ଜୀରା ଖାଇବାର ସ୍ଵାଦ ସହିତ ଇଏ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ପରିବା ଠୁ ନେଇ ବହୁ ଔଷଧ ରେ ମଧ୍ୟ ଜୀରା ବ୍ୟବହାର କରାଯାଏ । କିନ୍ତୁ ଆଉ ଜିନିଷ ସହିତ ଜିରାରେ ବି ମିଶ୍ରଣ କଲେଣି । ବାସ୍ତବରେ ଦିଲ୍ଲୀ ପୁଲିସ କିଛି ପୂର୍ବରୁ ନକଲି ଜୀରା ବନେଇବା ଫ୍ଯାକ୍ଟରି ର ପାରଦାଫାସ କରିଥିଲେ । ଏହା ଏକ ପ୍ରକାର ଖାସ ଘାସ ଅଟେ,ପଥର ଦାନରେ ଗୁଡ ସିରାର ବ୍ୟବହାର କରି ନକଲି ଜୀରା ବନା ଯାଉଥିଲା ।
ପୁଲିସ ଫ୍ଯାକ୍ଟରି ରେ ୨୦ ହଜାର କିଲୋ ନକଲି ଜିରା ଓ ୮ ହଜାର କିଲୋ କଞ୍ଚା ମାଲ ଜବତ କରଯାଇଥିଲା ।

ଆରୋପି ମାନେ କହିଥିଲେ କି ନକଲି ଜୀରା ବନେଇବା ପାଇଁ ଯମବି ପରିଶ୍ରମ କରିବାକୁ ପଡୁନଥିଲା ଓ ଏହାକୁ ବନେଇବା ପାଇଁ ୩ଟି ଜିନିଷ ଦରକାର ହୁଏ । ଜଙ୍ଗଲି ଘାସ, ପଥର ଦାନା ଓ ଗୁଡର ସିରା । ଏହିସବୁକୁ ମିଶାଇ ନକଲି ଜୀରା ବନାଯାଉଛି । ଯାହାକୁ ବଜାରରେ କମ ଦାମରେ ବିକ୍ରୀ କରାଯାଉଛି ।

ନକଲି ଜୀରା ବନେଇବା ପାଇଁ ଜଙ୍ଗଲି ଘାସ ଯେଉଁଟା ନଦୀ କୂଳରେ ହୋଇଥାଏ । ଏହି ଘାସରେ ଜୀରା ଭଳି ଛୋଟ ଛୋଟ ପତ୍ର ଲାଗିକି ରହିଥାଏ, ସେଥିଲାଗି ଏହାକୁ ଚିହ୍ନିବା ମୁସ୍କିଲ ହୁଏ । ଏହି ଛୋଟ ପତ୍ରକୁ ଗୁଡ ପାଣିରେ ପକାଇ ସୁଖାଯାଇଥାଏ । ଯେଉଁଥିରେ ସେ ଜୀରା ରଙ୍ଗରେ ବଦଳିଯାଏ ।

ଏପରି ଚିହ୍ନଟ କରନ୍ତୁ
ଆପଣ ଅସଲି ଓ ନକଲି ଜିରକୁ ଚିହ୍ନଟ କରିପାରିବେ । ଗୋଟେ ଗିନାରେ ପାଣି ନେଇ ସେଥିରେ ଜୀରା ପକେଇ ଛାଡି ଦିଅନ୍ତୁ । ଯଦି ଏହା ଭାଙ୍ଗିବାକୁ ଲାଗିଲା ତ ଏହା ନକଲି ଜୀରା ଅଟେ, କାରଣ ଅସଲି ଜୀରା ମଜଭୁତ ଓ ଟାଣ ହୋଇଥାଏ ଓ ପାଣିରେ ପକେଇଲେ ବି ସେମିତି ରହିଥାଏ । କିନ୍ତୁ ନକଲି ଜୀରା ବହୁତ ନରମ ଥାଏ ଓ ପାଣିରେ ପକାଇଲେ ଏହା ଭାଙ୍ଗିବାକୁ ଲାଗେ ।
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।