ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଚାହନ୍ତି ତ ଶୁକ୍ରବାର ଦିନ ଏହି କାମ ନିଶ୍ଚିନ୍ତ କରନ୍ତୁ- ଜାଣନ୍ତୁ କଣ

ସପ୍ତାହ ପ୍ରତେକ ଦିନ କିଛି ନା କିଛି କାମ ପାଇଁ ବିଶେଷ ବୋଲି କୁହାଯାଏ, ଯେଉଁଥିରୁ ଶୁକ୍ରବାର ଦିନ ମାଁ ଲକ୍ଷ୍ମୀଙ୍କର ହୋଇଥାଏ ବୋଲି କୁହା ଯାଇଛି । କେବଳ ଏତିକି ନୁହେଁ ଏହା ମଧ୍ୟ ମାନ୍ୟତା ଅଛି କି ମାଁ ଲକ୍ଷ୍ମୀଙ୍କର କୌଣସି ଉପାୟ କଲେ ପୂର୍ଣ ଫଳ ପ୍ରାପ୍ତି ହୋଇଥାଏ । ଯଦି ଆପଣଙ୍କୁ ଆର୍ଥିକ ସମସ୍ୟା ଅଛି ତେବେ ଆପଣ ଶୁକ୍ରବାର ଦିନ ମାଁ ଲକ୍ଷ୍ମୀଙ୍କର ଆରାଧନା କରି ପାରିବେ ଏବଂ ଏହି ଦିନ ମାଁଙ୍କୁ ପ୍ରଶାନ କରିବା ପାଇଁ ବ୍ରତ ମଧ୍ୟ କରି ପାରିବେ ।

ଶୁକ୍ରବାର ଦିନ ଏହି କାମ ଗୁଡି କରନ୍ତୁ :

କୁହାଯାଇଛି ଯେ ଗାଈ ଆମ ମାଁ କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଗାଈ ଶରୀରେ ସବୁ ଦେବୀ ଦେବତାଙ୍କ ବାସ ହୋଇଥାଏ । ସେଥିପାଇଁ ବିଶେଷ କରି ଶୁକ୍ରବାର ଦିନ ଯଦି ଆପଣ ରୋଷେଇ ହୋଇଥିବା ପ୍ରଥମ ରୁଟି କୁ ଗଇକୁ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କ ଦରିଦ୍ରତା ଦୂର ହୋଇଯିବ ଏବଂ ମାଁ ଲକ୍ଷ୍ମୀ ଆପଣଙ୍କ ଠାରୁ ପ୍ରଶନ୍ନ ରହିବେ ।

ଏହା ଛଡା ଶାସ୍ତ୍ର ରେ କୁହାଯାଇଛି ଯଦି ଆପଣ ନିଜ କ୍ଷମତା ଅନୁଯାଇ ଗରିବ ଲୋକଙ୍କୁ କିଛି ଦାନ ଦେଉଛନ୍ତି ତେବେ ମାଁ ଲକ୍ଷ୍ମୀଙ୍କର ଆପଣଙ୍କ ଉପରେ ଅପାର କୃପା ହେବ । ଏହା ବ୍ୟତିତ ଶୁକ୍ରବାର ଦିନ ଗରିବ ଲୋକଙ୍କୁ ଖାଦ୍ଯ ଖୁଆଇଲେ ମାଁ ଲକ୍ଷ୍ମୀଙ୍କର ବିଶେଷ କୃପା ଦ୍ରୁଷ୍ଟି ପଡିବ । ଏହି କଥା ପାଇଁ ଧ୍ୟାନ ଦିଅନ୍ତୁ ଯେ ସନ୍ଧ୍ୟା ପୂଜା ସମୟରେ ମାଁଙ୍କ ପାଖେ ଗାଈ ଘିଅ ଦୀପ ଜାଳନ୍ତୁ ।

ସେଥିରେ ଅଳପ କେସର ପ୍ରୟୋଗ ନିଶ୍ଚିନ୍ତ କରନ୍ତୁ, ଏହି ପ୍ରକାର କଲେ ମାଁ ଲକ୍ଷ୍ମୀଙ୍କ କୃପା ଦୁଷ୍ଟୀ ଆପଣଙ୍କ ଉପରେ ସଦେବ ରହିବ । କେବଳ ଏତିକି ନୁହେଁ ଦୀପକୁ ଘର କୌଣସି ଶାନ୍ତ କଣ ରେ ରଖୀ ଦିଅନ୍ତୁ, ଏହି ପ୍ରକାର ବିଧି ସହ ପୂଜା ଓ କର୍ମ କଲେ ମାଁ ଲକ୍ଷ୍ମୀ ଆପଣଙ୍କ ଘରେ ସବୁଦିନ ପାଇଁ ବିରାଜମାନ ରହିବେ ।

ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ମାନବ ଆର୍ଥିକ ସ୍ଥିତି ପାଇଁ ତାଙ୍କ ପୂର୍ବ ଜନ୍ମ କର୍ମ ସହ ଯୋଡ଼ା ହୋଇଥାଏ, ଯାହା ଫଳ ସେ ଏହି ଜନ୍ମରେ ଭୋଗୁ ଥାନ୍ତି,ଏହା ଛଡା ଜାତକ ଗ୍ରହ ବି ଧନ ହାନି ପାଇଁ କାରଣ ହୋଇଥାନ୍ତି । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନ ଦେବୀ କୁହାଯାଏ ଓ ତାଙ୍କ ପୂଜା ଅରାଧନା କଲେ ଆର୍ଥିକ ସ୍ଥିତି ବଦଳି ଥାଏ ।

Leave a Reply

Your email address will not be published. Required fields are marked *