Interesting GK Questions – ଆପଣଙ୍କ ପାଖରେ 2ଟି ଗାଈ ଓ 4ଟି ଛେଳି ଅଛି ତେବେ କୁହ ଆପଣଙ୍କ ପାଖରେ କେତୋଟି ଗୋଡ ଅଛି ? ଏହା ଶ ଆହୁରି 25 Gk Quiz

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଏମିତି କେଉଁ ଫଳ ଅଛି ଯାହାକୁ କାଟିଲେ ଚୋପା କି ବୀଜ ବାହାରେ ନାହି ?

ଉତ୍ତର- ସେତୁତ

୨- କେଉଁ ଦେଶର ରହିବାର ପ୍ରଥା ଭାରତ ଦେଶ ସମାନ ହୋଇଥାଏ ?

ଉତ୍ତର- ଚୀନ

୩- ଦୁନିଆର ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜ ଛୁଆକୁ କ୍ଷୀର ଦେଇଥାଏ ?

ଉତ୍ତର- ଚମଗାଦଡ

୪- ଭାରତର କେଉଁ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ମାରି ଯାଇଥିଲେ ?

ଉତ୍ତର- ସମସର ସିଂ

୫- କେଉଁ ମାନବ ପ୍ରଥମେ ନିଜର ଦୁଇ ଗୋଡରେ ଚାଲିଥିଲେ ?

ଉତ୍ତର- ଆଷ୍ଟ୍ରୋଲୋପିଥିକ୍ସ

୬- କେଉଁ ଗଛର ଦେଖାଶୁଣା କରିବା ପାଇଁ ସରକାର ବର୍ଷକୁ ୧୨ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି ?

ଉତ୍ତର- ବୌଦ୍ଧି ଗଛ

୭- ସବୁଠାରୁ ଅଧିକ ପ୍ରାକୃତିକ ତାଜା ପାଣି ଭଣ୍ଡାର କେଉଁ ଦେଶରେ ଅଛି ?

ଉତ୍ତର- ବ୍ରାଜିଲ

୮- ହାତୀ କେତେ ବର୍ଷ ବଞ୍ଚିଥାଏ ?

ଉତ୍ତର- ୫୭ ବର୍ଷ

୯- କେଉଁ ମଣିଷର ଅସ୍ତି ଆଜି ବି ସୁରକ୍ଷିତ ରହିଛି ?

ଉତ୍ତର- ନାଥୁ ରାମ ଭୋସଲେ

୧୦- ନୂଆବର୍ଷ କେଉଁ ତାରିଖରେ ପାଳନ କରାଯାଏ ?

ଉତ୍ତର- ଜାନୁଆରୀ ୧

୧୧- କେଉଁ ଜୀବ କେବେ ପାଣି ପିଏ ନାହି ?

ଉତ୍ତର- କଉଲା

୧୨- କେଉଁ ଦେଶରେ ସୁନାର ହୋଟେଲ ରହିଛି ?

ଉତ୍ତର- ଭିଏତ୍ନାମର ରାଜଧାନୀ ହାନୋଇ

୧୩- କେଉଁ ଫଳର ମୁରବା ତିଆରି ହୋଇଥାଏ ?

ଉତ୍ତର- ବେଲ

୧୪- ମନୁଷ୍ୟର କେଉଁ ଦୁଇ ଜାଗାର ସର୍ଜରି ପାଇଁ ସୁତାର ପ୍ରୟୋଗ କରାଯାଏ ?

ଉତ୍ତର- ପେଟ ଓ ମୁଣ୍ଡ

୧୫- EAT ର ପୁରା ନାମ କଣ ?

ଉତ୍ତର- ଏନର୍ଜି ଆଣ୍ଡ ଟେଷ୍ଟି

୧୬- ଗୁପ୍ଚୁପକୁ ଇଂରାଜୀରେ କଣ କୁହାଯାଏ ?

ଉତ୍ତର- ବାତରା ବାଲ୍ସ

୧୭- କିସମିସର ପାଣି ପିଇଲେ କଣ ଫାଇଦା ହୋଇଥାଏ ?

ଉତ୍ତର- ମୁହଁ ଚମକିଥାଏ

୧୮- ଗାଈର ଜୀବନ କାଳ କେତେ ବର୍ଷ ହୋଇଥାଏ ?

ଉତ୍ତର- ୧୬ ବର୍ଷ

୧୯- ସେଓର କେତୋଟି କିସମ ରହିଥାଏ ?

ଉତ୍ତର- ୨୦୦ ରୁ ଅଧିକ

୨୦- କେଉଁ ଜୀବ ରାତିରେ ଶିକାର କରିବା ପାଇଁ ବାହାରିଥାଏ ?

ଉତ୍ତର- ବିଛା

୨୧- ଭାରତରେ ୱ୍ହାଟସପର କେତୋଟି ଆକାଉଣ୍ଟ ବନ୍ଦ କରା ଯାଇଛି ?

ଉତ୍ତର- ୨୦ଲକ୍ଷ

୨୨- କେଉଁ ଜୀବର ଚମଡାରୁ ୪୦ ପ୍ରକାର ଔଷଧ ତିଆରି ହୋଇଥାଏ ?

ଉତ୍ତର- ଘୁଷୁରି

୨୩- ଦୁନିଆର ସବୁଠାରୁ ଭଲ ଏୟାରପୋର୍ଟ କେଉଁଠାରେ ଅଛି ?

ଉତ୍ତର- ରାଜସ୍ଥାନ

୨୪- ଆପଣଙ୍କ ପାଖରେ ଦୁଇଟି ଗାଈ ଓ ୪ଟି ଛେଳି ଅଛି ତେବେ କୁହ ଆପଣଙ୍କ ପାଖରେ କେତୋଟି ଗୋଡ ଅଛି ?

ଉତ୍ତର- ୨ଟି

୨୫- ଦୁନିଆର ସବୁଠାରୁ ଡର ଲାଗୁଥିବା ଆଇସକ୍ରିମ କେଉଁଠାରେ ମିଳିଥାଏ ?

ଉତ୍ତର- ଜାପାନ

୨୬- ମଣିଷ ଶରୀରର ଏମିତି କେଉଁ ଅଙ୍ଗ ଅଛି ଯାହା ଜନ୍ମ ପରେ ଆସିଥାଏ ଓ ମୃତ୍ୟୁ ପୂର୍ବରୁ ତାହା ଚାଲି ଯାଇଥାଏ ?

ଉତ୍ତର- ଦାନ୍ତ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *