ଏବେ ଅପମାନ ବହୁତ ହେଲା, ଇଜ୍ଜତ ହସିଇଲ କରିବା ସିଖ- Krishna Vani

ଯଦି ଏହି ଜିନିଷକୁ ଜୀବନରେ ଗ୍ରହଣ କରୁଚେ ତାହେଲେ ନିଜର ସନମାନ ସମାଜରେ ନିଶ୍ଚିତ ରୂପରେ ବଢିବ । ଏହି ଲେଖାରେ ଆପଣ ଚାରୋଟି ଜିନିଷ ଜାଣିବେ, ସତ ଇଜତର ଅର୍ଥ କଣ ଅଟେ ?କିଛି ଲୋକଙ୍କର ସମଯରେ ଏତେ ଇଜ୍ଜତ କଣ ପାଇଁ ହୋଇଥାଏ ? କିଛି ଲୋକ ଇଜ୍ଜତ କାହିଁକି ପାଆନ୍ତି ନହିଁ ? ଯଦି କିଏ ଇଜତ କରୁନି ତ କଣ କରିବେ ? ସବୁଠୁ ବଡ ରୋଗକୀ ଲୋକମାନେ କଣ କହିବେ, ଭଗବତ ଗୀତାର ୩୪ ଶ୍ଳୋକରେ ଶ୍ରୀକୃଷ୍ଣ କହିଛନ୍ତି କି ଅର୍ଜୁନ ତମେ ଯଦି ଯୁଧ୍ୟ କରିବା ନହିଁ, ସବୁ ଲୋକ ତୁମର ନିନ୍ଦା କରିବେ।

ଗୋଟେ ସଂମାନିତ ବ୍ୟକ୍ତି ପାଇଁ ନିନ୍ଦା ମୃତ୍ୟୁଠୁ ବଳିକି ଅଟେ । କର୍ମ ଏମିତି ହେବ ଦରକାର ଲୋକ ଖରାପ ନ କୁହନ୍ତୁ । ଭଲ କାମ କରିବାରୁ କେବେ ନିଜ ରାସ୍ତାରୁ ଓହରିବା କଥା ନୁହେଁ । ଗୋଟେ କାହାଣୀରୁ ଜାଣିବା ଆଦର ସତ୍କାର ଅର୍ଥ କଣ ଅଟେ ।

ଗୋଟେ ବହୁତ ବଡ ଅତ୍ୟାଚାରୀ ରାଜା ଥିଲେ, ଏହି ରାଜାର ନାମ ଶୁଣିବା ଦ୍ଵାରା ପୁରା ପ୍ରଜା ଥରୁଥିଲେ । ଏହି ରାଜାର ଗୋଟେ ମନ୍ଦ ବୁଦ୍ଧି ଭାଇ ଥିଲା ଓ ତାର ମୃତ୍ୟୁ ହୋଇଗଲା । ସେ ତାର ଭାଇ ଅନ୍ତିମ ସଂସ୍କାର କରିବା ସମୟରେ ଦେଖିଲା ସବୁ ପ୍ରଜା ଉପସ୍ଥିତି ରହିଛନ୍ତି ଓ ରାଜା ଦେଖି ବହୁତ ଖୁସି ହେଲା । ଓ ତାକୁ ଲାଗିଲା ଲୋକ ତାର କେତେ ଆଦର ସନମାନ କରୁଛନ୍ତି ଓ ଏହାର କିଛି ଦିନପରେ ରାଜାର ମୃତ୍ୟୁ ହୋଇଗଲା । ରାଜାର ଅନ୍ତିମ ସଂସ୍କାରରେ ଗୋଟେବୀ ଲୋକ ଆସିଲେ ନାହିଁ ।

ଜାଣିଛନ୍ତି ଏମିତି କାହିଁକି ହେଲା, ପଇସା ଇ ଦର କାରଣରୁ ଲୋକ ଉପରେ ଉପରେ ଆପଣଙ୍କ ଆଦର କରିବେ କିନ୍ତୁ ଭିତରେ କୌଣସି ପ୍ରକାରର ସମ୍ମାନ ନଥିବ । କାରଣ ଆଦର ସନମାନ କମେଇବାକୁ ପଡିଥାଏ । ଅତ୍ୟାଚାରୀ ରାଜକୁ ଲୋକ ଡରୁଥିଲେ ଯେଉଁ କାରଣରୁ ତାର ଭାଇ ମୃତ୍ୟୁରେ ଲୋକ ଆସିଗଲେ କିନ୍ତୁ ତାର ମୃତ୍ୟୁ ସମୟରେ କେହି ଆସିଲେ ନାହିଁ । ଏହା ହିଁ ଅନ୍ତର ଅଟେ କାହାର ସନମାନ କରିବାରେ ଓ କାହାକୁ ଡରିବାରେ ।

ଗୋଟେ କାହାଣି ଦ୍ଵାରା ବୁଝିବା, ଗୋଟେ ଦମ୍ପତିଙ୍କର ବାହାଘରକୁ ୧୮ ବର୍ଷ ହୋଇଗଲା କିନ୍ତୁ ତାଙ୍କର କିଛି ସନ୍ତାନ ହେଲା ନହିଁ ଏସଆର ଭଗବାନଙ୍କୁ ବହୁତ ପ୍ରାର୍ଥନା କରୁଥିଲେ । ଦିନେ ଭଗବାନ ତାଙ୍କ ଡାକ ଶୁଣିଲେ ଓ ତାଙ୍କର ଗୋଟେ ପୁଅ ହେଲା କିନ୍ତୁ ତାର ଗୋଟେ ଗୋଡ ନଥିଲା । ଏହା ଯାନୀ ବାପା ମା ବହୁତ ଦୁଃଖୀ ହେଲେ । ପିତା ମନେ ମନେ କହିଲା କେଉଁ କର୍ମର ଫଳ ଭଗବାନ ଦେଇଛନ୍ତି । ପିତା କହିଲା ଏହି ଛୁଆକୁ ଆଉ କାହାକୁ ଦେଇଦେବା ତାର ଲାଳନ ପାଳନ କରିବା ପାଇଁ ।

ମୋର ହୃଦୟ ଭିତରୁ ତ ମାନୁ ନଥିଲା ଓ ନିଜ ସ୍ଵାମୀକୁ କିଛି କହିପାରୁନଥିଲା । ଛାଡ଼ ପିତା ନିଜ ରୁମକୁ ଗଲା ଓ ବହୁତ କାନ୍ଦିଲା ଓ ତାର ପିତା ଶ୍ରୀମଦ ଭଗବତ ଗୀତା ପଢିଲା ଓ ସେ ଶୁଣି ଥିଲା ଶ୍ରୀମଦ ଭଗବତ ଗୀତା ପଢିବା ଦ୍ଵାରା ଜୀବନର ସବୁ ସମସ୍ୟାର ସମାଧାନ ହୋଇଥାଏ । ଏମିତି ପଢି ପଢି ଚତୁର୍ଥ ଅଧ୍ୟାୟର ୩୦ ଶ୍ଳୋକକୁ ପଢିଲେ , ସେଥିରେ ଶ୍ରୀ କୃଷ୍ଣ କହିଛନ୍ତି ଯିଏ ସବୁଥିରେ ମୋତେ ଦେଖିଥାଏ ଓ ମୋ ଭିତରେ ସମସ୍ତଙ୍କୁ ଦେଖିଥାଏ । ମୁଁ ତା ଠୁ କେବେ ଅଲଗା ହୋଇନଥାଏ ।

ତାପରେ ସେ ତା ପତ୍ନୀ ପାଖକୁ ଯାଇ କାନ୍ଦି କାନ୍ଦି କହିଲା ଭଗବାନ ଜାଣିଥିଲେକି ଏହି ଛୁଆକୁ କେଉଁଠାକୁ ପଠାଇବା ପାଇଁ, ଭଗବାନ ଜାଣିଥିଲେ ଆମର କେତେ ଆବଶ୍ୟକତା ରହିଛି ଓ ଏହି ଛୁଆକୁ ଆମର କେତେ ଆବଶ୍ୟକତା ରହିଛି । ଛୁଆର ମା କହିଲା ଆଜି ତମେ ମୋ ଆଖିରେ ବହୁତ ଉପରକୁ ଉଠିଗଲ । ଭଲ ମଣିଷ ସେଇ ହୋଇଥାଏ ଯାହା ସହିତ ମିଶି କିଏ ଛୋଟ ଅନୁଭବ ନକରେ । ସେଥିଲାଗି ସବୁ ଜୀବକୁ ଦୟାଳୁତା ଦେଖାଇବା ଲୋକକୁ ସମାଜରେ ଇଜ୍ଜତ ସମ୍ମାନ’ ମିଳିଥାଏ । ସମସ୍ତଙ୍କ ଭିତରେ ପରମାତ୍ମାଙ୍କ ଅଂସ ରହିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *