ଚେହେରାରେ କେବେବି ବାର୍ଦ୍ଧକ୍ୟ ଆଣିବ ନାହିଁ ଏହାର 2 ଟି ଚମତ୍କାରୀ ପତ୍ର ! Skin care tips

ବନ୍ଧୁଗଣ ଖାଦ୍ୟରେ ପୋଷଣର ଅଭାବ ଏବଂ ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଆମେ ଆମ ଶରୀର ଉପରେ ବିଶେଷ ଭାବେ ଧ୍ୟାନ ଦେଇପାରିନଥାଉ । ଯାହା ଦ୍ଵାରା ଅଳ୍ପ ବୟସରୁ ବ୍ୟକ୍ତି ଶୀଘ୍ର ବର୍ଦ୍ଧକ୍ଯର ଶିକାର ହୋଇଥାଏ । ଯେପରି ବହୁତ କମ୍ ବର୍ଷ ବୟସରୁ ଯୁବକ ହେଉ ଅବା ଯୁବତୀଙ୍କ ଠାରେ ଚର୍ମ କୁଞ୍ଚନ ଭଳି ସମସ୍ଯା ଦେଖାଦେଇଥାଏ । ଯାହା ଫଳରେ ତ୍ଵଚାର ସୁନ୍ଦରତା ହ୍ରାସ ପାଇ ଅସୁନ୍ଦର ହୋଇଯାଏ । ସେଥିପାଇଁ ଆଜି ବହୁତ ଭଲ ଏକ ଉପାୟ ବିଷୟରେ ଏଠାରେ କହିବାକୁ ଯାଉଛୁ । ଯେଉଁ ଉପାୟ ଦ୍ଵାରା ସେମାନେ ବାର୍ଦ୍ଧକ୍ୟ ସମସ୍ଯାରୁ ନିଜକୁ ଦୂରେଇ ରଖିପାରିବେ ।

ବନ୍ଧୁଗଣ ତୁଳସୀ ଗଛ ଆମ ସମସ୍ତଙ୍କ ଘରେ ଘରେ ରହିଥାଏ । ଏହି ତୁଳସୀ ଗଛର ଧାର୍ମିକ ଓ ଔଷଧୀୟ 2 ଟି ପ୍ରକାର ଲାଭ ରହିଥାଏ । ଏହି ତୁଳସୀ ପତ୍ର ସମସ୍ତଙ୍କ ସ୍କିନକୁ ସୁନ୍ଦର ରଖିବା ପାଇଁ ବହୁତ ବେଷ୍ଟ ହୋଇଥାଏ । ଯେଉଁ ମାନେ ଏହି ତୁଳସୀ ପତ୍ରକୁ ନିଜ ସ୍କିନରେ ପ୍ରୟୋଗ କରିଥାନ୍ତି । ସେମାନଙ୍କ ସ୍କିନ ଟାଇଟ ରହିବା ସହ ସୁନ୍ଦର ଓ ଅଧିକ ଚିକ୍କଣ ଦେଖାଯିବାକୁ ଲାଗିଥାଏ । ଯାହା ଦ୍ଵାରା ବୟସ ବଢିବା ପରେ ମଧ୍ୟ ଚର୍ମରେ ଚର୍ମକୁଞ୍ଚନ ବା ରିଙ୍କଲ୍ସ ଦେଖାଯାଇନଥାଏ ।

ତେବେ ଆପଣଙ୍କୁ ଏଥିପାଇଁ ତୁଳସୀ ପତ୍ର କିମ୍ବା ତୁଳସୀ ପତ୍ରର ପାଉଡରର ଦରକାର ପଡିବ । ତେବେ ପ୍ରଥମେ ଆପଣ କିଛି ତୁଳସୀ ପତ୍ର ତୋଳି ଆଣି ତାହାକୁ ଭଲ ଭାବେ ଧୋଇ ତାହାକୁ ମିକ୍ସଚରରେ ପକାଇ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ନଚେତ ଆପଣ ତୁଳସୀ ପାଉଡରରେ କିଛି ପାଣି ଆଡ୍ କରି ମଧ୍ୟ ତୁଳସୀ ପେଷ୍ଟ ପ୍ରସ୍ତୁତ କରିପାରିବେ ।

ତେବେ ତୁଳସୀ ପେଷ୍ଟ ପ୍ରସ୍ତୁତ କରିସାରିବା ପରେ ତାହାକୁ ନିଜ ଚେହେରାରେ ଲଗାଇ ଭଲ ଭାବେ ତାହାକୁ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହାର 15 ମିନିଟ ପରେ ସାଧାରଣ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ । ଆପଣ ଏହି ଉପାୟକୁ ସପ୍ତାହରେ 2 ଥର କରିପାରିବେ ।

ଏହିଭଳି ଭାବେ ଏହି ଉପାୟକୁ ଆପଣ 2 ରୁ 3 ମାସ ପର୍ଯ୍ୟନ୍ତ ଲଗାତର କରି ଦେଖନ୍ତୁ । ଏହା ଆପଣଙ୍କ ସ୍କିନ ପାଇଁ ବହୁତ ଭଲ ହୋଇଥାଏ । ଏହାର ବ୍ୟବହାର ଦ୍ଵାରା ସ୍କିନ ଟାଇଟ ହୋଇଯାଇଥାଏ । ଚର୍ମରେ ଆସୁଥିବା ରିଙ୍କଲ୍ସ ବା ଚର୍ମ କୁଞ୍ଚନ ଭଳି ସମସ୍ଯା ଆପଣଙ୍କ ସ୍କିନରେ କେବେବି ଦେଖିବାକୁ ମିଳିବ ନାହିଁ । ଏଥିସହ ଯଦି ଚେହେରାରେ ଯଦି ବ୍ରଣ କି ବ୍ରଣର କଳାଦାଗ ରହିଥାଏ ।

ଏହାକୁ ଲଗାଇବା ଦ୍ଵାରା ତାହା ମଧ୍ୟ ଚେହେରାରୁ ଦୂର ହୋଇଯିବ । ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ବହୁ ମାତ୍ରାରେ ଏହାକୁ ଆପଣ ମାନେ ଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *