜଣଙ୍କ ସହ । ଏମିତି ରେ ସମସ୍ତଙ୍କର ଜୀବନ ନଷ୍ଟ ହେଉଛି ।
ତେବେ ବିବାହକୁ ନେଇ ଅନେକ ଘଟଣା ପ୍ରତି ଦିନ ସାମ୍ନା କୁ ଆସୁଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ ସମୟରେ ସୋସିଆ ମିଡିଆରେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି । ଏହି ଭାଇରାଲ ଭିଡିଓ ରେ କିଛି ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । କାହିଁକି ନା ଜ୍ଵାଇଁର ପରକ୍ରିୟା ପ୍ରୀତି କରୁଥିବା ବେଳେ ଧରି ନେଇଛି ଶାଶୁ । ଆଉ ତା ପରେ ଯାହା ହେଲା ଆପଣ ବିଶ୍ଵାସ କରି ପାରିବେ ନାହି ଜାଣିଲେ ।
ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ସୂଚନା ଅନୁଯାୟୀ ଏ ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ଉଡାଳ ଥାନା ଅଧୀନ ଖଲଡି ଗ୍ରାମ ପଞ୍ଚାୟତର । ଦ୍ଵିତିକାଦେଇ ପୁରା ଗାଁ ର ହରିଶଚନ୍ଦ୍ର ହେମ୍ରାମ ଙ୍କ ଝିଅ ଉଦିଆ ହେମ୍ରାମ ଙ୍କ ପୁଅ କୁ ବାହା ହୋଇଥିଲେ । ଦୁହିଙ୍କର ଘର ସଂସାର ବେଶ ଠିକ ଠାକ ରେ ଚାଲିଥିଲା । ଏହାରି ଭିତରେ ବାହାଘର କୁ 7-8 ବର୍ଷ ବିତି ଗଲାଣି ।
ଏମିତିକି ଦୁହିଙ୍କର 5 ବର୍ଷର ଶିଶୁ କନ୍ୟା ଟି ବି ଅଛି । ଦୁଖର ବିଷୟରେ ଏହାରି ଭିତରେ ଅନ୍ୟ କୌଣସି ଝିଅ ସହ କଥା ହେବା ସହ ବୁଲୁଥିବା ମା ଲକ୍ଷ୍ମୀ ହେମ୍ରାମ ଜାଣିବାକୁ ପାଇଲେ । ବହୁ ବାର ହାତରୁ ଖସି ପଳାଇ ଥିବା କଥା ସେ କହିଛନ୍ତି । ଏଥିପାଇଁ ସାମ ସ୍ତ୍ରୀ ରହିମାତର କୁ ବିବାହ ପରେ ପ୍ରତାରଣା କରୁଥିଲେ ।
ଘରୁ ଭୁବନେଶ୍ଵର କୁ ଯାଇ କହି ଆସୁଥିବା ବେଳେ ରହିମାତର ମା ଲକ୍ଷ୍ମୀ ଜ୍ଵାଇଁ ସାମଲ ଙ୍କୁ ଉଦଳା ରେ ଅନେକ ଝିଅଙ୍କ ସହ ଦେଖିବାକୁ ପାଇଥିଲେ । ଆଉ ସେମାନଙ୍କ ପିଛା କରୁଥିବା ବେଳେ ସାମଲ ସହ ଥିବା ଝିଅ ସାମଲ ର ଶାଶୁ ହେମ୍ରାମ ଙ୍କୁ ନିସ୍ତୁକ ମାଡ ମାରିଥିଲା । ଏଥିରେ ଲକ୍ଷ୍ମୀ ଉତ୍ୟକ୍ତ ହୋଇ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦୁଇ ଜଣଙ୍କୁ ଏକ ମାସ ପରେ ଧରି ତାଙ୍କ ଭାଇ ପାଖକୁ ଯାଇ ଥାନାର ଦ୍ଵାରସ୍ଥ ହେବେ ବୋଲି କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।