ଅଟା ଚକଟୁଥିବା ବେଳେ କରନ୍ତୁ ଏହି ୧ କାମ- ଦେଖିବେ ଚମତ୍କାର

ଅଟା ଚକଟୁଥିବା ବେଳେ କଣ କରିବା ଦରକାରକି ଅଟାରେ ଏମିତି ଶକ୍ତି ଆସିଯିବ ଜିଏବି ତାକୁ ଖାଇବା ତାର ଦୁଖ କଷ୍ଟ ଦୂର ହୋଇଯିବ ଓ ଘରର ଗରିବୀ ଦୂର ହୋଇଯିବ । ଯଦି ଆପଣଙ୍କ ଘରେ କିଛି ରୋଗ ଅଛି ସିଏବି ଖତମ ହୋଇଯିବ ଓ ଆପଣଙ୍କ ଘର ଖୁସିରେ ଭରିଯିବ ।

ଅଟା ସମସ୍ତେ ଚକଟି ଥାନ୍ତି କାରଣ ରୁଟି ସମସ୍ତେ ଖାଇଥାନ୍ତି । ଅଟା ଚକଟୁଥିବା ସମୟରେ ଏମିତି କଣ କରିବା । ସବୁବେଳେ ଅଟା ସଫାସୁତୁରା ହୋଇକି ଚକଟିବା ଦରକାର, କେବେବି ଆସନ ହାତରେ ଅଟା ଚକଟିବେ ନାହିଁ କାରଣ ମଇଳା ହାତରେ ଜର୍ମ ଓ ବ୍ୟକ୍ଟେରିଆ ରହିଥାନ୍ତି ।

Image Courtesy: Google

ଏହିକରଣରୁ ହାତର ମଇଳା ଅଟାରେ ଯାଇପାରେ ଓ ରୋଗ ହୋଇପାରେ । ଅଟା ଚକଟୁଥିବା ସମୟରେ ସବୁବେଳେ ନିଜର ଇଷ୍ଟ ଦେବତାକୁ ସ୍ମରଣ କରନ୍ତୁ ଯାହାକୁ ଆପଣ ମାନୁଛନ୍ତି । ଆପଣ ହିନ୍ଦୁ ହୁଅନ୍ତୁ, ମୁସଲମାନ କି ଶିଖ ହୁଅନ୍ତୁ ଜିଏବି ହୋଇଥାନ୍ତୁ ସେ ସବୁବେଳେ ତାଙ୍କର ଇଷ୍ଟ ଦେବତାକୁ ମନେ ପକାନ୍ତୁ ଓ ସ୍ମରଣ କରନ୍ତୁ । ଏମିତି ଭବିବେକୀ ଯେମିତି ଆପଣ ନିଜର ଗୁରୁ କି ଭଗବାନଙ୍କର ଗୋଡ ଦବାଉଛନ୍ତି, ସେହିଭଳି ଅଟା ଦଳନ୍ତୁ । ସେହିପରି ଭାବି ଅଟା ଦଳନ୍ତୁ ଓ ଦଳିବା ସମୟରେ ତାଙ୍କୁ ସ୍ମରଣ କରନ୍ତୁ ।

Image Courtesy: Google

ଯେତେ ସମ୍ଭବ ସେ ଭଗବାନଙ୍କୁ ଡାକି ପାରିବେ ବା ସ୍ମରଣ କରିପାରିବେ । ସବୁ ପଜେଟିଭ ଭାଇବ୍ରେସନ ସେଇ ଅଟାରେ ରହିବ ଓ ଜିଏବି ତାକୁ ଖାଇବା ତାକୁ ଯଦି କିଛି ରୋଗ ଥିବ ଠିକ ହୋଇପାରୁନଥିବ, ବହୁତ ରଗୁଥିବେ, ଘରେ ଗରିବୀ ଥିବ  ଏହା କଳା ଦ୍ଵାରା ଘରେ ଦୁଃଖ କଷ୍ଟ ଦୂର ହୋଇଯିବ । ଜିଏବି ସେ ରୁଟିକୁ ଖାଇବା ସେ ଏତେ ଶାନ୍ତି ଅନୁଭବ କରିବ ଓ ଏତେ ଖୁସି ଅନୁଭବ କରିବକି ଆପଣ ବିଶ୍ବାସ କରି ପାରିବେ ନାହିଁ । ଆପଣ ଗୋଟେ ଥର କରିକି ଦେଖନ୍ତୁ ଅଟାକୁ ଗାଳି ଓ ରାଗରେ ମଳନ୍ତୁ ।

Image Courtesy: Google

ସେଥିରେ ରୁଟି ବନେଇକି ଯାହାକୁବୀ ଖୁଆଇବେ ସେହି ବ୍ୟକ୍ତି ରାଗିଯିବ ଓ ତାପରଦିନ କଣ କରିବେ ସେହି ଅଟାକୁ ବହୁତ ଭଲପାଇବା ସହିତ ଭଗବାନଙ୍କ ନାମ ନେଇ ବନେଇବେ ଓ ଖୁଶିର ସହିତ ଅଟା ଚକଟିବେ ।ଓ ରୁଟି ବନେଇକି ଖୁଆଇବେ ଦେଖିବେ ସେହିଲୋକ ବହୁତ ଶାନ୍ତି ଅନୁଭବ କରିବ ।

Image Courtesy: Google

ଯଦି ଆପଣଙ୍କ ଘରେ ଅଶାନ୍ତି ଲାଗିରହୁଛି କି ରୋଗ ହେଉଛି କି କଳି ବହୁତ ବଢୁଛି  ଆପଣ ଏହି ଉପାୟକୁ କରିକି ଦେଖନ୍ତୁ । ଯଦି କେହି ଭଉଣୀ ମାନଙ୍କର ସ୍ଵାମୀ ମଦ୍ୟପାନ କରୁଛନ୍ତି ଓ ସେ ତାଙ୍କର ଅଭ୍ୟାସ ଛଡେଇବାକୁ ଚାହୁଁଛନ୍ତି ସେ ମଧ୍ୟ ଏମିତି କରିପାରିବେ । ଅଟା ଚକଟୁଥିବା ସମୟରେ ଭଗବାନଙ୍କୁ ଖାଲି ଏତିକି ପ୍ରାର୍ଥନା କରିବେକୀ ଜିଏବି ଏହାକୁ ଖାଉ ସେ ମୋ କଥା ମାନୁ ଓ ତାକୁ ଶାନ୍ତି ମିଳୁ ।

Image Courtesy: Google

ଆପଣ ଦେଖିବେ ଛୁଆମାନେବି ଆପଣଙ୍କ କଥା ମାନିବେ ଓ ଆପଣଙ୍କ ସ୍ଵାମୀ ମଧ୍ୟ ଆପଣଙ୍କ କଥା ଶୁଣିବାକୁ ଲାଗିବେ । ଆପଣଙ୍କ ଘରେ ଖୁଶିର ମାହୋଲ ରହିବ ଓ ଦୁଖ କଷ୍ଟ ସବୁ ଦୂର ହୋଇଯିବ । ପ୍ରଭୁଙ୍କର ଏମିତି ଆଶୀର୍ବାଦ ସେଇ ଅଟାରେ ଆସିଯିବଯଦି ଘରେ କିଛି ରୋଗ ଥିବକି କୌଣସି ପ୍ରକାରର ନଜର ଦୋଷ ରହିଥିବସବୁ ଖତମ ହୋଇଯିବ ।

Leave a Reply

Your email address will not be published. Required fields are marked *