ଲୋକଙ୍କ ପାଇଁ କିଛି ଏମିତି କଲେ ରୁଦ୍ର ଭାଇ… ଦେଖିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସାରା ରାଜ୍ୟ ରେ ବର୍ଷ କମି ଯାଇଛି । ଆଉ ପାଗ ମଧ୍ୟ ଶୁଖିଲା ହୋଇ ସାରିଛି । ଏମିତିକି ବନ୍ୟା ପାଣି ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି । ତେବେ ଗାଁ ମାନଙ୍କରେ ବନ୍ୟା ପଣି ପଶି ଥିବାରୁ ସାଧାରଣ ଲୋକେ ନାହି ନ ଥିବା ସୁବିଧାର ଶିକାର ହୋଇଛନ୍ତି । ଏବେ ଯାଏଁ ବି ବନ୍ୟା ପାଣି କମି ଯାଇଛି ସତ କିନ୍ତୁ ଲୋକେ ପଣି ଘେର ରେ ବନ୍ଦୀ ହୋଇ ଅଛନ୍ତି । ତେବେ ଲୋକ ମାନଙ୍କୁ ପାଣି ରୁ ଉଧାର କରିବା ସହ ତାଙ୍କ ପାଖରେ କିପରି ରିଲିଫ ପହଞ୍ଚି ପାରିବ ଆଉ ତାଙ୍କୁ ସୁରକ୍ଷିତ ସ୍ଥାନ କୁ ନିଆ ଯାଇ ପାରିବ ସେ ନେଇ ସାହାଜ୍ଯର ହାତ ବଢାଇଛନ୍ତି ବିଧାୟକ ରୁଦ୍ର ମହାରଥୀ ।

ରୁଦ୍ର ଭାଇ ଲୋକ ମାନଙ୍କୁ ପାଣି ଘେର ରୁ ଉଦ୍ଧର କରିବା ସହ ସେମାନଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ବଣ୍ଟନ କରିବାରେ ଲାଗିଛନ୍ତି ଯାହାର ଭିଜୁଆଲ ଆପଣ ମାନେ ସୋସିଆଲ ମିଡିଆ ଜରିଆରେ ଦେଖି ପାରିବେ । ତେବେ ଲୋକ ମାନଙ୍କର ଶୋଚନୀୟ ସ୍ଥିତି ରେ ରୁଦ୍ର ଭାଇ ଆଗକୁ ଯାଇ ତାଙ୍କୁ ସାହାଜ୍ୟ କରୁଛନ୍ତି ଆଉ ଆଗକୁ ମଧ୍ୟ ଏମିତି କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ରୁଦ୍ର ମହାରଥୀ ଏବେ ଗାଁ ଗାଁ ବୁଲି ଲୋକ ମାନଙ୍କର ଭଲ ମନ୍ଦ ବୁଝିବାରେ ଲାଗିଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ କୁ ନେଇ ଆଉ ରୁଦ୍ର ଭାଇ ଙ୍କୁ ଚର୍ଚ୍ଚା ଜୋର ମଧ୍ୟ ରହିଛି । ତେବେ ଗାଁ ଗାଁ ବୁଲି ଲୋକ ମାନଙ୍କର କଣ ସୁବିଧା ରହିଛି କଣ ତାକୁ ସୁବିଧା ମିଳିପାରି ନାହି ସେ ସବୁ ବିଷୟରେ ବୁଝୁଛନ୍ତି ରୁଦ୍ର ଭାଇ ।

ଗାଁ ର ପ୍ରତେକ ପୁରୁଷ ଙ୍କ ଠାରୁ ଆରମ୍ଭ କରି ମହିଳା ଙ୍କ ଯାଏଁ ଗୋଟି ଗୋଟି କରି ସମତାଙ୍କୁ ପଚାରି ବୁଝୁଛନ୍ତି ରୁଦ୍ର ଭାଇ । ରୁଦ୍ର ଭାଇ ଲୋକ ମାନଙ୍କୁ କହୁଛନ୍ତି ଯଦି ପେପର ଠିକ ଥିବ ତେବେ ପଇସା ଆସିବାକୁ ମାସେ ଲାଗିବ । ନିଶ୍ଚିନ୍ତ ଭାବେ ମାସେ ଭିତରେ ପଇସା ମିଳିଯିବ ଆଉ ଆପଣ ମାନେ କାମ ଆରମ୍ଭ କରି ପାରିବେ ।

ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ରୁଦ୍ର ଭାଇ ଗାଁ କୁ ବୁଲି ପରିଦର୍ଶନ କରିବା ସହ ଲୋକ ମାନଙ୍କର ଆଗକୁ କିପରି ଉନ୍ନତି ହୋଇ ପାରିବ ଏବଂ ଗାଁ ର କିପରି ବିକାଶ ହୋଇ ପାରିବ ସେ ନେଇ ଅନୁଧ୍ୟାନ କରିବା ସହ ଲୋକ ମାନଙ୍କୁ ପରାମର୍ଶ ମଧ୍ୟ ଦେଉଛନ୍ତି । ତେବେ ରୁଦ୍ର ଭାଇଙ୍କର ଏଭଳି ମହତ କାମ ଦେଖି ଗାଁ ଲୋକେ ତାଙ୍କ ତାରିଫ ନ କରି ଆଉ ରହିପାରି ନାନତି । ଯାହା ମୁହଁ ରୁ ଶୁଣିବ ଖାଲି ରୁଦ୍ର ଭାଇଙ୍କର ପ୍ରଶଂସା ଶୁଣିବାକୁ ମିଳିଛି ।

ଏମିତିକି ଲୋକ ମାନଙ୍କର ମୁହଁ ରୁ ପ୍ରଶଂସା ଶୁଣିବା ସହ ତାଙ୍କର ଆଶୀର୍ବାଦ ପାଇ ବେଶ ଖୁସି ବ୍ୟକ୍ତ କରି ରୁଦ୍ର ମହାରଥି । ବନ୍ଧୁଗଣ ଆପଣ ମାନଙ୍କର ରୁଦ୍ର ମହାରଥୀଙ୍କ ମହତ କାମକୁ ନେଇ ମତାମତ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *