କଳି ଯୁଗର ଶେଷରେ କିଏ ରହିବେ ଜୀବିତ ? ଦେଖନ୍ତୁ କଣ କହିଛନ୍ତି Sri Krishna

ଦର୍ଶକ ବନ୍ଧୁ ଆପଣ ମାନେ ଶୁଣିଥିବେ କି କଳି ଯୁଗରେ ଭଗବାନ ଭଲ ଲୋକଙ୍କୁ ବହୁତ ଜଲ୍ଦି ମୃତ୍ୟୁ ଦେଇଥାନ୍ତି । ତେବେ କହିବାକୁ ଗଲେ ଏହି କଥାରେ କିଛି ସତ୍ୟତା ରହିଛି । ତେବେ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି ଭଗବାନ ଭଲ ଲୋକଙ୍କୁ ତାଙ୍କ ପାଖକୁ ଜଲ୍ଦି ନେଇଥାନ୍ତି । ଯଦି ସେମିତି ହୁଏ ତେବେ କଳି ଯୁଗରେ କେଉଁ ବ୍ୟକ୍ତି ମାନେ ଅଧିକ ଦିନ ବଞ୍ଚିବେ ଆଉ କେଉଁ ବ୍ୟକ୍ତି କମ ଦିନ ବଞ୍ଚିବେ ? କଳି ଯୁଗରେ କଣ ଅଧରମ ବା ପାପୀ ମାନଙ୍କର ରାଜ ଚାଲିବ ସେହି ବିଷୟରେ ଆସନ୍ତୁ ବିସ୍ତାର ଭାବେ ଜାଣିବା ।

କଳି ଯୁଗରେ କିଏ କେତେ ଦିନ ବଞ୍ଚିବେ ତାହ ଆପଣ ମାନେ ଆଖପାଖରେ ଘଟୁଥିବା ଘଟଣାକୁ ଆଧାର କରି ନିଶ୍ଚୟ ଜାଣିପାରିବେ । ଯେଉଁ ଲକ୍ଷଣ ବିଷୟରେ ଆମେ ଆପଣଙ୍କୁ କହିବୁ ତାହା ମହାଭାରତର ଏକ ଅଧ୍ୟାୟରେ ଲେଖା ହୋଇଛି । ଯେଉଁଥିରେ ଭଗବାନ କୃଷ୍ଣ ନିଜର କଲ୍କି ଅବତାରରେ କଳି ଯୁଗର ଶେଷ ସମନ୍ଵୟରେ ମୃତ୍ୟୁଲୋକର ସ୍ୱରୂପ କେମିତି ହେବ ସେ ସମ୍ପର୍କରେ ବ୍ୟାଖ୍ୟା କରିଛନ୍ତି । ଭଗବାନ କୃଷ୍ଣ କହିଛନ୍ତି କଳି ଯୁଗର ଶେଷରେ ଭୟଙ୍କର ବଡ ଯୁଦ୍ଧ ହେବ । ପ୍ରବଳ ବର୍ଷା ଓ ଅଧିକ ଗରମ ହେବ ।

ଲୁଗାକୁ ନେଇ ଲୋକଙ୍କ ମଧ୍ୟରେ କଳି ହେବା ସହ ପିଇବା ପାଣିକୁ ନେଇ ଝଗଡା ହେବ । ଏପରି ସମୟ ଆସିବ ପୃଥିବୀରେ ଅର୍ଣ୍ଣ ଉପାର୍ଜନ ହେବାର ସ୍ଥିତି ବନ୍ଦ ହୋଇଯିବ । ଏତେ ଖରାପ ସ୍ଥିତି ଆସିବ ଯେ ମନୁଷ୍ୟ ଧନ ଲୋ ଭରେ ଆଉ ଜଣେ ମଣିଷକୁ ମାରିବା ପାଇଁ ସଙ୍କୋଚ କରିବ ନାହି । କଳି ଯୁଗର ଶେଷରେ ବାପା, ଭାଇ, ଭଉଣୀ ନିଜର ସବୁ ମର୍ଯ୍ୟାଦା ଭୁଲିଯିବେ । ଭାଇ ଭାଇ ଭିତରେ ଶତ୍ରୁତା, ଗୁରୁ ଶୋଷ୍ୟଙ୍କ ସମ୍ପର୍କ ରହିବା ନାହି ଓ ପୁତ୍ର ମଧ୍ୟ ସମ୍ପର୍କର ଆଦର କରିବ ନାହି ।

ଯିଏ ଯେଉଁ କୂଳରେ ଜନ୍ମ ହୋଇଥାଉ ନା କାହିଁକି ସେହି ସମୟରେ ସମଯରେ ଯିଏ ଶକ୍ତିଶାଳି ସିଏ କଳି ଯୁଗରେ ସେ ହିଁ ସମସ୍ତଙ୍କର ସ୍ଵାମୀ ହେବ । ସେ କହିଥିବା ସବୁ କଥା ଶାସ୍ତରେ ମଣିବକୁ ପଡିବ । ବ୍ରାମହଣ ବେଦ ବିକ୍ରି କରି ଧନ ଅର୍ଜନ କରିବେ । ଧନ ଉପାର୍ଜନ ପାଇଁ ବିଦ୍ୟାଭ୍ୟାସ କରିବେ ଓ ଅଧିକାଂଶ ସମୟ ମଦ୍ୟପାନ କରିବେ । କଳି ଯୁଗରେ ସ୍ତ୍ରୀଙ୍କର କଥା କହିବାକୁ ଗଲେ ସଦାଚାର ଠାରୁ ଭ୍ରଷ୍ଟ ରହିବେ । ନିଜ ସ୍ଵାମୀଙ୍କ ସେବା କରିବେ ନାହି ବରଂ ସେମାନଙ୍କର ଅପମାନ କରିବେ ।

ସମାଜ ବା ଘରେ ସେମାନେ କହକୁ ଖାତିର କରିବେ ନାହି । ଯେବେ କଳି ଯୁଗର ଅବତାର ଶକ୍ତିଶାଳି ହେବ ଗଙ୍ଗା ନଦୀର ପାଣି ଶୁଖିବାକୁ ଲାଗିବ । ଗଙ୍ଗା ବୈକୁଣ୍ଠ ଧାମକୁ ଫେରିଯିବେ । କଳି ଯୁଗରେ ୧୦ ହଜାରର ଅବଧି ପୁରା ହେବା ପରେ ଦେବିଦେବତା ପୃଥିବୀ ଛାଡି ନିଜ ଧାମକୁ ଫେରିଯିବେ । ଭଗବାନ କୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ମଦ ମାଂସ ଭକ୍ଷଣ କରିବା, ଧାର୍ମିକ ବସ୍ତୁ କ୍ଷଣଦାନ କରିବ ତାର ଆଗାମୀ ସମୟ ସର୍ବନାଶ ହୋଇଯିବ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *