ଅତିଥି ହୋଇ ରାତିରେ ଆସୁଥିଲା ମାମୁଁ.. ସମସ୍ତେ ଶୋଇଗଲା ପରେ ନବବିବାହିତ ଭାଣିଜୀ ସହ ଯାହା କରୁଥିଲେ ଜାଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଶାଶୁଘରେ ଭାଣୀଜୀ ସହ ରହିବା ପାଇଁ ମାମୁଁ ଅତିଥି ହୋଇ ଯାଉଥିଲେ ଆଉ ରାତି ହେବା ମାତ୍ରେ ଅପେକ୍ଷା କରୁଥିଲେ କେତେବେଳେ ଭାଣିଜୀ ଆସିବ ଆଉ ତା ସହ ଶାରୀରିକ ସମ୍ପର୍କ ରଖିବ ମାମୁଁ । ବର୍ତ୍ତମାନ ସମୟରେ ଭାଣିଜୀ ଓ ମାମୁଁ ର ଅଡିଓ କଲ ଭାଇରାଲ ହୋଇଛି ଯେଉଁଥିରେ ମାମୁଁ ଭାଇଞ୍ଜିକୁ ପଚାରୁଛି ପ୍ରାଇଭେଟ ପାର୍ଟ କେମିତି ଅନୁଭବ ହେଲା ଭଲ ଲାଗିଲା ନା ନାହି । ସେପଟେ ନୂଆରେ ବାହା ହୋଇଥିବା ଭାଣିଜୀ କହୁଛି ମାମୁଁ ଭଲ ଲାଗିଲା । ଅଡିଓ କଲରେ ମାମୁଁ ଯେପରି ଭାଷାରେ କଥା ହେଉଛନ୍ତି ଭାଣିଜୀ ସହ ତାହା ଶୁଣିବା ଯୋଗ୍ୟ ନୁହେଁ ।

ସୂଚନା ଅନୁଯାୟୀ ଯେବେ ଶାଶୁଘର ସବୁ ସୋଇ ଯାଆନ୍ତି ସେତେବେଳେ ମାମୁଁ ପାଖକୁ ଆସୁଥିଲା ଯାହା କି ମାମୁଁ ଭାଣିଜୀଙ୍କ ଏହି ଅଡିଓ କଲ ଭାଇରାଲ ପରେ ସବୁ କଥା ସାମନାକୁ ଆସିଛି । ଆଉ ଅଡିଓ କଲ ଭାଇରାଲ ହେବା ପରେ ଭାଣିଜୀ ଶାଶୁଘର ଆଗରେ ଲୋକଙ୍କର ଗହଳି ଦେଖିବାକୁ ମିଳିଛି । ବୋହୂ ବିରୁଦ୍ଧରେ ସମସ୍ତେ କହୁକନ୍ତି କି ବୋହୂ ଏ ସମାଜକୁ ଆଉ ସାହି ପଡିଶାକୁ ସମସ୍ତଙ୍କୁ ଖରାପ କରିଛି ।

ଆଉ ଅଡିଓ କଲ ଶୁଣିବା ପରେ ସମସ୍ତେ ବୋହୁର ପ୍ରତିବାଦ କରୁଛନ୍ତି । ଅନ୍ୟ ପକ୍ଷରେ ଶାଶୁ ଓ ବୋହୂ ଥାନାରେ ଅଭିଯୋଗ କରିଛନ୍ତି । ଘର କଳି ଭିତରେ ଏବେ ସାହିପଡିଶା ଓ ପଞ୍ଚାୟତ ଉଠି ଆସିଛି ବୋହୂ ବିରୁଦ୍ଧରେ କହିବାକୁ । ପଞ୍ଚାୟତର ନାଁ ଖରାପ ହେବା କଥା କହି ଶତାଧିକ ମହିଳା ଏବେ ଘର ଆଗରେ ପହଞ୍ଚି ଯାଇଛନ୍ତି । ଆଉ ଏପଟେ ଘର ଭିତରେ 5 ଦିନ ପରେ ଘର ଭିତରୁ ଉଧାର ହୋଇଛନ୍ତି ନବ ବଧୁ ।

ଏବେ ଏହି ଘଟଣା ହେଉଛି ଜଗତସିଙ୍ଗପୁର ଜିଲ୍ଲା ର । ଜୁଲାଇ ୭ ତାରିଖରେ ଯୁବତୀଙ୍କୁ ବାହା ହୋଇଥିଲେ ଲିଟୁନା ମାଝୀ । ଘର ସଂସାର କରିବାକୁ ନେଇ ଅନେକ ସ୍ଵପ୍ନ ଦେଖିଥିଲେ ଲିଟୁନା । କିନ୍ତୁ ଲୁଚି ଲୁଚି ମାମୁଁ ଭାଣିଜୀ ସହ ଏମିତି ରାତିରେ କରୁଥିଲେ । ଆଉ ଏହି କଥା ଜାଣିବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ମାମୁଁର ଅପ୍ରୀତିକର ପ୍ରେମ ଦିନକୁ ଦିନ ବଢିବା ପରେ ଦୁଇ ପରିବାର ମଧ୍ୟରେ କୌଣସି କାରଣ ବଶତ ବିବାଦ ହେବ ପରେ ବୋହୂ ଏରସୀମା ଥାନାରେ ଶାଶୁଘର ଲୋକଙ୍କ ନାଁ ରେ ଅଭିଯୋଗ କରିଥିଲେ । ଶାଶୁଘର ଆଗରେ ଧାରଣା ଦେବା ସହ ଗଣମାଧ୍ୟମ ଆଗରେ ନାନା ପ୍ରକାରର ବୟାନ ଦେଇ ଶାଶୁଘର ଲୋକଙ୍କୁ ଗିରଫ କରିବାକୁ ଦାବି କରିଥିଲା ବୋହୂ ।

ନିଜର ପରିବାରର ଇଜ୍ଜତ ପାଇଁ ଲିଟୁନା ନିଜ ସ୍ତ୍ରୀ ଓ ମାମୁଁଙ୍କ ସମ୍ପର୍କର ଅଡିଓ କଲ ସମସ୍ତଙ୍କୁ ସାମନାକୁ ଆଣିଥିଲେ ଆଉ ପ୍ରତିକ୍ରିୟା ଦେଇଥିଲେ । ଆଜିକୁ ୫ ଦିନ ପୃବରୁ ନବବଧୁ ଶାଶୁଘର ତାଲା ଭାଙ୍ଗି ଘରକୁ ଯିବା ପରେ ଶାଶୁ ମଞ୍ଜୁ ମାଝୀ ଥାନାରେ ଅଭିଯୋଗ କରିଥିଲେ ।

ନବବଧୁ ଘରୁ ନ ବାହାରିବା କାରଣରୁ ଲୋକେ ମହିଳା ସଂଘଠନକୁ ଖବର ଦେଇଥିଲେ ଆଉ ସେମାନେ ଆସି କବାଟ ଭାଙ୍ଗି ଘରକୁ ଯାଇ ବୋହୂକୁ ଉଧାର କରିଥିଲେ । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମାତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *