ନମସ୍କାର ବନ୍ଧୁଗଣ, ଶାଶୁଘରେ ଭାଣୀଜୀ ସହ ରହିବା ପାଇଁ ମାମୁଁ ଅତିଥି ହୋଇ ଯାଉଥିଲେ ଆଉ ରାତି ହେବା ମାତ୍ରେ ଅପେକ୍ଷା କରୁଥିଲେ କେତେବେଳେ ଭାଣିଜୀ ଆସିବ ଆଉ ତା ସହ ଶାରୀରିକ ସମ୍ପର୍କ ରଖିବ ମାମୁଁ । ବର୍ତ୍ତମାନ ସମୟରେ ଭାଣିଜୀ ଓ ମାମୁଁ ର ଅଡିଓ କଲ ଭାଇରାଲ ହୋଇଛି ଯେଉଁଥିରେ ମାମୁଁ ଭାଇଞ୍ଜିକୁ ପଚାରୁଛି ପ୍ରାଇଭେଟ ପାର୍ଟ କେମିତି ଅନୁଭବ ହେଲା ଭଲ ଲାଗିଲା ନା ନାହି । ସେପଟେ ନୂଆରେ ବାହା ହୋଇଥିବା ଭାଣିଜୀ କହୁଛି ମାମୁଁ ଭଲ ଲାଗିଲା । ଅଡିଓ କଲରେ ମାମୁଁ ଯେପରି ଭାଷାରେ କଥା ହେଉଛନ୍ତି ଭାଣିଜୀ ସହ ତାହା ଶୁଣିବା ଯୋଗ୍ୟ ନୁହେଁ ।
ସୂଚନା ଅନୁଯାୟୀ ଯେବେ ଶାଶୁଘର ସବୁ ସୋଇ ଯାଆନ୍ତି ସେତେବେଳେ ମାମୁଁ ପାଖକୁ ଆସୁଥିଲା ଯାହା କି ମାମୁଁ ଭାଣିଜୀଙ୍କ ଏହି ଅଡିଓ କଲ ଭାଇରାଲ ପରେ ସବୁ କଥା ସାମନାକୁ ଆସିଛି । ଆଉ ଅଡିଓ କଲ ଭାଇରାଲ ହେବା ପରେ ଭାଣିଜୀ ଶାଶୁଘର ଆଗରେ ଲୋକଙ୍କର ଗହଳି ଦେଖିବାକୁ ମିଳିଛି । ବୋହୂ ବିରୁଦ୍ଧରେ ସମସ୍ତେ କହୁକନ୍ତି କି ବୋହୂ ଏ ସମାଜକୁ ଆଉ ସାହି ପଡିଶାକୁ ସମସ୍ତଙ୍କୁ ଖରାପ କରିଛି ।
ଆଉ ଅଡିଓ କଲ ଶୁଣିବା ପରେ ସମସ୍ତେ ବୋହୁର ପ୍ରତିବାଦ କରୁଛନ୍ତି । ଅନ୍ୟ ପକ୍ଷରେ ଶାଶୁ ଓ ବୋହୂ ଥାନାରେ ଅଭିଯୋଗ କରିଛନ୍ତି । ଘର କଳି ଭିତରେ ଏବେ ସାହିପଡିଶା ଓ ପଞ୍ଚାୟତ ଉଠି ଆସିଛି ବୋହୂ ବିରୁଦ୍ଧରେ କହିବାକୁ । ପଞ୍ଚାୟତର ନାଁ ଖରାପ ହେବା କଥା କହି ଶତାଧିକ ମହିଳା ଏବେ ଘର ଆଗରେ ପହଞ୍ଚି ଯାଇଛନ୍ତି । ଆଉ ଏପଟେ ଘର ଭିତରେ 5 ଦିନ ପରେ ଘର ଭିତରୁ ଉଧାର ହୋଇଛନ୍ତି ନବ ବଧୁ ।
ଏବେ ଏହି ଘଟଣା ହେଉଛି ଜଗତସିଙ୍ଗପୁର ଜିଲ୍ଲା ର । ଜୁଲାଇ ୭ ତାରିଖରେ ଯୁବତୀଙ୍କୁ ବାହା ହୋଇଥିଲେ ଲିଟୁନା ମାଝୀ । ଘର ସଂସାର କରିବାକୁ ନେଇ ଅନେକ ସ୍ଵପ୍ନ ଦେଖିଥିଲେ ଲିଟୁନା । କିନ୍ତୁ ଲୁଚି ଲୁଚି ମାମୁଁ ଭାଣିଜୀ ସହ ଏମିତି ରାତିରେ କରୁଥିଲେ । ଆଉ ଏହି କଥା ଜାଣିବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ମାମୁଁର ଅପ୍ରୀତିକର ପ୍ରେମ ଦିନକୁ ଦିନ ବଢିବା ପରେ ଦୁଇ ପରିବାର ମଧ୍ୟରେ କୌଣସି କାରଣ ବଶତ ବିବାଦ ହେବ ପରେ ବୋହୂ ଏରସୀମା ଥାନାରେ ଶାଶୁଘର ଲୋକଙ୍କ ନାଁ ରେ ଅଭିଯୋଗ କରିଥିଲେ । ଶାଶୁଘର ଆଗରେ ଧାରଣା ଦେବା ସହ ଗଣମାଧ୍ୟମ ଆଗରେ ନାନା ପ୍ରକାରର ବୟାନ ଦେଇ ଶାଶୁଘର ଲୋକଙ୍କୁ ଗିରଫ କରିବାକୁ ଦାବି କରିଥିଲା ବୋହୂ ।
ନିଜର ପରିବାରର ଇଜ୍ଜତ ପାଇଁ ଲିଟୁନା ନିଜ ସ୍ତ୍ରୀ ଓ ମାମୁଁଙ୍କ ସମ୍ପର୍କର ଅଡିଓ କଲ ସମସ୍ତଙ୍କୁ ସାମନାକୁ ଆଣିଥିଲେ ଆଉ ପ୍ରତିକ୍ରିୟା ଦେଇଥିଲେ । ଆଜିକୁ ୫ ଦିନ ପୃବରୁ ନବବଧୁ ଶାଶୁଘର ତାଲା ଭାଙ୍ଗି ଘରକୁ ଯିବା ପରେ ଶାଶୁ ମଞ୍ଜୁ ମାଝୀ ଥାନାରେ ଅଭିଯୋଗ କରିଥିଲେ ।
ନବବଧୁ ଘରୁ ନ ବାହାରିବା କାରଣରୁ ଲୋକେ ମହିଳା ସଂଘଠନକୁ ଖବର ଦେଇଥିଲେ ଆଉ ସେମାନେ ଆସି କବାଟ ଭାଙ୍ଗି ଘରକୁ ଯାଇ ବୋହୂକୁ ଉଧାର କରିଥିଲେ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମାତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।