ନମସ୍କାର ବନ୍ଧୁଗଣ । ବିଶ୍ଵ ରେ ସୃଷ୍ଟି କର୍ତ୍ତା ଯେତିକି ଆଶ୍ଚର୍ଯ୍ୟ ଭୟଭୀତ ହୋଇଛନ୍ତି ତା ଠାରୁ ଅଧିକ ବିଜ୍ଞାନ ଦେଇଛି । ହେଲେ ବିଜ୍ଞାନ ତଥ୍ୟ ଓ ସତ୍ୟ ଆଧାର ରେ ଆଶ୍ଚର୍ଯ୍ୟ ଭରି ଦେଉଥିବା ବେଳେ ସୃଷ୍ଟିକର୍ତ୍ତା ଙ୍କ ଉପରୁ କିଛି ପରଦା ହଟାଇବାରେ ଏବେ ବି ବିଜ୍ଞାନ ବିଫଳ ହୋଇଛି । ଏମିତି ଏକ ଆଶ୍ଚର୍ଯ୍ୟ ଚକିତ କାହାଣୀ ରହିଛି ସାଣ୍ଟିଆଗୋ ରେ । ଏହି ରହସ୍ୟ ଉପରୁ ଏବେ ବି ପରଦା ହଟିପାରି ନାହି ।
ଜର୍ମାନୀରେ ସାଣ୍ଟିଆଗୋ ବେଶ ରୋମାକାର ସହର । ଏଠାରେ 1989 ରେ ଏକ ଖବର ସରା ବିଶ୍ଵକୁ ଚକିତ କରି ଦେଇଥିଲା । ଖବର ଏମିତି ଥିଲା ଆକି 35 ବର୍ଷ ତଳେ ମଝି ଆକାଶରୁ ଉଭା ହୋଇ ଯାଇଥିବା ବିମାନ ଏବେ ଅବତରଣ କରିଛି । ଆଉ ବିମାନ ଭିତରେ ଥିବା 92 ଜଣ ଯାତ୍ରୀଙ୍କ କଙ୍କାଳ ରହିଛି । ଏହି ଖବର ସେତେବେଳେ ସାରା ବିଶ୍ଵ କୁ ଚକିତ କରି ଦେଇଥିଲା ।
ଜର୍ମାନର ଖବରକାଗଜ ମୁତାବକ 1954ରେ ଜର୍ମାନୀର ସାଣ୍ଟୋଆଗୋ ରୁ ବିମାନ-513 92 ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ପରେ କଣ୍ଟ୍ରୋଲ ରୁମର ରିୟାଡର ରୁ ବାହାରି ଯାଇଥିଲା । ଏହା ପରେ କୌଣସି ସ୍ଥିତିରେ ବିମାନକୁ ଟ୍ରାକ କରିବା ସମ୍ଭବପର ହୋଇ ନ ଥିଲା । କଣ୍ଟ୍ରୋଲ ରୁମ ଠାରୁ ବିମାନରେ ଥିବା ଯାତ୍ରୀଙ୍କ ପରିବାର ବି ସବୁ ଆଶା ଛାଡି ଦେଇଥିଲେ ।
ହେଲେ ହଠାତ 1989ରେ ଜର୍ମାନର ଏକ ଖବରକାଗଜରେ ଖବର ବାହାରି ଥିଲା ଯେ 1950ରେ ବ୍ରାଜିଲର ଏକ ବିମାନ ବନ୍ଦରରେ ଏହି ବିମନାଟି ଅବତରଣ କରିଛି । ଆଉ ଏହି ବିମାନ ଭିତରେ ରହିଛି 92 ଯାତ୍ରୀଙ୍କ କଙ୍କାଳ । ସୂଚନା ଅନୁଯାୟୀ ବିମାନଟି 35 ବର୍ଷ ପୂର୍ବେ ଫ୍ରାନ୍ସରୁ ନିଖୋଜ ହୋଇ ଯାଇଥିଲା ।
ହେଲେ ବ୍ରାଜିଲ ବିମାନ ବନ୍ଦରରେ ବିମାନଟି ଅଚାନକ ଅବତରଣ କରିବା ପୂର୍ବରୁ ନା ଏୟାର ଟ୍ରାଫିକ କଣ୍ଟ୍ରୋଲରୁ ଅନୁମତି ନେଇଥିଲା ନା ଏଟିସି କୁ ବିମାନ ଅବତରଣ କରିବାର ସୂଚନା ମିଳିଥିଲା । ଏହା ପରେ ବିମାନ ବନ୍ଦର ର ସୁରକ୍ଷା କର୍ମୀ ମାନେ ବିମାନ ନିକଟରେ ପୋହଞ୍ଚି ଦେଖିଲେ 92ଟି କଙ୍କାଳ ରହିଛି । ଏହା ସେତେବେଳେ ସୁରକ୍ଷା କର୍ମୀଙ୍କୁ ଚକିତ କରି ଦେଇଥିଲା ।
ଏସବୁ ରହସ୍ୟ ଉପରୁ ଏ ଯାଏଁ ପରଦା ହଟିପାରି ନାହି । କିନ୍ତୁ କିଛି ଲୋକ କୁହନ୍ତି ବିମାନଟି ସମୟର ଭଉଁରୀ ଭିତରେ ପଶି ଯାଇଥିଲା । ସେ ଯାହା ବି ବିମାନକୁ ନେଇ ଅନେକ ଚକିତ କରିଲା ଭଳି ଖବର ରହିଛି । ହେଲେ କିଛି ଖବର ଉପରୁ ପରଦା ହଟିଥିଲେ ବି ଏହି ବିମାନ-513 ସହ ଘଟିଥିବା ଘଟଣା ଆଜି ବି ରହସ୍ୟ ହୋଇ ରହିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।