Health tips; – ଅର୍ଶ ରୋଗକୁ ଭଲ କରିବା ପାଇଁ ରାମବାଣ ଭଳି କାର୍ଯ୍ୟ କରେ ପିଆଜ ! ପିଆଜର ଉପକାରୀତା ଜାଣନ୍ତୁ !

ବନ୍ଧୁଗଣ ଆମେ ମାନେ ପ୍ରତିଦିନ ଖାଦ୍ୟରେ ପିଆଜକୁ ସାମିଲ କରିଥାଉ । ତେବେ ପିଆଜ କେବଳ ଖାଦ୍ୟକୁ ସ୍ଵାଦିଷ୍ଠ କରିନଥାଏ । ବଂର ଏହି ପିଆଜରୁ ବହୁ ସ୍ଵାସ୍ଥଗତ ଉପକାରୀତା ମଧ୍ୟ ମିଳିଥାଏ । ଏହି ପିଆଜକୁ ନେଇ ଅର୍ଶ ଭଳି ଗମ୍ଭୀର ସମସ୍ଯାକୁ ମଧ୍ୟ ଭଲ କରିହୋଇଥାଏ । ତେବେ ବନ୍ଧୁଗଣ ପିଆଜରେ ଥିବା ଲାଭକାରୀ ଉପକାରୀତା ବିଷୟରେ ଚାଲନ୍ତୁ ଏଠାରେ ଜାଣିବା ।

1- ଯେତେବେଳେ ଆପଣଙ୍କ କାନରେ ବ୍ୟାଥା ଅନୁଭୂତ ହେଉଥିବ । ସେତେବେଳେ ପିଆଜ ରସକୁ ଉଷୁମ କରି ଯଦି କାନରେ ପକେଇବ । ତେବେ କାନ ବ୍ୟଥାରୁ ଆରାମ ମିଳିଥାଏ ।

2- ଯଦି ପେଟରେ କୃମି ହୋଇଥାଏ । ତେବେ ପିଆଜ ରସରେ ଅଳ୍ପ ଟିକେ ଜୁଆଣୀ ଗୁଣ୍ଡ ଓ ଗୁଡ ମିଶାଇ ମିଶାଇ ରାତି ସମୟରେ ଖାଇକି ଖାଇଲେ । ପେଟରେ ଥିବା କୃମି ନଷ୍ଟ ହୋଇଯାଇଥାନ୍ତି ।

3- ଯାହାର ଅସହ୍ୟ ମୁଣ୍ଡା ବିନ୍ଧା ହେଉଥିବ । ପିଆଜ ରସକୁ ଆଣି ତଳିପାଦରେ ମାଲିସ କରିଲେ । କିଛି ସମୟ ମଧ୍ୟରେ ମୁଣ୍ଡ ବ୍ୟାଥା ଦୂର ହୋଇଯାଇଥାଏ ।

4- ଯେଉଁ ମାନେ ଅର୍ଶ ଭଳି ସମସ୍ଯାରେ ପୀଡିତ ଅଛନ୍ତି । ସେମାନେ ଯଦି ଦୈନିକ 10 ଗ୍ରାମ କଟା ପିଆଜକୁ ଗାଈ ଘିଅରେ ଭାଜି ସେଥିରେ 10 ଗ୍ରାମ ମିଶ୍ରି ଓ କଳା ରାଶି ମିଶାଇ ଭଲ ଭାବେ ଚୋବାଇ ଖାଇଲେ । କିଛି ଦିନ ଏହାକୁ ନିୟମିତ ରୂପେ ଖାଇଲେ ଅର୍ଶ ଭଲ ହୋଇଯାଇଥାଏ ।

5- ଯେଉଁ ମାନଙ୍କର ବଠ ଉଠିଥିବ । କଟା ପିଆଜକୁ କୌଣସି ପାତ୍ରରେ ରଖି ଅଳ୍ପ ଭାଜି ତାହାକୁ ଅଳ୍ପ ଉଷୁମ କରି ଏକ କପଡାରେ ସେହି ସାମାନ୍ୟ ଉଷୁମ ପିଆଜକୁ ରଖି ବଠ ହୋଇଥିବା ସ୍ଥାନରେ ବାନ୍ଧିଦେଲେ । ବଠ ଭଲ ହୋଇଯାଇଥାଏ ।

6- ଦାନ୍ତ ମାଢିରୁ ରକ୍ତ ବାହାରିଲେ । ପିଆଜକୁ କାଟି ସେହି ସ୍ଥାନରେ ଘଶିଲେ ।ସେହି ସ୍ଥାନରୁ ରକ୍ତ ବାହାରିବା ବନ୍ଦ ହୋଇଯାଇଥାଏ । ଏଥିସହ ଦାନ୍ତ ମୂଳ ମଧ୍ୟ ଶକ୍ତ ହୋଇଯାଇଥାଏ ।

7- ଯଦି କୌଣସି ବ୍ୟକ୍ତିକୁ କୁକୁର କାମୁଡି ଦେଇଥାଏ । ତେବେ ସେହି ବ୍ୟକ୍ତିକୁ 40 ଗ୍ରାମର ପିଆଜ ବାଟି ତାହାର ରସକୁ ପିଇବାକୁ ଦିଅନ୍ତୁ । ଏଥିସହ କାମୁଡା ସ୍ଥାନରେ ମଧ୍ୟ ପିଆଜକୁ ବାଟି ଲଗାଇବ । 12 ଘଣ୍ଟା ପର୍ଯ୍ୟନ୍ତ ପିଆଜ ଦ୍ଵାରା ଏହି ସବୁ ପ୍ରକ୍ରିୟା କରିବା ଦ୍ଵାରା କୁକୁର, ବିଛା ଓ ସାପ ଆଦି ବିଷାକ୍ତ ବିଶ ସବୁ ନଷ୍ଟ ହୋଇଯାଇଥାଏ ।

ପିଆଜରେ ଅନେକ ସ୍ଵାସ୍ଥଗତ ଉପକାରୀତା ଗୁଣ ସବୁ ଭରି ହୋଇ ରହିଛି । ତେବେ ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *