ବିବାହରେ ବାଧା ଆସୁଛି କି ! ବିବାହରେ ବିଳମ୍ବ ହେଉଛି କି ! ଚୁପଚାପ କରିନିଅନ୍ତୁ ଏହି ଉପାୟ ! ବାହା ଯୋଗ ଫିଟିଯିବ !

ବନ୍ଧୁଗଣ ବିବାହ ଏକ ପବିତ୍ର ସମ୍ପର୍କ । ତେଣୁ ପୁଅ ଏବଂ ଝିଅଙ୍କୁ ତାଙ୍କର ଉପଯୁକ୍ତ ବିବାହ ବୟସ ଆସିଲେ ବାହାଘର କରି ଦିଆଯାଇଥାଏ । ହେଲେ ଯେଉଁ ମାନଙ୍କର ବିବାହ ବୟସ ଅତିକ୍ରମ କରି କରି ଯାଉଥିଲେ ମଧ୍ୟ ବିବାହ ହୋଇପାରୁ ନାହିଁ । ଯେଉଁ ମାନଙ୍କୁ 30 ବର୍ଷ ଟପି ଯାଇଥିଲେ ମଧ୍ୟ ତାଙ୍କର ଏ ପର୍ଯ୍ୟନ୍ତ ବିବାହ ହୋଇପାରୁନାହିଁ । ସେମାନେ କେଉଁ ଉପାୟ କରିବା ଦ୍ଵାରା ଶୀଘ୍ର ବିବାହ କରିପାରିବେ ଚାଲନ୍ତୁ ଜାଣିବା ।

କୌଣସି ଶୁକ୍ଳପାଖର ଗୁରୁବାର ଠାରୁ ଠାରୁ ଗୁରୁପୁଷ୍ୟା ତିଥିରେ ଗୁରୁପୁଷ୍ୟା ନକ୍ଷତ୍ରରେ ଆପଣଙ୍କୁ ଏହି କାର୍ଯ୍ୟ କରିବାକୁ ପଡିବ । ଯଦି ଗୁରୁପୁଷ୍ୟା ତିଥିରେ ମଧ୍ୟ ଏହି ଉପାୟଟି କରିନ ପାରିବେ । ତେବେ ଯେଉଁ ଗୁରୁବାର ଦିନ ପୂର୍ଣ୍ଣିମା ପଡୁଥିବ ସେହି ଦିନ ଏ କାର୍ଯ୍ୟଟି କାରିବା ଦ୍ଵାରା ବିବାହରେ ଆସୁଥିବା ବାଧା ଦୂର ହୋଇଥାଏ । ପ୍ରଥମେ ଏକ କଦଳୀ ପତ୍ର ଆଣନ୍ତୁ । ତାପରେ କିଛି ହଳଦୀ, କ୍ଷୀର ଓ ଗଙ୍ଗାଜଳ ଆଣନ୍ତୁ ।

ଏକ ପାତ୍ରରେ ଟିକେ ହଳଦୀ ପକାନ୍ତୁ, ତାପରେ କ୍ଷୀର ଓ ଗଙ୍ଗା ଜଳ ଟିକେ ସେହି ସେଥିରେ ରଖନ୍ତୁ । କଦଳୀ ପତ୍ର ଉପରେ ବୁଧଙ୍କର ପ୍ରଭାବ ରହିଥାଏ । ଯେଉଁ ଲୋକର ବିବାହରେ ବାଧା ଆସୁଥିବ । ସେ ସେହି ହଳଦୀ ନେଇ କଦଳୀ ପତ୍ର ଉପରେ ଶୁଭ ବିବାହ ଲେଖିବେ । ଏଥିସହ ଶୁଭ ବିବାହ ଦୁଇ ପଟେ 2 ଟି ସ୍ଵସ୍ତିକ ଚିତ୍ର ଅଙ୍କନ କରିବେ । ସେହି ଗୁରୁବାର ଦିନ ଆପଣ ହଳଦିଆ ଖେଚୁଡି ଘରେ ପ୍ରସ୍ତୁତ କରନ୍ତୁ ।

ସେହି କଦଳୀ ପତ୍ରରେ ପ୍ରସ୍ତୁତ କରିଥିବା ହଳଦିଆ ଖେଚୁଡିକୁ ଆଣି ଖାଆନ୍ତୁ । ଏଥିସହ ଯଦି ଅନ୍ୟ କିଛି ଖାଦ୍ୟ ଆଇଟମ ନିରାମିଷର ପ୍ରସ୍ତୁତ କରିଥିବେ । ତାହାକୁ ନେଇ ମଧ୍ୟ କଦଳୀ ପତ୍ରରେ ଥୋଇ ଖାଇପାରିବେ । ଏହିପରି ଲଗାତର କିଛି ଗୁରୁବାର ପର୍ଯ୍ୟନ୍ତ ଏହି ଉପାୟ ବିବାହ ହେଉନଥିବା ଲୋକ ଯଦି କରିବେ ।

ତେବେ ତାଙ୍କର ବିବାହରେ ଯେଉଁ ସବୁ ବାଧାବିଘ୍ନ ଆସୁଥିଲା । ତାହା ସବୁ ଦୂର ହୋଇଯିବ । ବିବାହ ପାଇଁ ତାଙ୍କର ପ୍ରସ୍ତାବ ଆସିବା ଆରମ୍ଭ ହୋଇଯିବ । ଯାହାର ବି ବିବାହରେ ବାଧା ଆସୁଥିବା କାରଣରୁ ବିବାହ ବିଳମ୍ବ ହେଉଥିବ ।

ସେ ମନରେ ନିଷ୍ଠା ଓ ବିଶ୍ବାସ ରଖି ଏହି ଉପାୟଟି ପ୍ରତ୍ଯେକ ଗୁରୁବାର କରିଚାଲିଲେ ବିବାହ ର ଯୋଗ ଶୀଘ୍ର ଫିଟି ଯାଇଥାଏ । ବିବାହ ପାଇଁ ଭଲ ଭଲ ପ୍ରସ୍ତାବ ମଧ୍ୟ ଆସିବା ଆରମ୍ଭ ହୋଇଯାଏ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ କରିବାକୁ ମଧ୍ୟ ବିଲକୁଲ ବି ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *