ଆସନ୍ତା କାଲି ପବିତ୍ର ଗଣେଶ ଚତୁର୍ଥୀ, ଘରକୁ ନେଇ ଆସନ୍ତୁ ଏହାର ଖଣ୍ଡିଏ ଚେର… ଯାହା ଚାହିଁବେ ତାହା ପାଇବେ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାହା ଆପଣଙ୍କୁ ଗଣେଶ ପୂଜା ଦିନ କରିବାକୁ ହେବ । ଯଦି ଆପଣ ଏହି ଉପାୟ କରିବେ ତେବେ ଆପଣଙ୍କ ଜୀବନରେ କେବେ ବି ଶତ୍ରୁ ସମସ୍ୟା, କୋର୍ଟ କଚେରୀ ସମସ୍ଯା, ଧନର ସମସ୍ଯା ରହିବ ନାହି । ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖ ବୁଧବାର ଦିନ ପାଳନ ହେବାକୁ ଯାଉଛି ଗଣେଶ ପୂଜା ସାରା ଭାରତ ବର୍ଷରେ । ଆପଣଙ୍କୁ ଏହି ଉପାୟ ସେହି ଦିନ କରିବାକୁ ହେବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ବିସ୍ତର ଭାବେ ।

ହିନ୍ଦୁ ଧର୍ମରେ ପ୍ରଥମ ପୂଜ୍ୟ ବ ବୁଦ୍ଧିର ଦେବତା ଶ୍ରୀ ଗଣେଶ ଭଗବାନ ପୂଜା ବର୍ଷକୁ ଥରେ ଆସିଥାଏ । ଯାହା ଗଣେଶ ଚତୁର୍ଥୀ ନାମରେ ନମିତା ଅଟେ । ଏହି ପର୍ବ ପୁରା ଭାରତ ବର୍ଷରେ ବେଶ ଧୂମଧାମରେ ପାଳନ କରାଯାଏ । ଏହି ଦିନ ଶ୍ରୀ ଗଣେଶଙ୍କୁ ବାଜା ବଜାଇ ଖୁବ ଆଡମ୍ବରରେ ଘରକୁ ଅଣାଯାଇଥାଏ । ଯାହା ଦ୍ଵାରା ପୁରା ବାତାବରଣ ଗଣପତିଙ୍କ ସ୍ଵରରେ ପ୍ରସାର ହୋଇଥାଏ । ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ରହିଛି ତାହା ଏହି ଛୋଟିଆ ଉପାୟ ଦ୍ଵାରା ଦୂରର ହୋଇ ପାରିବ ।

ଏଥିପାଇଁ ଆପଣଙ୍କୁ ଗଣେଶ ପୂଜା ର ପୂର୍ବ ଦିନ ଗୋଟିଏ ଗଛକୁ ନିମନ୍ତ୍ରଣ କରିବାକୁ ପଡିବ । ଏମିତିକି ଗଣେଶ ପୂଜା ର ପୂର୍ବ ଦିନ ଆପଣ ପୂଜା ସମୟରେ କିଛି ଯୋଗାଣ କରନ୍ତୁ । ଯେମିତି ଭଗବାନ ଙ୍କ ପୂଜାରେ ଲାଗୁଥିବା ସମସ୍ତ ସାମଗ୍ରୀ କୁ ନେଇ କରି ପୂର୍ବ ଦିନ ସନ୍ଧ୍ୟା ସମୟରେ ଗୋଟେ ଗଛ କୁ ନିମନ୍ତ୍ରଣ କରିବାକୁ ହେବ । ତେବେ ସେହି ଚମତ୍କାରୀ ଗଛର ନାଁ ହେଉଛି ମୟୁର ଶିଖା ।

ଏହି ମୟୂର ଶିଖା ଗଛ ଆପଣ ଯେ କୌଣସି ସ୍ଥାନରେ ଥିଲେ ସେହି ଗଛା ମୂଳେ ଦୀପ ଧୂପ ଅର୍ପଣ କରିବା ସହ ଯାହା ପୂଜା ସାମଗ୍ରୀ ନେଇଛନ୍ତି ତାହା ଆପଣ ଅର୍ପଣ କରନ୍ତୁ ଆଉ ପୂଜା ବିଧି କରନ୍ତୁ । ଏହା ପରେ ଗଣେଶ ଚତୁର୍ଥୀ ଦିନ ମୟୂର ଶିଖା ଗଛର ମୂଳ କୁ ଓପାଡି ଆଣନ୍ତୁ । ତା ପରେ ସେହି ଚେର କୁ ନାଲି କନା ରେ ବାନ୍ଧି ଦିଅନ୍ତୁ ।

ଏହା ପରେ ଆପଣ ଯେଉଁ ଠାରେ ତାଙ୍କ ରଖୁଛନ୍ତି ଯେମିତି ଆଲମାରି ବ ବାକ୍ସ ରେ ରଖିଥାନ୍ତି ସେହି ସ୍ଥାନରେ ମୟୂର ଶିଖା ର ଚେର କୁ ରଖି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ କେବେ ହେଲେ ବି ଧନର ଭାବ ହେବ ନାହି । ଏମିତିକି ଭୁତ ପ୍ରେତ ସମସ୍ଯା ବା ଶତ୍ରୁ ସମସ୍ଯା ବା କୋର୍ଟ କଚେରୀ ସମସ୍ଯା ରହିବ ନାହି ।

ଆପଣଙ୍କ ଘରେ ଝଗଡା ହେଉଥିଲେ ତାହା ଦୂର ହେବାରେ ଲାଗିବ । ଆପଣ ମାନେ ବି ଥରେ ଗଣେଶ ପୂଜା ଦିନ ଏହି ଉପାୟ କରି ଦେଖନ୍ତୁ ଦେଖିବେ ଆପଣଙ୍କ ଜୀବନରେ ଯାହା ବି ସମସ୍ଯା ରହିଛି ତାହା ନିଶ୍ଚୟ ଦୂର ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *