କାହିଁକି ଏତେ ବଡ କଥା କହିଲେ Saswat Joshi ? ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି ଯଦି ମୋ ପରିବାର…. ଦେଖନ୍ତୁ କଣ ସମ୍ପୂର୍ଣ ଘଟଣା

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଡିଶାର ସୁନାମଧନ୍ୟ ନୃତ୍ୟୁ ଶିଳ୍ପୀ ଶାଶ୍ଵତ ଯୋଶୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ବହୁତ କମ ସମୟରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ନିଜର ନୃତ୍ୟୁ ପାଇଁ । ତାଙ୍କର ଓଡିଶୀ ନୃତ୍ୟୁ ପାଇଁ ସେ ଘରେ ଘରେ ପରିଚିତ ଅଟନ୍ତି । ସେ ଅନେକ ସାରା ରିୟାଲିଟି ସୋ ମଧ୍ୟରେ ଜଜ ଭାବେ ନଜର ଆସିଥାନ୍ତି । ତେବେ ତାଙ୍କୁ ନେଇ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚଳାଇଛି । ଶାଶ୍ଵତ ଯୋଶୀ ଏମିତି ଜଣେ କଳାକାରଙ୍କର ନାଁ ଯିଏ ନିଜ ନାଁ କୁ ଅକ୍ଷରେ ଅକ୍ଷରେ ଶାଶ୍ଵତ ତଥା ସାକାର କରିଛନ୍ତି ।

ଅତି କମ ବୟସରେ ନେମ ଫେମ, ସମ୍ମାନ, ସଫଳତା ସବୁ କିଛି ପାଇଛନ୍ତି ଶଶ୍ଵତ ଯୋଶୀ । ହେଲେ ଓଡିଶାର ଏହି ପ୍ରତିଭାବାନ ଓଡିଶୀ ନୃତ୍ୟୁଶିଳ୍ପୀ ଙ୍କ ପଛରେ ପଡିଛି କିଏ ? କିଏ ଓ କାହିଁକି ଶାଶ୍ଵତ ଯୋଶୀ ଙ୍କ ଭଳି ଜଣେ କଳାକାର ଙ୍କୁ ଅଯଥାରେ ଅପମାନିତ କରିବାକୁ ଚେଷ୍ଟା କରୁଛି ? ସୋସିଆଲ ମିଡିଆ ଯୁଗରେ କିଏ କାହିଁକି ଶାଶ୍ଵତ ଙ୍କୁ ଟ୍ରୋଲ କରିବା ପାଇଁ ମନସ୍ଥ ଅରିଛି ?

ଏହି ସବୁ ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଖ୍ୟାତିନାମା ଓଡିଶୀ ନୃତ୍ୟୁ ଶିଳ୍ପୀ ଶାଶ୍ଵତ ଯୋଶୀ ଇଜ ଫେସବୁକ ଆକାଉଣ୍ଟ ରେ ଏଭଳି କିଛି ଲେଖିଛନ୍ତି ଯାହା ଜଣେ ସଭ୍ୟ ମଣିଷକୁ ବିବ୍ରତ କରିବା ନିଶ୍ଚୟ । ଶାଶ୍ଵତ ଯୋଶୀ ନିଜ ଫେସବୁକ ଆକାଉଣ୍ଟ ରେ ଲେଖିଛନ୍ତି କି ନିଜସ୍ଵ ଢଙ୍ଗରେ ବଞ୍ଚିବା ଏକ କଳା । ଯଦି ଆପଣ ଏଥିରେ ନିପୁଣ ତେବେ ଆପଣ ଜୀବନର ଖେଳରେ ସିଦ୍ଧହସ୍ତ ।

ମୁଁ ଯେମିତି ମୋତେ ଲୋକ ସେମିତି ଗ୍ରହଣ କରନ୍ତୁ । ମୁଁ ଏହା ଚାହେଁ । ଯଦି ଆପଣଙ୍କର ପସନ୍ଦ ନୁହେଁ ତେବେ ନିଜ ସ୍ଥାନରେ ଚୁପଚାପ ରୁହନ୍ତୁ । ଆପଣଙ୍କର ଟ୍ରୋଲ ର କୌଣସି ପ୍ରଭାବ ମୋ ଉପରେ ପଡିବ ନାହି । କିନ୍ତୁ ଏହାର ପ୍ରଭାବ ମୋର ବାପା ମା ଓ ପରିବାର ଉପରେ ପଡେ । ଯଦି କିଛି ଘଟେ ସେଥିପାଇଁ ଆପଣ ମାନେ ହିଁ ଦାୟୀ ରହିବେ ।

ତେବେ ପ୍ରଶ୍ନ ଉଠୁଛି ଏତେ ବଡ ଜଣେ ନୃତ୍ୟୁ ଶିଳ୍ପୀ କାହିଁକି ଓ କେଉଁ ପାରିଥିତି ରେ ଏମିତି ଲେଖିବାକୁ ବାଧ୍ୟ ହେଲେ । ଶାଶ୍ଵତ ଯୋଶୀ ଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ଉଦେଶ୍ୟ କଣ ଥାଇପାରେ ? ଆପଣ ଗ୍ରହଣ କରନ୍ତୁ ବା ନ କରନ୍ତୁ କିନ୍ତୁ ଅତି କମ ବୟସରେ ଅଧିକ ଲୋକପ୍ରିୟତା ପାଇ ଯାଇଛନ୍ତି ଶାଶ୍ଵତ ଯୋଶୀ ।

ଯାହାକୁ ତାଙ୍କ ସଫଳତାର ଈର୍ଷା କରୁଥିବା ବା ତାଙ୍କୁ ବିରୋଧ କରୁଥିବା ଲୋକ ମାନେ ହୁଏ ଏଭଳି ଉଦ୍ୟମ କରୁଥିବେ । ବନ୍ଧୁଗଣ ଆପଣ ମାନଙ୍କର ଶାଶ୍ଵତ ଯୋଶୀଙ୍କ ଏଭଳି ଲେଖା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *