ମଙ୍ଗଳବାର 19 ନଭେମ୍ବର 2019 – ଏହି ତିନୋଟି ରାଶିଙ୍କ ପାଇଁ ରୋଜଗାର ରେ ସଫଳତାର ଯୋଗ ନେଇ ଆସୁଛି ଆଜିର ଦିନ

ରୋଜଗାର ଓ ସଫଳତା ନେଇ ଆସୁଛି ଆଜିର ଦିନ, ଏହି ତିନୋଟି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନ ଅଟେ । ରାଶିଫଳ ଆମ ଜୀବନ ର ଏକ ଅତ୍ୟାବଶ୍ୟକ ଅଂଶ, ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।

ମେଷ ରାଶି :

ଆଜି ଆପଣଙ୍କ ସମ୍ପର୍କୀୟ ଦ୍ଵାରା ଆପଣ କିଛି ଏମିତି ଦେଖିବାକୁ ପାଇବେ ଯାହା ପାଇଁ ଆପଣଙ୍କ ମନ ଶାନ୍ତ ହେବ, ଆପଣ ନିଜକୁ ସଚେତ ରଖିବା ଉଚିତ ଏବଂ ନିଯୁକୁ ଶାନ୍ତ ରଖିବା ପାଇଁ ଚେଷ୍ଟା କରନ୍ତୁ । କ୍ୟାରିୟର ପାଇଁ କିଛି ଭଲ ହାତରୁ ଖସି ପାରେ, ପ୍ରାଇବେଟ ଜାଗା କାମ କରୁଥିବା ଲୋକ ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜି କାରୋବାର ଆର୍ଥିକ ସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ ।

ବୃଷ ରାଶି :

ଆଜି ଅଳସ ଓ ଥକା ମନ ପାଇଁ କିଛି ବିଶେଷ କାର୍ଯ୍ୟ ଅଧା ରହି ଯିବ, ଆଜି ଅଧିକ ଆଶାବାଦି ହୁଅନ୍ତୁ ନାହିଁ । ଆପଣଙ୍କ ଘରେ ଅତିଥି ଆଗମନ କରିବେ, ଆପଣଙ୍କ ନୂଆ ସାଙ୍ଗ ହୋଇବେ । ସରକାରୀ ଚାକିରି ଲୋକଙ୍କୁ କିଛି କାମ ପାଇଁ ପ୍ରୋତ୍ସାହନ ମିଳିବ । ଆଜି ଆପଣ ସକାରାତ୍ମକ ଓ ରଚନାତ୍ମକ ଊର୍ଜା ରେ ପରି ପୂର୍ଣ ରହିବେ ।

ମିଥୁନ ରାଶି :

ଆଜି ଆପଣଙ୍କୁ କିଛି ବିଶେଷ ଉପହାର ମିଳି ପାରେ, ପାରିବାରିକ ଜୀବନ ସୁଖମୟ ହେବ । ବିବାହ ଯୋଗ ସନ୍ତାନ ବିବାହ ସମ୍ବନ୍ଧ ପକା ହୋଇ ଯିବ । ଏହା ସହ ଯେଉଁ ଲୋକ ଚାକିରି କରୁଛନ୍ତି ତାଙ୍କୁ ପଦୋନ୍ନତି ମିଳିବାର ଆସାର ଅଛି । ପୂଜା ପାଠରେ ମନ ଲାଗିବ, କୌଣସି ଧାର୍ମିକ କାର୍ଯ୍ୟରେ ଭାଗ ନବାର ଅବସର ପ୍ରାପ୍ତ କରିବେ ।

କର୍କଟ ରାଶି :

 

 

ବ୍ୟବସାୟ କ୍ଷେତ୍ର ରେ ଭଲ ଲାଭ ହେବ ଏବଂ ଚାକିରି ରେ ସାଲାରି ବଢିବାର ସମ୍ଭାବନା ଅଛି । ବିଦେଶ ରୁ ଆପଣଙ୍କ ପାଇଁ ଚାକିରି ଭଲ ଅଫର ମିଳି ପାରେ, ଯେଉଁ ଛାତ୍ର ବିଜ୍ଞାନ ରେ ରୁଚି ରଖନ୍ତି ତାଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ଦିନ ହେବ । ଅଧିକ ଖର୍ଚ୍ଚ ପାଇଁ ମନ ଚିନ୍ତନ ରେ ରହିବ । ସମ୍ପର୍କୀୟମାନଙ୍କ ସହ ବିବାଦ ହୋଇ ପାରେ ।

ସିଂହ ରାଶି :

ସିଂହ ରାଶି ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା ସମ୍ବନ୍ଧ ରେ ଅଲଗା ପିଲାଙ୍କୁ ସାହାଯ୍ୟ କରିବାକୁ ପଡି ପାରେ । ଆପଣଙ୍କ ଗୁପ୍ତ ଶତ୍ରୁ ଆପଣଙ୍କ ପାଇଁ କିଛି ଖରାପ କରି ପାରନ୍ତି ସେଥିପାଇଁ ସତର୍କ ରୁହନ୍ତୁ ଏବଂ ଏହା ଆପଣଙ୍କ ପାଇଁ ଚିନ୍ତା ର ବିଷୟ ମଧ୍ୟ ହେବ । ଯଦି ଆପଣ ନୂଆ ଚାକିରି ଖୋଜୁଛନ୍ତି, ତେବେ ଭାଇ ଭଉଣୀ ସାହାଯ୍ୟ ରେ ଚାକିରି ମିଳି ପାରେ ।

କନ୍ୟା ରାଶି :

ଆଜି ଆପଣଙ୍କ ପରିବାରରେ ସୁଖ ଶାନ୍ତି ରହିବ, ଆପଣଙ୍କ ଶତ୍ରୁ ଆପଣଙ୍କର କିଛି ଖରାପ କରି ପାରିବେ ନାହିଁ, ବ୍ୟସ୍ତ ଦିନ ପରେ ଅବକାଶ ଆପଣଙ୍କୁ ଊର୍ଜା ପ୍ରଦାନ କରିବ । କିଛି ନୂଆ ଲୋକ ଆପଣଙ୍କ ସହ ମିଶିବା ପାଇଁ ଚେଷ୍ଟା କରିବେ । ଟଙ୍କା ଚିନ୍ତା ହୋଇ ପାରେ, ଆପଣଙ୍କ ଆତ୍ମବିଶ୍ଵାସ ମଧ୍ୟ କମି ପାରେ । କନ୍ୟା ରାଶି ଲୋକଙ୍କୁ ପାରିବାରିକ ଶୁଭ କାର୍ଯ୍ୟକ୍ରମ ରେ ଭାଗ ନେଲେ ସମ୍ମାନ ମିଳିବ ।

ତୁଳା ରାଶି :

ଆଜି ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ରହିବ, ଆପଣଙ୍କ ବ୍ୟବସାୟ ରେ ହଟାତ ବାଧା ହେବାର ସଂକେତ ଦେଖାଯିବ । ଆଜି ଆପଣ ନିଜ ଜୀବନସାଥୀ ସହ ସମୟ ବିତାନ୍ତୁ ଏବଂ ତାଙ୍କର ପୁରା ଧ୍ୟାନ ରଖନ୍ତୁ, କିଛି ବଡ ସମସ୍ୟାରୁ ମୁକ୍ତି ମିଳି ପାରେ । ବହୁତ ବଡ ଜିନିଷ ମାଗିଲେ ଭଲ କଥା ଖରାପ ହୋଇ ପାରେ । କାର୍ଯ୍ୟ ବାଧା ଦୂର ହୋଇ ସ୍ଥିତି ଲାଭଦାଇ ରହିବ ।

ବିଛା ରାଶି :

ଆଜି ଆପଣଙ୍କ ଶୁଭଚିନ୍ତକ ବା ପୁରୁଣା ସାଙ୍ଗ ଦେଖା ହୋଇ ପାରନ୍ତି, କୌଣସି ଲୋକ ସହ ବିବାଦ ହୋଇ ପାରେ ଦେଖି ଚାହିଁ କଥା କୁହନ୍ତୁ । ଦୁଃଖଦ ଖବର ମିଳି ପାରେ ଧର୍ଯ୍ୟ ସହ ରହିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ବିରୋଧୀଙ୍କ ସାହାସ କମିବ, ଆପଣଙ୍କୁ କୌଣସି ସୁଯୋଗ ହାତ ଛଡା କରିବା ଉଚିତ ନୁହେଁ ।

ଧନୁ ରାଶି :

ଆଜି ସାଙ୍ଗମାନଙ୍କ ସହ ସମୟ ବର୍ବାଦ କରନ୍ତୁ ନାହିଁ, ମହିଳାମାନଙ୍କ ପାଇଁ ଦିନ ଭଲ ରହିବନି । ଆଜି ତାଙ୍କୁ କିଛି ଶାରୀରିକ ସମସ୍ଯା ସାମ୍ନା କରିବାକୁ ପଡି ପାରେ । ବ୍ୟବସାୟ ଆୟ ବଢିବ ଏବଂ ଆପଣ ଅଧିକାରୀମାନଙ୍କ ଦ୍ଵାରା ପୂର୍ଣ ସାହାଯ୍ୟ ପାଇବେ । ଆପଣ ପୁରା ପରିବାର ସହ ମିସି କଥା ହୋଇପାରିବେ, ସମସ୍ତେ ଆପଣଙ୍କ କଥାରୁ ସହମତ ରହିବେ ।

ମକର ରାଶି :

ଆଜି ପାର୍ଟି ପିକନିକ ବିଶେଷତା ରହିବ, ଆପଣଙ୍କ କିଛି ସମ୍ପର୍କୀୟ କିଛି ଅନଅଫିସିଅଲ କାମ କରି ପାରନ୍ତି ଏବଂ ଯାହା ଦ୍ଵାରା ସମସ୍ୟା ଉତ୍ପନ କରିବା ପାଇଁ ଚେଷ୍ଟା କରି ପାରନ୍ତି । ଆଜି ଆପଣଙ୍କୁ କିଛି ସରକାରୀ କାମ କରିବା ପାଇଁ ଅସୁବିଧା ହବ, ବ୍ୟବସାୟ ଲାଭଦାୟକ ରହିବ ।

କୁମ୍ଭ ରାଶି :

ଜୀବନରେ ପ୍ରଗତି ନୂଆ ଆୟାମ ସ୍ଥାପିତ ହେବ, ଆପଣଙ୍କ ପାରିବାରିକ ଜୀବନ ସୁଖମୟ ଏବଂ ଆନନ୍ଦ ମୟ ରହିବ । ଆପଣଙ୍କ ଖର୍ଚ ଆପଣଙ୍କ ଆୟରୁ ଅଧିକ ହେବ, ବିନା କାରଣ ଖର୍ଚ୍ଚରୁ ବଞ୍ଚନ୍ତୁ ନଚେତ ପସ୍ତେଇବାକୁ ପଡି ପାରେ । ଆପଣଙ୍କ ଇଛା କିଛି ଦାମୀ ଜିନିଷ ନବା ପାଇଁ ହବ, ଏମିତି ଜିନିଷ ପାଇଁ ବହୁତ ଖର୍ଚ୍ଚ ହୋଇ ପାରେ ଦେଖି କାମ କରନ୍ତୁ ।

ମୀନ ରାଶି :

ବ୍ୟବସାୟ ସମ୍ବନ୍ଧିତ କାର୍ଯ୍ୟରେ ସଫଳତା ମିଳିବ, ରୋଷେଇ ଘରେ, ମାଡ ହୋଇ ପାରେ । ଆଜି ଆପଣଙ୍କୁ କିଛି ଭଲ ଖବର ମିଳି ପାରେ । ଆଜି ଆପଣ ଅଲଗା ଲୋକଙ୍କୁ ସାହାଯ୍ୟ କରିବେ ଓ ହୃଦୟରୁ ସେବା ମଧ୍ୟ କରିବେ । ଏହି ରାଶି ଲୋକଙ୍କ ଜାତକ ଖରାପ ବିବାଦ ରେ ପଡିଲେ ଖରାପ ହୋଇ ପାରେ ଦେଖି କାମ କରିବା ଉଚିତ ଅଟେ ।

Leave a Reply

Your email address will not be published. Required fields are marked *